Monthly Archives

October 2025

ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବଲି ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଏକ ଅଗ୍ରଣଷ ଶିକ୍ଷାନୁଷ୍ଠାନ, ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟର ଡାଇମଣ୍ଡ ଜୁବୁଲି ପ୍ରସ୍ତୁତି ପାଇଁ ଏକ ବୈଠକ ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଶରତ ଚନ୍ଦ୍ର ପାଣିଗ୍ରାହୀ ଫାଉଣ୍ଡେସନ ଏବଂ
Read More...

ପ୍ରକଳ୍ପ ସ୍ତରୀୟ ପୋଷଣ ମହା ସପ୍ତାହ ପାଳିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ଗ୍ରାମରେ ଆଗଲପୁର ବ୍ଲକ ପ୍ରକଳ୍ପ ସ୍ତରୀୟ ପୋଷଣ ମହା ସପ୍ତାହ ପାଳିତ ହୋଇଯାଇଛି । ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ସଭା ପରିଚାଳନା କରିଥିବାବେଳେ ଉକ୍ତ
Read More...

ଆନନ୍ଦର ଝଲକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବାସନ୍ତୀ କଲୋନୀ ନିକଟରେ ଥିବା ସର୍ବାଭୌତିକ ଆଶ୍ରମର ଅନ୍ତେବାସୀଙ୍କ ସହିତ ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ଆନନ୍ଦର ଝଲକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ପିଲାମାନଙ୍କ ସହିତ କିଛି ଘଣ୍ଟା ବିତାଇବା ଏବଂ ସେମାନଙ୍କୁ
Read More...

ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ପାଇଁ ଭାରତର ମିଶନ ଉତ୍ପାଦନ ଏବଂ କୃଷକଙ୍କ ଆୟ ବୃଦ୍ଧି ପାଇଁ ପଦକ୍ଷେପ

● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୧,୪୪୦ କୋଟି ଟଙ୍କା ବଜେଟ୍ ଆବଣ୍ଟନ ସହ ଡାଲି କ୍ଷେତ୍ରରେ ଆତ୍ମନିର୍ଭରତା ମିଶନର ଶୁଭାରମ୍ଭ● ଏହା ୨୦୩୦-୩୧ ସୁଦ୍ଧା ଘରୋଇ ଡାଲି ଉତ୍ପାଦନକୁ ୩୫୦ ଲକ୍ଷ ଟନ ପର୍ଯ୍ୟନ୍ତ ବୃଦ୍ଧି କରି, ଚାଷ କ୍ଷେତ୍ରକୁ ୩୧୦ ଲକ୍ଷ ହେକ୍ଟର ପର୍ଯ୍ୟନ୍ତ ବିସ୍ତାର କରିବାର ଲକ୍ଷ୍ୟ
Read More...

ଭାରତ-ଇଏଫଟିଏ ବାଣିଜ୍ୟ ଚୁକ୍ତି: ୧୦୦ ବିଲିୟନ ଡଲାର ନିବେଶ ଏବଂ ୧୦ ଲକ୍ଷ ନିଯୁକ୍ତିର ସୁଯୋଗ

ମୁଖ୍ୟାଂଶଭାରତ ଏବଂ ଇଏଫଟିଏ ୨୦୨୪ ମସିହା ମାର୍ଚ୍ଚ ମାସ ୧୦ ତାରିଖରେ ବାଣିଜ୍ୟ ଏବଂ ଆର୍ଥିକ ଭାଗିଦାରୀ ରାଜିନାମା (ଟିଇପିଏ) ସ୍ୱାକ୍ଷର କରିଥିଲେ; ଏହା ୨୦୨୫ ମସିହା ଅକ୍ଟୋବର ୧ ତାରିଖରେ କାର୍ଯ୍ୟକାରୀ ହୋଇଥିଲା, ଯାହା ଚାରୋଟି ବିକଶିତ ୟୁରୋପୀୟ ରାଷ୍ଟ୍ର ସହିତ ଭାରତର ପ୍ରଥମ ଏଫଟିଏ ଥିଲା
Read More...

କୃଷି କ୍ଷେତ୍ର ପାଇଁ ୩୫,୪୪୦ କୋଟି ମୂଲ୍ୟର ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଦେଶର ଆତ୍ମନିର୍ଭରଶୀଳତା ଏବଂ କୃଷକଙ୍କ କଲ୍ୟାଣ ପାଇଁ ଦୁଇଟି ନୂତନ ଯୋଜନା- ପିଏମ୍ ଧନ-ଧାନ୍ୟ କୃଷି ଯୋଜନା ଏବଂ ଡାଲି ଆତ୍ମନିର୍ଭରଶୀଳତା ମିଶନ ଆରମ୍ଭ କରାଯାଇଛି : ପ୍ରଧାନମନ୍ତ୍ରୀଆମେ ଚାଷୀଙ୍କ ସ୍ୱାର୍ଥ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ସଂସ୍କାର ଆଣିଛୁ :
Read More...

ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ : ସେବା ନିବୃତ୍ତ ବିକାଶ ମଞ୍ଚ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ବରିଷ୍ଠ ନାଗରିକ ମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ପାଇଁ ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରି ସମ୍ବର୍ଦ୍ଧିତ କରିଛନ୍ତି । ଯାହା ସ୍ୱାଗତଯୋଗ୍ୟ ପଦକ୍ଷେପ । ସମାଜରେ ବରିଷ୍ଠମାନଙ୍କର ସମାଜ
Read More...

ଡାଲି ଉତ୍ପାଦନରେ ଭାରତ ଏକ ନମ୍ବର ସ୍ଥାନ ପାଇଛି : ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶନିବାର ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଧନ-ଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ପରିଷଦ ଭବନର ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି
Read More...

ରାଉରକେଲାର ବିକାଶ ପାଇଁ ବିଭିନ୍ନ ସଙ୍ଗଠନ ତରଫରୁ ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ବିକାଶ ପ୍ରତି ସରକାରଙ୍କ ଉଦାସୀନତା ବିରୋଧରେ ଆଜି ଶହ ଶହ ଲୋକ ରାଉରକେଲାର ବିଶ୍ରା ଛକରେ ଏକତ୍ରିତ ହୋଇଥିଲେ । ଆଜିର ଦିନଟି ଦେଶର ମହା ଜନନାୟକ ତଥା କ୍ରାନ୍ତିକାରୀ ନେତା, ହିନ୍ଦ ମଜଦୁର ସଭାର ପ୍ରାଣ ପ୍ରତିଷ୍ଠାତା ସ୍ଵର୍ଗତ ଜୟ ପ୍ରକାଶ ନାରାୟଣଙ୍କ
Read More...

ଛତ୍ରପୁର ବରିଷ୍ଠ ନାଗରିକ ପରିଷଦର ପ୍ରଥମ ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏବଂ ଅବସରପ୍ରାପ୍ତ ଷ୍ଟେଟ୍ ବ୍ୟାଙ୍କ୍ ଷ୍ଟାଫ୍ ପ୍ରଫୁଲ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ବରିଷ୍ଠ ନାଗରିକ
Read More...