Daily Archives

ବାଲିଗୁଡା ପୋଲିସ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହା ବିଦ୍ୟାଳୟର ପରିସରରେ ବାଲିଗୁଡା ପୋଲିସ ବିଭାଗ ତରଫରୁ ରାଷ୍ଟ୍ରୀୟ ଏକତା ଦିବସ ତଥା ମହା ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିବସ ପାଳନ ଅବସରରେ ରଚନା ଓ ବକ୍‌କ୍ତକ୍ତୃତା ପ୍ରତିଯୋଗିତା
Read More...

ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ବାସନ୍ତୀ ପାଠାଗାରର ମାସିକ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାଠାଗାରର ଉପସଭାପତି ଅଜୟ କୁମାର ପ୍ରଧାନଙ୍କ ସଭାପତିତ୍ୱ, ସାଧାରଣ ସମ୍ପାଦକ ବିକ୍ରମ ଚନ୍ଦ୍ର
Read More...

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ସାଇବର ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଇନ୍ସପେକ୍ଟର ଦେଜାଲିନ୍ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର ମୁଖ୍ୟ ଡ. ସୁମନ ଦତ୍ତ ସ୍ୱାଗତ ଭାଷଣ ସହ ସାଇବର
Read More...

ରୋଟାରୀ କ୍ଲବର ପଥ ପଦର୍ଶକ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ ରାଉରକେଲା କୁଇନ୍ସ ଓ କ୍ୟାରିୟର ମ୍ୟାପ୍‌ର ମିଳିତ ଆନୁକୂଲ୍ୟରେ ପଥ ପଦର୍ଶକ (ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଛାତ୍ର ଛାତ୍ରୀଙ୍କ ଭାବ ବିନିମୟ) କାର୍ଯ୍ୟକ୍ରମ ସେକ୍ଟର ୧୮ ସ୍ଥିତ ଉପହାର ହଲ୍ ଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...

“ମାଛ ତେଲ” ନାଁରେ ଚାଲିଛି ଠକେଇ, ସ୍ୱାସ୍ଥ୍ୟ ବିଭାଗ ନୀରବ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ନିରୀହ ଜନସାଧାରଣଙ୍କୁ ଲକ୍ଷ୍ୟ କରି “ମାଛ ତେଲ” ନାଁରେ କିଛି ପଶ୍ଚିମବଙ୍ଗର ବେପାରୀ ବେପରୁଆ ଠକେଇ କରୁଥିବା ନଜରକୁ ଆସିଛି । ଆୟୁର୍ବେଦିକ ଔଷଧ ବୋଲି ଦାବି କରୁଥିବା ଏହି ଲୋକମାନେ ନିଜକୁ ଲାଇସେନ୍ସଧାରୀ ବୋଲି ପରିଚୟ ଦେଇ ଲୋକଙ୍କୁ
Read More...

ଅଣ କୁଶଳୀ ସୁପରଭାଇଜରଙ୍କ ଅବହେଳାରେ ଲକ୍ଷ୍ମୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୪୭ ଜଣ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାରମ୍ବାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷ୍ମୀ ବସ ଦୁର୍ଘଟଣା ହେଉଥିବା ଦେଖିବାକୁ ମିଳିଛି । ସୁପରଭାଇଜର କହୁଛନ୍ତି ଆଡଜେଷ୍ଟ କର, ଚାଲିବ, ଚଳେଇ ଦେଇଥାଅ, ବସରେ ଷ୍ଟେପିନ ଟାୟାର ଥାଉ ବା ନ ଥାଉ, ବସରେ ବ୍ରେକ ଥାଉ ବା ନ ଥାଉ, ଆବଶ୍ୟକ ଅନୁଯାୟୀ
Read More...

ବାତ୍ୟା ମୋନ୍ଥାର ଲଗାଣ ବର୍ଷା ପ୍ରଭାବରେ ଭୁଷୁଡିଲା ଘର : ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୁଣ୍ଡୁରୀଗୁଡା ଗ୍ରାମରେ ବାତ୍ୟା ମୋନ୍ଥାର ଲଗାଣ ବର୍ଷା ଓ ତୁହାକୁ ତୁହା ପବନର ପ୍ରଭାବରେ ଭୁଷୁଡିଲା ଘର । ଅଳ୍ପକେ ବର୍ତ୍ତିଲେ ଆଠଜଣ ପ୍ରାଣୀ । ସେ ଆଠଜଣ ହେଲେ ହିକକା ନାରୀ, ଲାକି, ପୁଅ ସୀତାରାମ,
Read More...

ଅକ୍ଷୟ ଭୋଇଙ୍କ ପରଲୋକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡା ଗ୍ରାମର ଗୌନ୍ତିଆ ପରିବାରର ଅକ୍ଷୟ ଭୋଇ (୭୩)ଙ୍କ ବୁଧବାର ଦିନ ପରଲୋକ ଘଟିଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ ନିଲୋତ୍ପଲା ଭୋଇ, ପୁଅ ଉଦୟ ପରମେଶ୍ୱର, ଝିଅ ରୋଜି, ରିଙ୍କି, ରିକୁ,
Read More...

ଦିନବେଳା ବେଆଇନ ବାଲି ଚାଲାଣ, ପ୍ରଶାସନ ନିରବଦ୍ରଷ୍ଟା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ସାଧାରଣ ଲୋକ ତଥା ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସକାଳ ୭ ଟାରୁ ରାତି ୯ ଟା ମଧ୍ୟରେ ବାଲି ପରିବହନକୁ ବେଆଇନ ଘୋଷଣା କରାଯାଇଛି । କିନ୍ତୁ ପ୍ରଶାସନକୁ ଖୋଲା ଚାଲେଞ୍ଜ ଦେଇ ଦିନ ଦ୍ୱିପ୍ରହରେ ବେଧଡକ
Read More...

ଗୋପପୁରରେ କୃଷ୍ଣ ବଳରାମଙ୍କୁ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାଠାରେ ଆୟୋଜିତ ୩୯ତମ ଧନୁଯାତ୍ରା ମହୋତ୍ସବ ହେବାକୁ ଥିବା ବେଳେ ବଙ୍ଗୋମୁଣ୍ଡାକୁ ମଥୁରାନଗରୀ କରାଯାଇଥିବାବେଳେ ଗୋହିରାପଦରକୁ ଗୋପପୁର କରାଯାଇଛି । ଆଜି ଗୋପପୁର ଗୋହିରାପଦରଠାରେ କୃଷ୍ଣ ରୂପେ ଆଲୋକ ମେହେର ଓ ବଳରାମ
Read More...