Daily Archives

ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଓ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମ ଦିନ ବିଦ୍ୟାଳୟ ପରିଚାଳନା ସଭାପତି ଗୀତାଞ୍ଜଳି ନାଏକଙ୍କ ଉପସ୍ଥିତିରେ ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଅତିଥି ଶିକ୍ଷକ ସୁବାଷ
Read More...

ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ କରିବା ନେଇ ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମଜଦୁର ସଭା ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କୁହାଯାଇଛି ଯେ, ରାଉରକେଲାରେ ଓଡ଼ିଶାର ଦ୍ୱିତୀୟ ପୂରାତନ ୧୯୬୪ ମସିହାରେ ସ୍ଥାପନ ହୋଇଥିବା ରାଉରକେଲା ବିମାନବନ୍ଦରକୁ ଆଇଏଏସ ଅଫିସର ତତ୍କାଳୀନ ୫ଟି
Read More...

ରାଉରକେଲା ମହାନଗର ନିଗମ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା ସହରର ବିକାଶ ପାଇଁ ଗଣମାଧ୍ୟମ ଜରିଆରେ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କଲେ କମିଶନର ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାନଗର ନିଗମ ଅଞ୍ଚଳରେ ରହିଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ତଥା ନୂତନ ପ୍ରକଳ୍ପ ସମ୍ବନ୍ଧରେ ସବିଶେଷ ତଥ୍ୟ ଦେବା ପାଇଁ ମହାନଗର
Read More...

ପଶ୍ଚିମାଶମ୍ଭୁ ନୀଳକଣ୍ଠେଶ୍ଵର ଦେବଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗର ପ୍ରସିଦ୍ଧ ଶୈବପୀଠ ପଶ୍ଚିମାଶମ୍ଭୁ ନୀଳକଣ୍ଠେଶ୍ଵର ଦେବଙ୍କ ବିଜେସ୍ଥଳୀରେ ୨୭ତମ ବିଶ୍ଵଶାନ୍ତି ମହାଯଜ୍ଞ ସୋମବାର ଠାରୁ ୪ଦିନ ଧରି ଅନୁଷ୍ଠିତ ହୋଇ ଗୁରୁବାର ଅପରାହ୍ନ ୫ଘଟିକା ଗୋଧୂଳି ଲଗ୍ନରେ ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି
Read More...