Daily Archives

ଭାରତୀୟ ମହିଳା କ୍ରିକେଟ ଟିମ୍‌ର ବିଶ୍ୱ ବିଜୟ ପାଇଁ ବିଜୟ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଷ୍ଟ୍ର ନିର୍ମାଣରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ପରିବାରର ପରିଚାଳନା କରିବା ସହ ଶିକ୍ଷା, ଖେଳ ଜଗତ, ରାଜନୀତି, ଅର୍ଥଶାସ୍ତ୍ର ଓ ସମାଜସେବା ପରି ସମସ୍ତ କ୍ଷେତ୍ରରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ଗୋଟିଏ ମା' ରୂପରେ
Read More...

ବୋଇତ ବନ୍ଦାଣ ମହୋତ୍ସବର ଆୟୋଜନ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବାର ଏକ ମାଧ୍ୟମ ଅଟେ : ସୂର୍ଯ୍ୟବଂଶୀ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୋଇତ ବନ୍ଦାଣ ଉତ୍ସବର ଆୟୋଜନ କରିବା ହେଉଛି, ଆମର ଓଡ଼ିଆ ସଂସ୍କୃତି ଓ ଆମ ପରମ୍ପରାକୁ ଉଜ୍ଜୀବିତ କରିବାର ଏକ ନିଆରା ମାଧ୍ୟମ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ଗୋପାଳପୁର ବେଳାଭୂମି ଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ଉତ୍ସବରେ
Read More...

ତେନ୍ତୁଳିଖୁଣ୍ଟି ଗ୍ରାମରେ ଚାଲିଥିବା ପ୍ରଥମ ବର୍ଷ ‘ଜୟ ମା’ ସୁନ୍ଦର ଯାନୀ’ କ୍ରିକେଟ…

ବଡ଼ପତ୍ରାପାଲିକୁ ପରାସ୍ତ କରି ପାତଳପଡ଼ା ଚମ୍ପିୟାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ତେନ୍ତୁଳୀଖୁଣ୍ଟି ଗ୍ରାମରେ ଚାଲିଥିବା ପ୍ରଥମ ବର୍ଷ 'ଜୟ ମା ସୁନ୍ଦର ଯାନୀ' କ୍ରିକେଟ ପ୍ରତିଯୋଗିତା ବୁଧବାର ଉଦଯାପିତ ହୋଇଯାଇଛି । ଏଥିରେ
Read More...

ଦେଓଗାଁ ଅଶାନ୍ତ ଘଟଣା : ଶାନ୍ତି ପାଇଁ ଲୋକଙ୍କ ସହ ଆଲୋଚନା କଲେ ନରସିଂହ

ଦେଓଗାଁ ପୋଲିସ ପ୍ରତି ଲୋକଙ୍କ ବିଶ୍ୱାସ ରହୁନାହିଁଉଚ୍ଚ ପଦସ୍ଥ ଅଧିକାରୀ ଆସି ଉଚିତ ତଦନ୍ତ କରନ୍ତୁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନିର୍ବାଚନ ମଣ୍ଡଳି ବିଶେଷ କରି ଦେଓଗାଁ ଅଂଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବହୁତ ଖରାପ ଆଡକୁ ଗତି କରୁଛି । ଦେଓଗାଁ ପୋଲିସର
Read More...

ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କଲେ ଖେଳାଳୀ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ୧୭ ବର୍ଷରୁ କମ ୨୪ ଜଣ ବାଳକ ଓ ବାଳିକା ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ ଭାଗ ନେବାକୁ କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି । ଖେଳ ଶିକ୍ଷକ ଯଶୋବନ୍ତ ପୁଟେଲ ଓ ସୁମତୀ ରେଖା ମେଣ୍ଡଲିଙ୍କ ନେତୃତ୍ଵରେ ଗସ୍ତ
Read More...

ଶ୍ରୀରାମଚରିତ ମାନସ ପାରାୟଣ ଉଦଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ମହାପ୍ରଭୁ ଶ୍ରୀ ରଘୁନାଥ ମଣ୍ଡପରେ ମାସ ବ୍ୟାପି ପ୍ରାତଃରେ ନାନା ବାଦ୍ୟଧ୍ୱନୀରେ ପାରାୟଣ ପଠନ ଏବଂ ଦୈନିକ ସନ୍ଧ୍ୟାରେ, ଭଜନ, କୀର୍ତ୍ତନ, ପ୍ରବଚନ ଆଦି ପରିଚାଳିତ ହୋଇଆସିଥିଲା
Read More...

ଝିରପାଣି ରାହାସ ପୂର୍ଣ୍ଣିମା ଉତ୍ସବ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଝିରପାଣି ରାହାସ ପୂର୍ଣ୍ଣିମା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ରାହାସ ପୂର୍ଣ୍ଣିମା କମିଟିର ସଭାପତି ଜୟନ୍ତ କୁମାର ପତିଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ମନୋଜ କୁମାର ସାମଲଙ୍କ ଆବାହକତ୍ୱ, ସାଂସ୍କୃତିକ ସମ୍ପାଦକ ରଞ୍ଜିତ କୁମାର ବୋଷଙ୍କ ମଂଚ
Read More...

ବୁର୍ଡାରେ ଶ୍ରୀ ଶ୍ରୀ ଠାକୁରଙ୍କ ୧୩୮ତମ ଜନ୍ମ ମହୋତ୍ସବ ଅନୁଷ୍ଠିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସତସଙ୍ଗ ବିହାର ସ୍ଥିତ ବୁର୍ଡା କେନ୍ଦ୍ର ଠାରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୮ତମ ଜନ୍ମ ମହା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟୁଷରେ ଉଷା କୀର୍ତ୍ତନ ସାଙ୍ଗକୁ ପୂର୍ବାହ୍ନରେ ସତସଙ୍ଗ ଓ ସଦାଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ନୂଆପଡା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ : ୧କୋଟି ୧୬ ଲକ୍ଷ ୬ ହଜାର ୩୮୬ ଟଙ୍କା…

ନୂଆପଡା, (କେପିଏନ୍‌ଏସ୍‌) : ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଅବକାରୀ ବିଭାଗ ତରଫରୁ ବ୍ୟାପକ ତଲାସୀ ଅଭିଯାନ ଚାଲିଛି । ଗତ ୪ ତାରିଖରେ ବିଭାଗୀୟ ଅଧିକାରୀ ଯାଞ୍ଚ କରି ୧୫୦ ଲି ହାତରନ୍ଧା ମଦ, ୧୦୭ ଲି ବାହାର ଭାଟିମଦ, ୪୩୦୦ କେଜି ମହୁଲ ପୋଚ ଏବଂ ଗୋଟିଏ ବାଇକ ଜବତ କରିଛନ୍ତି । ଏସବୁର
Read More...

କୁନ୍ତରା ଗ୍ରାମ୍ୟ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

ସମ୍ବଲପୁର, (କେପିଏନ୍‌ଏସ୍‌) : ଗୋକୁଳ ପାର୍ବତୀ ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ସମାରୋହରେ ପାଳିତ ହୋଇଯାଇଛି । ଡଃ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଅଧ୍ୟକ୍ଷ ବିରଞ୍ଚିନାରାୟଣ ପଟେଲ, ସମ୍ମାନିତ ଅତିଥି ଭାବରେ
Read More...