Daily Archives

ଦୁଲୁକୁଛି ଫପସି ମହୋତ୍ସବ : ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ

ସଇଁତଲା, (କେପିଏନ୍‌ଏସ୍‌) : କଳା, ସଂସ୍କୃତି, ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ଦୀର୍ଘ ୩ ବର୍ଷ ହେବ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଗଣ୍ଡପତ୍ରାପାଲି ପଞ୍ଚାୟତ (ନୂଆଁ ଭଦ୍ରା) ଫପସି ଆର୍‌ସିବି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ଫପସି ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ
Read More...

ଅଲେଖ ମହିମା ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ

ଭୋଗରାଇ, (ଶିବନାରାୟଣ ପାତ୍ର) : ଭୋଗରାଇ ବ୍ଲକ ଗବଗାଁ ପଞ୍ଚାୟତ ଅନ୍ତର୍ଗତ ନୀଳପୁରା ଗ୍ରାମର ମହିମା ଆଶ୍ରମରେ ଯୋରଦା ମହିମା ଗାଦିର ସିଦ୍ଧସାଧୁ ଲମ୍ବୋଦର ବାବା, ଅକ୍ଷୟ ବାବା, ପ୍ରଭୁରାମ ବାବାଙ୍କ ଦ୍ୱାରା ବିଶ୍ୱ ଶାନ୍ତି ହୋମଯଜ୍ଞ ଓ ଭଜନ କୀର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
Read More...

ଶ୍ରୀମଦ ଭାଗବତ କଥା ପ୍ରବଚନ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗତ ୧ ତାରିଖରୁ ଆରମ୍ଭ ହୋଇଥିବା ଶ୍ରୀମଦ ଭାଗବତ ସପ୍ତାହ କାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଛତ୍ରପୁର ସହରର ତିରୁପତି ରାଓ ପେଟ୍ଟା ସାହିସ୍ଥ ମା' ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର (ବାଣୀଭବନ) ମଣ୍ଡପରେ ଆୟୋଜିତ ଭବ୍ୟ ଆଧ୍ୟାତ୍ମିକ
Read More...

ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡ ପ୍ରଶାସନର ଉପ-ଜିଲ୍ଲାପାଳ ଅବିନାଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ସଞ୍ଚୟ ଏବଂ ଆର୍ଥିକ ସେବା ବିଭାଗ ପକ୍ଷରୁ ଦୁଇଗୋଟି ଆର୍ଥିକ ସାକ୍ଷରତା ଏବଂ ଅନ୍ତର୍ଭୂକ୍ତିକରଣ ଶିବିର ତା. ୭ ନଭେମ୍ବର ୨୦୨୫ ରିଖରେ ଦିଗପହଣ୍ଡି ଏବଂ
Read More...

ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍‌”ର ୧୫୦ ବର୍ଷ ପୂର୍ତ୍ତି ପାଳନ

ଜିଲ୍ଲାରେ ସମବେତ ଭାବେ ଗାନ ହେଲା ବନ୍ଦେ ମାତରମ୍‌ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ର ଆଜି ୧୫୦ ବର୍ଷ ପୂର୍ତ୍ତି ହୋଇଛି । ଏହି ଅବସରରେ ରାଜ୍ୟରେ ସମବେତ ଭାବେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ ଗୀତ ଗାନ କରାଯାଇଛି । ଏହା ଛଡ଼ା ସମସ୍ତ ବିଦ୍ୟାଳୟ,
Read More...

୨୫ ଏକର ଜମିର ସଦୁପଯୋଗ ପାଇଁ ବେଦବ୍ୟାସ ବିକାଶ ମଞ୍ଚର ଦାବି

ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ଜନତା ଧର୍ମଶାଳାରେ ରାଉରକେଲା ପୋଷ୍ଟମର୍ଟମ ଗୃହ ନିକଟସ୍ଥ ପ୍ରାୟ ୨୫ ଏକର ଜମିର ସଦୁପଯୋଗ ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ଉପରେ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ପୂର୍ବରୁ ସୁନ୍ଦରଗଡ଼ ଲୋକସଭା ସାଂସଦ ତଥା କେନ୍ଦ୍ର ଆଦିବାସୀ
Read More...

ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ଷ୍ଟିଲ ସିଟି ଓ ଇଣ୍ଟ୍ରାକ୍ଟ କ୍ଲବ୍ ଅଫ୍ ସେକ୍ଟର ୧୬ ଡିଏଭି ପବ୍ଲିକ ସ୍କୁଲର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଦନ୍ତ ଚିକିତ୍ସା ଶିବିର ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଷ୍ଟିଲ ସିଟିର ଉପଦେଷ୍ଟା ରୋଟାରିଆନ ଡ. ଅଞ୍ଜନା ମୈତ୍ରଙ୍କ
Read More...

ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠିଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅବସରପ୍ରାପ୍ତ ମୁଖ୍ୟ କିରାଣୀ ପୂର୍ଣ୍ଣଚନ୍ଦ୍ର ତ୍ରିପାଠିଙ୍କର ୮୧ ବର୍ଷ ବୟସରେ ନିଜ ହାତୀଶାଳପଡା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ସେ ଜଣେ ସଚ୍ଚୋଟ, ମେଳାପୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ
Read More...

ସେଲୁଆଁ ହାଇସ୍କୁଲରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ସେଲୁଆଁ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲାଦ୍ରି ବେଜଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରୋଶନ କୁମ୍ଭାର ପରିଚାଳନା କରିଥିଲେ ।
Read More...

ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ : ପ୍ରଥମ ପର୍ଯ୍ୟାୟରେ ପରୀକ୍ଷା ଦେଲେ ୩୫ ହଜାର ପରୀକ୍ଷାର୍ଥୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ (ଏନ୍‌ଆଇଏଲ୍‌ପି) ଅନ୍ତର୍ଗତ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ମୂଲ୍ୟାୟନ ପରୀକ୍ଷା (ଏଫ୍‌ଏଲ୍‌ଏନ୍‌ଟି) ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୦୦୦ ହଜାର କେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର
Read More...