ଜ୍ଞାନ ଆହୋରଣ ପାଇଁ ଶହେ ଜଣିଆ କିଶୋରୀ ଦଳଙ୍କ ଆନ୍ତଃଜିଲ୍ଲା ପରିଦର୍ଶନ ସମ୍ପନ୍ନ
ବାରିପଦା, (ଦେବସ୍ମିତ ଚୌଧୁରୀ) : ମହିଳା ଓ ଶିଶୁ ବିକାଶ ବିଭାଗର ଆଦବିକା ଯୋଜନାରେ ଜ୍ଞାନ ଆରୋହଣ ପରିଭ୍ରମଣରେ ମୟୂରଭଞ୍ଜର ୧୦୦ କିଶୋରୀ ବାଳିକା ଖୋର୍ଦ୍ଧା ଜିଲ୍ଲାକୁ ଯାଇ ଆଜି ଜିଲ୍ଲାକୁ ପ୍ରତ୍ୟାବର୍ତନ କରିଛନ୍ତି । ପରିଭ୍ରମଣ ସମୟରେ ଖୋର୍ଦ୍ଧାସ୍ଥିତ ୱାର୍ଲଡ ସ୍କିଲ ସେଣ୍ଟର ଓ ସରକାରୀ!-->…
Read More...
Read More...