Daily Archives

ମୁରିବାହାଲ ଆଦର୍ଶ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୭ତମ ଜନ୍ମଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଆଜି ୧୪ ନଭେମ୍ବର ୨୦୨୫ ଶୁକ୍ରବାର ଦିନ ଶିଶୁ ଦିବସ ପାଳନ ହୋଇଯାଇଛି । ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପବିତ୍ର
Read More...

ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ସୁଧୀର ଗୁରୁ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆନ୍ତଃ ରାଜ୍ୟ ଗଞ୍ଜେଇ ବେପାରୀ ସୁଧୀର ଗୁରୁ(୫୨)କୁ ଗିରଫ କରିବାରେ ସଫଳ ହୋଇଛି ସୁବର୍ଣ୍ଣପୁର ପୋଲିସ । ପଡୋଶୀ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଡିପଦର ଗ୍ରାମର ଶ୍ରୀ ଗୁରୁ ଦୀର୍ଘଦିନ ଧରି ଆନ୍ତଃ ରାଜ୍ୟ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ
Read More...

ପୁଷ୍ପଲତା ଗ୍ୟାସ୍ ଏଜେନ୍ସିର ୩୦ବର୍ଷ ପୂର୍ତ୍ତି ପାଳନ

ଚକ୍ଷୁ ଚିକିତ୍ସା ଶିବିରକୁ ଉଦ୍‌ଘାଟନ କଲେ ଜିଲ୍ଲାପାଳ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ପୁରୁଣା ମେଡିକାଲ୍ ପାର୍ଶ୍ଵରେ ଥିବା ପୁଷ୍ପଲତା (ଏଚ୍‌ପି) ଗ୍ୟାସ ଏଜେନ୍ସିର ଆଜି ୩୦ ବର୍ଷ ପୂର୍ତ୍ତି ପାଳନ ମହାସମାରୋହରେ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ
Read More...

ନେହେରୁଙ୍କ ଜନ୍ମ ତିଥିରେ ଶିଶୁ ଦିବସ ପାଳିତ : ବିଭିନ୍ନ ପ୍ରତିଯୋଗିତା ଆୟୋଜନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶିଷ୍ଟ ରାଷ୍ଟ୍ର ନାୟକ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ଶିଶୁ ପ୍ରିୟ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଜନ୍ମ ତିଥିରେ ଶିଶୁ ଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ସମସ୍ତ
Read More...

ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ତଥା ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତଥା ପାଟଖଣ୍ଡା ପ୍ରତିଷ୍ଠାନର ପରିଚାଳକ ହିମାଂଶୁ ଶେଖର ଦାସ (ଟୁଟୁ ଦାସ) (୫୭) ଅସୁସ୍ଥତା କାରଣରୁ କଟକ ସ୍ଥିତ ଏକ ମେଡିକାଲରେ ଚିକିତ୍ସିତ ହେଉଥିଲେ, ଗୁରୁବାର ଚିକିତ୍ସିତ ଅବସ୍ଥାରେ ହିଁ
Read More...

ରୋଟାରି ଏଲିଟର ଉଡାନ ତରଫରୁ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ବିଦ୍ୟାଳୟଠାରେ ରୋଟାରି ଏଲିଟର ଉଡାନ ତରଫରୁ ଶିଶୁ ଦିବସ ପାଳିତ ହୋଇଯାଇଛି । ଉଡାନ ଛାତ୍ରୀଙ୍କୁ ପ୍ରୋତ୍ସାହନ ପ୍ରଦାନ ଉଦ୍ଦେଶ୍ୟରେ ଉଡାନର ଶିକ୍ଷକ ଓ ରୋଟାରି ଏଲିଟର ସଭ୍ୟମାନେ ଏହି ଆୟୋଜନ କରିଥିଲେ । ଏଥିରେ ଅତିଥି ଭାବରେ ବଲାଙ୍ଗିର
Read More...

ବିହାର ନିର୍ବାଚନରେ ଏନ୍‌ଡିଏ ଓ ନୂଆପଡ଼ା ଉପ ନିର୍ବାଚନରେ ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲା ସାଂଗଠନିକ ଜିଲ୍ଲା…

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ମାସ ତା ୧୧.୧୧.୨୦୨୫ରେ ଅନୁଷ୍ଠିତ ହୋଇଥିବା ନୂଆପଡ଼ା ବିଧାନ ସଭାର ଉପ ନିର୍ବାଚନର ଭୋଟିଂ ପରେ ଆଜିର ଭୋଟ ଗଣତିରେ ବିଜେପି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ଏବଂ ବିହାର ବିଧାନସଭା ନିର୍ବାଚନର ଭୋଟିଂ ପରେ ଆଜି ଭୋଟ ଗଣତିରେ ଏନ୍‌ଡିଏର ପ୍ରଚଣ୍ଡ ଜନମତ
Read More...

ଲୋକପ୍ରିୟ ବ୍ୟକ୍ତିତ୍ୱ ପ୍ରକାଶ ପଟେଲଙ୍କ ଅକାଳ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଅକସ୍ମାତ ଦୁଃଖର ପାହାଡ଼ ଲଦି ହେଲା ପରି ଏକ ଆକସ୍ମିକ ଘଟଣାରେ ସମଗ୍ର ଗାଁରେ ଶୋକର ଛାୟା ଖେଳିଯାଇଛି । ଏପରି ଏକ ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତ ଅନ୍ତର୍ଗତ ବଡ଼କୁଞ୍ଜାରୀ ଗ୍ରାମର ପ୍ରଜାପତି
Read More...

ଟିଟିଲାଗଡ ଓମ୍ ଭ୍ୟାଲି ଶିକ୍ଷାନୁଷ୍ଠାରେ ମହାସମାରୋହରେ ଶିଶୁ ଦିବସ ପାଳିତ

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ଶିଶୁମାନେ ହେଉଛନ୍ତି ଜୀବନର ଆଲେଖ୍ୟ ରୂପ । ସେମାନେ ନିର୍ମଳ, ନିର୍ଦ୍ଦୋଷ ଆନନ୍ଦର ଜୀବନ ସ୍ରୋତସ୍ୱିନୀ । ଯେଉଁଠି ଶିଶୁ ହସନ୍ତି, ସେଠି ଜୀବନ ହସେ, ନଭେମ୍ବର ୧୪ ତାରିଖ ହେଉଛି ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିବସ । ଏହି ଦିନଟିକୁ ଶିଶୁ ଦିବସ ରୂପେ
Read More...

ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଜିଲ୍ଲାର ବିଶିଷ୍ଟ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବାପାଇଁ ନିଷ୍ପତି ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ପକ୍ଷରୁ ଆଗାମୀ ୧୬ ତାରିଖ ରବିବାର ଜାତୀୟ ପ୍ରେସ ଦିବସ ପାଳନ ଉପଲକ୍ଷେ ଅସ୍ଥାୟୀ କାର୍ଯ୍ୟାଳୟରେ
Read More...