ସଫଳ ହେଲା ହର୍ଷବର୍ଦ୍ଧନର ଓପନ ହାର୍ଟ ସର୍ଜରୀ : ଆଇସିୟୁରୁ ଆସିଲେ ଜେନେରାଲ ୱାର୍ଡ
ସୁବର୍ଣ୍ଣପୁର, (କେପିଏନ୍ଏସ୍) : ଓପନ୍ ହାର୍ଟ ସର୍ଜରୀ ପରେ ଦୀର୍ଘ ପାଞ୍ଚ ଦିନଧରି କଟକ ବଡ଼ ଡ଼ାକ୍ତରଖାନା ଆଇସିୟୁରେ ଚିକିତ୍ସିତଥିବା ସୋନପୁରର ବାଳକ ହର୍ଷବର୍ଦ୍ଧନ (୧୫) ଆଜି ଜେନେରାଲ ୱାର୍ଡକୁ ଫେରିଛି । ତା'ର ସୁସ୍ଥତା ଯୋଗୁଁ ପରିବାର ଲୋକେ କିଛିଟା ଆଶ୍ୱସ୍ତି ଅନୁଭବ କରିଛନ୍ତି ।!-->…
Read More...
Read More...