Daily Archives

ବାଲିଯାତ୍ରାରେ ଗୃହସ୍ଥୀ ବଜାର

ରାଉରକେଲା/କଟକ, (ସସ୍ମିତା ପ୍ରଧାନ) : ସମ୍ପ୍ରତି କଟକର ଐତିହାସିକ ବାଲିଯାତ୍ରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । କଟକ ବାଲିଯାତ୍ରା ଓଡ଼ିଶାର ଅସ୍ମିତା, ବୀରତ୍ୱ, ସାହାସିକତା, କଳା, ସଂସ୍କୃତି ତଥା ନୌବାଣିଜ୍ୟର ପ୍ରତୀକ ଭାବେ ବିବେଚନା କରାଯାଉଥିବାବେଳେ
Read More...

ବନ୍ଦେ ମାତରଂ ଜାତୀୟ ଗୀତ ଦେଶ ଭକ୍ତି, ରାଷ୍ଟ୍ର ପ୍ରେମ, ସାହସ, ଏକତା ଓ ପ୍ରତିବାଦର ପ୍ରତୀକ – ଜୁଏଲ ଓରାମ

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଅହ୍ୱାନ କ୍ରମେ ସମଗ୍ର ଦେଶରେ ବନ୍ଦେ ମାତରଂ ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶରେ ୧୫୦ଟି ସ୍ଥାନରେ ଏହି ମହୋତ୍ସବ ଆଜି ପାଳନ କରାଯାଇଛି । ଓଡିଶାର ୫ଟି ସ୍ଥାନ ମଧ୍ୟରୁ ରାଉରକେଲା ଠାର ଆଜି ରାଉରକେଲାର
Read More...

ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ
ଗଞ୍ଜାମ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ନିମନ୍ତେ ଗଞ୍ଜାମ ପୋଲିସ ଷ୍ଟେସନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷା ସୁଶ୍ରୀ ସୁନିତା ରାଉତରାୟ ଉଦ୍ଘାଟନ କରିଥିଲେ
Read More...

ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ସେଲୁଆଁ ହାଇସ୍କୁଲଠାରେ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ସେଲୁଆଁ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲାଦ୍ରୀ ବେଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରୋଶନ କୁମ୍ଭାର ପରିଚାଳନା କରିଥିଲେ
Read More...

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେଲେ ୩୫ ହଜାର ପରୀକ୍ଷାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଏନଆଇଏଲପି) ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୂଲ୍ୟାୟନ ପରୀକ୍ଷା (ଏଫଏଲଏନଟି) ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୦୦୦ ହଜାର କେନ୍ଦ୍ରରେ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ,
Read More...

ଆଜି ଛାଡଖାଇ କିନ୍ତୁ ଆମିଷ ବଜାର ଖାଁ ଖାଁ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : କାର୍ତ୍ତିକ ମାସ ପରେ ଗତକାଲି ମାର୍ଗଶୀର ମାସ ଗୁରୁବାର ଦିନ ଛାଡଖାଇ ପଡିଥିବାରୁ ଆମିଷ ବଜାରରୁ ମୁଁହ ମୋଡ଼ିଥିଲେ ଲୋକେ । ଆଜି ଶୁକ୍ରବାର ଦିନ ଛାଡଖାଇ ପାଳନ କରୁଥିବାରୁ ଆମିଷ ବଜାରରେ ପ୍ରବଳ ଗହଳି ହେବା ନେଇ ଆଶା ବାନ୍ଧି ବସିଥିଲେ ଆମିଷ ବେପାରୀ
Read More...

ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ : ମିନି ଟ୍ରକ, କାର ଜବତ ସହ ୨ ଗିରଫ ୩ ଫେରାର

ସୁବର୍ଣ୍ଣପୁର, ( ରାଜ କିଶୋର ତ୍ରିପାଠୀ ) : ଆଜି ସୋନପୁର ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ସହରର ବ୍ଲକ ଛକଠାରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ପୋଲିସ ଟିମ୍ ଚେକିଂ ଆରମ୍ଭ କରିଥିଲେ । ଏହି ସମୟରେ ଏକ ମିନିଟ୍ରକ ନଂ (ସିଜି୦୪ପିଇ -୧୫୬୯) କୁ
Read More...

ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟରେ ‘ବନ୍ଦେ ମାତରଂ’ ଗାନରେ ଗୁଞ୍ଜିଉଠିଲା ଦେଶଭକ୍ତିର ନାଦ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଆଜି ଖପ୍ରାଖୋଲ ପଞ୍ଚାୟତ କାର୍ଯ୍ୟାଳୟ ପରିସର ଦେଶଭକ୍ତିର ସ୍ପନ୍ଦନରେ ମହିମାନ୍ୱିତ ହୋଇଯାଇଥିଲା । ପଞ୍ଚାୟତ ନିର୍ବାହୀ ଅଧିକାରୀ ମନୋଜ ସାହୁଙ୍କ ତତ୍ତ୍ୱବଧାନରେ ଆୟୋଜିତ ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମରେ ଖପ୍ରାଖୋଲ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର କୁନି
Read More...

ଟିଟିଲାଗଡ ଲାୟନ୍ସ କ୍ଲବ ସମ୍ମିଳନୀ କକ୍ଷର ନବୀକରଣ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ଏକ ଅଗ୍ରଣୀ ସେବା ସଂଗଠନ ଭାବେ ଟିଟିଲାଗଡ ଲାୟନ୍ସ କ୍ଲବ ପରିଚିତ । ଟିଟିଲାଗଡ ସରକାରୀ ଡାକ୍ତରଖାନା ନିକଟରେ ଥିବା ସମ୍ମିଳନୀ କକ୍ଷର ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହେବାପରେ ମଙ୍ଗଳବାର ସନ୍ଧ୍ୟା ୪.୩୦ ମିନିଟ ସମୟରେ ଉଦଘାଟିତ
Read More...

ଲାୟନ୍ସ କ୍ଲବର ଡିଜିଙ୍କ ଅଫିସିଆଲ ଭିଜିଟ

ଲାୟନସ ଡେନର ନବୀକରଣ ଗୃହଉତ୍ସବ,ଚାର୍ଟର ନାଇଟ ଓ ଦିୱାଲି ମିଲନ ପାଳିତ ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସନ୍ଧ୍ୟା ସାତଟା ସମୟରେ ସ୍ଥାନୀୟ ଗୋବିନ୍ଦ ବାଟିକାଠାରେ ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଚାର୍ଟର ନାଇଟ ଓ ଦିୱାଲି ମିଲନ ସଭାପତି ଶ୍ରୀ ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ
Read More...