Daily Archives

ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସନ୍ଦର୍ଭ ସର୍ତ୍ତାବଳୀକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗଙ୍କସନ୍ଦର୍ଭ ସର୍ତ୍ତାବଳୀକୁ ମଞ୍ଜୁରି ମିଳିଛି । ଅଷ୍ଟମ କେନ୍ଦ୍ରୀୟ ବେତନ ଆୟୋଗ ଏକ ଅସ୍ଥାୟୀ ସଂସ୍ଥା ରୂପେ ଗଠିତ ହେବ । ଆୟୋଗରେ ଜଣେ
Read More...

ଭୁବନେଶ୍ୱର-ରାଉରକେଲା ରାଜପଥ ଏବଂ ରାଉରକେଲା ଅଞ୍ଚଳରେ ନେଟୱାର୍କ ଗୁଣବତ୍ତା ଆକଳନ କଲା ଟ୍ରାଇ

ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟିଆରଏଆଇ) ୨୦୨୫ ଅଗଷ୍ଟ ମାସରେ ଭୁବନେଶ୍ୱରରୁ ରାଉରକେଲା ରାଜପଥ ଏବଂ ରାଉରକେଲା ସହର ତଥା ଓଡ଼ିଶା ଲାଇସେନ୍ସପ୍ରାପ୍ତ ସେବା କ୍ଷେତ୍ର (ଏଲଏସଏ) ପାଇଁ ଏହାର ସ୍ୱାଧୀନ ଡ୍ରାଇଭ୍ ଟେଷ୍ଟ (ଆଇଡିଟି) ଫଳାଫଳ ପ୍ରକାଶ କରିଛି। ଟ୍ରାଇ
Read More...

ଅଷ୍ଟମ ଅନ୍ତର୍ଜାତୀୟ ସୋଲାର ଆଲାଏନ୍ସ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ଉଦଘାଟନ କଲେ ରାଷ୍ଟ୍ରପତି

ସୌରଶକ୍ତି କେବଳ ବିଦ୍ୟୁତ ଉତ୍ପାଦନ ନୁହେଁ, ବରଂ ସଶକ୍ତୀକରଣ ଏବଂ ସମାବେଶୀ ବିକାଶ ମଧ୍ୟ : ରାଷ୍ଟ୍ରପତିଆମେ ଯେତେବେଳେ ବୃହତ ସୌରଶକ୍ତି କେନ୍ଦ୍ରର ସ୍ଥାପନା କରୁଛୁ, ଆମେ ଉକ୍ତ ଅଞ୍ଚଳର ପରିବେଶ ସନ୍ତୁଳନ ସୁରକ୍ଷା ସୁନିଶ୍ଚିତ କରିବା ଉଚିତ୍ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ,
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁନ୍ଦରଗଡ, (ସସ୍ମିତା ପ୍ରଧାନ) : ଅକ୍ଟୋବର ୨୭ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଆଜି ଦୁର୍ନୀତି ନିବାରଣ ବିଭାଗ ସୁନ୍ଦରଗଡ ଶାଖା ଏବଂ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ
Read More...

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଫ୍ଲାଏ ଆସ୍ ବ୍ୟବହାର ଉପଯୋଗୀ ନେଇ କର୍ମଶାଳା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ଆନୁକୂଲ୍ୟରେ ଫ୍ଲାଏ ଆସ୍ ଉପଯୋଗ କରି ନିମ୍ନ ଓ ଖାଲୁଆ ଭୂମିମାନଙ୍କୁ ବ୍ୟବହାର ଉପଯୋଗୀ କରିବା ନେଇ ଏକ କର୍ମଶାଳା ଝାରସୁଗୁଡା ଆଂଚଳିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫ୍ଲାଏ ଆସ୍ ଉପଯୋଗୀ
Read More...

କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆର୍ଥିକ ବର୍ଷ ୨୦୨୬/୨୭ ପାଇଁ ଗ୍ରାମ ପଞ୍ଚାୟତ ଉନ୍ନୟନ ଖସଡ଼ା (ଜିପିଡିପି) ପ୍ରସ୍ତୁତ ଅନ୍ତର୍ଗତ
Read More...

ଭିଜିଲାନ୍ସ ହାତରେ ଧରାପଡିଲେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ସାରା ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଚାଲିଥିବା ବେଳେ ଟିଟିଲାଗଡ ସିଟି ଆଣ୍ଡ୍‌ ଜିଏସ୍‌ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଟିଟିଲାଗଡ଼ କାର୍ଯ୍ୟାଳୟରେ ବଡମାଳ ନିକଟସ୍ଥ ଡୁମାଲପଡ଼ା
Read More...

ବଲାଙ୍ଗିର ହେବ ହରଡ଼ ବିହନ ଉତ୍ପାଦନର ଅଗ୍ରଣୀ ଜିଲ୍ଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଓ ଅନ୍ତର୍ଜାତୀୟ ଶୁଷ୍କାଂଚଳ କୃଷି ଗବେଷଣା କେନ୍ଦ୍ର (ଇକାର୍ଡା)ଙ୍କ ମିଳିତ ଆନୁକୂଲ୍ୟରେ ବିଲୁପ୍ତ ପ୍ରାୟ ଫସଲ ସମୂହର ପୁନରୁଦ୍ଧାର ନିମନ୍ତେ ଦୀର୍ଘସ୍ଥାୟୀ ସଘନ କୃଷି ଯୋଜନା ମାଧ୍ୟମରେ ଏକ ହଜାର
Read More...

ସାଇବାର କ୍ରାଇମ ପ୍ରତି ସାବଧାନତା ଦରକାର

ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ଆମ ପାଇଁ ମୋବାଇଲ ନିହାତି ଆବଶ୍ୟକ । କିନ୍ତୁ ମୋବାଇଲକୁ ଠିକ୍‌ ଭାବେ ବ୍ୟବହାର କରିବା ଜରୁରୀ । କାରଣ ଆମେ ମୋବାଇଲରେ ବହୁତ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଥାଉ । ତା'ର ଫାଇଦା ନେବା ପାଇଁ ସାଇବରଠକମାନେ କୌଣସି ଲିଙ୍କ୍‌ କିମ୍ବା ଓଟିପି ପଠାଇ ଟଙ୍କା
Read More...

ଟିଟିଲାଗଡ ପୋଲିସ ପକ୍ଷରୁ ଡିଏଭି ମହାବିଦ୍ୟାଳୟ ଓ ମହେଶ୍ୱର ହିନ୍ଦୀ ହାଇସ୍କୁଲଠାରେ ସାଇବର ସୁରକ୍ଷା ଅଭିଯାନ ୨୦୨୫

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଜିକାଲି ଅନ୍‌ଲାଇନ ଦ୍ଵାରା ସମସ୍ତ ଆର୍ଥିକ ଦେଣନେଣ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରାଯାଉଛି । ଏହାର ଫାଇଦା ନେଇ ସାଇବର ଅପରାଧୀ ନିଜର ସ୍ୱାର୍ଥ ହାସଲ ପାଇଁ ଲୋକଙ୍କୁ ଫୋନ କରି ଓଟିପି ମାଗି ତାଙ୍କ ଆକାଉଣ୍ଟ ଖାଲି କରୁଥିବା ନୀତିଦିନ
Read More...