Daily Archives

ବାଲିଗୁଡାରେ କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ଅବ୍ୟାହତ : ଜୀବନ ଯାତ୍ରା ବ୍ୟାହତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଦକ୍ଷିଣ-ପଶ୍ଚିମ ଏବଂ ଏହାର ପାର୍ଶ୍ବବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ସୋମବାର ସକାଳେ ସାମୁଦ୍ରିକ ଝଡ଼ ‘ମନ୍ଥା’ରେ ପରିଣତ ହୋଇଛି । ମଙ୍ଗଳବାର ଦିନ ‘ମୋନ୍ଥା’ ସମୁଦ୍ରରୁ ଅଧୁକ ବଳ ଗୋଟାଇ ଭୀଷଣ
Read More...

କେଶବ ନଗର ଶାଖାର ବାଲ୍ମୀକି ଜୟନ୍ତୀ ସମାରୋହ

ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବ ନଗର ଶାଖା ତରଫରୁ ତୁମକେଲା ଶ୍ରୀଜଗନ୍ନାଥ ମନ୍ଦିରରେ ବାଲ୍ମୀକି ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ନିର୍ମଳ ମୁଣ୍ଡା ୱେଲଫେୟାର ଟ୍ରଷ୍ଟ ତୁମକେଲା ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେଶବ ଶାଖାର
Read More...

ଖଲ୍ଲିକୋଟ ସହରରେ ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଡକ୍ଟର ଏ.ପି.ଜେ. ଅବଦୁଲ୍ କାଲାମ୍ ଜନକଲ୍ୟାଣ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରବିବାର ଖଲ୍ଲିକୋଟର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଖଲ୍ଲିକୋଟର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର
Read More...

ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ପାଇଲା ଆର୍ମି ଜେନେରାଲ୍‌ଙ୍କ ପ୍ରଶଂସା ପତ୍ର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଜିଲ୍ଲାର ଅଗ୍ରଣୀ ସରକାରୀ କଲେଜ ଅଟେ । ଏହି କଲେଜକୁ ଜଣେ ମେଜର ଜେନେରାଲଙ୍କ ଠାରୁ ମିଳିଛି, ଏକ ପ୍ରଶଂସାର ବାର୍ତ୍ତା । ସୂଚନା ଥାଉକି, ଏହି କଲେଜର
Read More...

କବି, ସାହିତ୍ୟିକ, ଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଦେହାନ୍ତ : ବିଭିନ୍ନ ମହଲରେ ଶୋକ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କେରାଣ୍ଡିତୋଳା ନାରାୟଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାସ୍କର ଚନ୍ଦ୍ର ସାହୁଙ୍କ ଅସୁସ୍ଥତା ଭିତ୍ତିରେ ବାର୍ଦ୍ଧକ୍ୟଜନିତ କାରଣରୁ ୭୮ ବର୍ଷ ବୟସରେ ତାହାଙ୍କ ନିଜସ୍ଵ ବାସଭଵନରେ ପରଲୋକ ହୋଇଯାଇଛି । ସେ ଜଣେ
Read More...