Daily Archives

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ବାଇକ୍ ଆରୋହୀ ମୃତ

ରାୟଗଡା : ଦୁଇ ବାଇକ ମୁହାଁ ମୁହିଁ ଧକ୍କାରେ ଉଭୟ ବାଇକ ଆରୋହୀ ମୃତ । ରାୟଗଡ଼ା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ମୁନିଗୁଡ଼ା ବ୍ଲକ ଗୋବର୍ଦ୍ଧନ
Read More...

ନୂଆପଡା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି ଉପରେ ସେମାନଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆପଡା ଉପ ନିର୍ବାଚନ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି କରିଛି । ନୂଆପଡା ଏବେ ରାଜ୍ୟର ରାଜନୈତିକ ରାଜଧାନୀ ଭଳି ପ୍ରତୀୟମାନ ହେଉଛି । ଗୋଟିଏ ପଟରେ ଆଦିବାସୀ ଭୋଟ ଓ ଅନ୍ୟ ପଟରେ ବିଗତ ବିଧାନସଭା ନିର୍ବାଚନର ରାଜନୈତିକ ପରିସଂଖ୍ୟାନକୁ ନେଇ କଂଗ୍ରେସ ଦଳ
Read More...

୨୨ଟି ଭାଷା, ଡିଜିଟାଲ୍ ଭାବରେ ପୁନଃକଳ୍ପିତ

● ଭାଷା ହେଉଛି ସଭ୍ୟତାର ଆତ୍ମା ଏବଂ ସଂସ୍କୃତିର ପରିଚୟ : ପ୍ରଧାନମନ୍ତ୍ରୀ● ଭାଷିନୀ ଏବଂ ଭାରତଜେନ୍ ଭଳି ଏଆଇ ପ୍ଲାଟଫର୍ମ ମାଧ୍ୟମରେ ସମସ୍ତ ୨୨ଟି ଅନୁସୂଚିତ ଭାଷା ପାଇଁ ସମର୍ଥନ ।● ଏସପିପିଇଏଲ୍ (ବିଲୁପ୍ତପ୍ରାୟ ଭାଷାଗୁଡ଼ିକର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ଯୋଜନା) ଏବଂ ସଞ୍ଚିକାରୁ
Read More...

କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ଆସନ୍ନ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲା…

ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜାତୀୟ ବିପତ୍ତି ପରିଚାଳନା କମିଟି (ଏନସିଏମସି)ର ଜରୁରୀ ବୈଠକରେ ବଙ୍ଗୋପସାଗରରେ ଆସନ୍ନ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ସମୀକ୍ଷା କରାଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)
Read More...

ନକ୍ସଲବାଦ ବିରୋଧରେ କେନ୍ଦ୍ର ସରକାରଙ୍କ ବ୍ୟାପକ ରଣନୀତି

● ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନର ଗୋଟିଏ ଦଶନ୍ଧି : ହିଂସା କମିବାଠାରୁ ବିକାଶ ଓ ଥଇଥାନ ପର୍ଯ୍ୟନ୍ତ ଯାତ୍ରା● ୨୦୧୪ରୁ ୨୦୨୪ ମଧ୍ୟରେ ନକ୍ସଲ ହିଂସା ୫୩% ହ୍ରାସ● ନକ୍ସଲ ପ୍ରଭାବିତ ଅଞ୍ଚଳରେ ୫୭୬ ଥାନା ନିର୍ମାଣ● ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୨୬ରୁ ୧୮କୁ କମିଲା● ଅକ୍ଟୋବର ୨୦୨୫
Read More...

ଚାରପାଣି ଗାଁରେ ୨୪ ତମ ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ବଡବାଙ୍କି ପଂଚାୟତ ଚାରପାଣି ଗାଁରେ ଦୀର୍ଘ ୨୪ ବର୍ଷ ଧରି ହେବ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଥିଲା । ଚଳିତ ବର୍ଷ ଓକିଲ ନିଆଲଙ୍କ ସଭାପତିତ୍ୱରେ ଏହି ଗିରିଗୋବର୍ଦ୍ଧନ ପୂଜା ମହୋତ୍ସବ
Read More...

ପାରାଲିଗାଲ ସ୍ୱେଚ୍ଛାସେବୀଙ୍କୁ ନୂଆ କ୍ରିମିନାଲ ଆଇନ ଉପରେ କର୍ମଶାଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତରେ ନୂତନ ଭାବେ କାର୍ଯ୍ୟକାରୀ ହୋଇଥିବା ତିନୋଟି ଆଇନ ଯଥା- ଭାରତୀୟ ନ୍ୟାୟସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ୨୦୨୩ ସମ୍ପର୍କରେ ବ୍ୟାପକ ସଚେତନତାର ଆବଶ୍ୟକ ହେତୁ ଆଇନ ସେବା ସଂସ୍ଥା କ୍ଲାପ ତରଫରୁ
Read More...

ରବି ନାରାୟଣ ପାତ୍ର ଓପିଏସ୍‌ (୧)ଙ୍କ ଏସ୍‌ପି ଗୋଇନ୍ଦା ବିଭାଗକୁ ପଦନ୍ନୋତି ପାଇଁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରବି ନାରାୟଣ ପାତ୍ର ଓପିଏସ୍‌ (୧) ୧୯୯୩ ମସିହାରୁ ପୋଲିସ ବିଭାଗରେ ଏସ୍‌ଆଇ ଭାବରେ ଯୋଗଦାନ କରି ଜଣେ ସଫଳ କର୍ମଚାରୀ ଭାବରେ ନିଜର ଦକ୍ଷତା ଦେଖାଇ ଅନେକ ଥର ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ବିଭିନ୍ନ ଜଟିଳ କାମକୁ ନିଜ ଚାକିରି ଜୀବନରେ ନିଷ୍ଠାର
Read More...

ଡିସେମ୍ବର ମାସରେ କୋଶଳ କଳା ମଣ୍ଡପରେ ନାଟକ ମହୋତ୍ସବ

ନଟରାଜ କଳା ପରିଷଦ କୋଶଳୀ ଭାଷାରେ ୬ ଗୋଟି ନାଟକ ପରିବେଷଣ କରିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନଟରାଜ କଳା ପରିଷଦ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଜ କମିଟିର ସଦସ୍ୟଙ୍କ ଦ୍ୱାରା କୋଶଳୀ ଭାଷାରେ ୬ ଗୋଟି ନାଟକ ପରିବେଷଣ କରିବ । ଏଥିରେ ନାଟକ ବା, ଜାଦୁବାଲା, ଜମିଦାର,
Read More...

ବିପୁଳ ପରିମାଣର କୋରେକ୍ସ କଫ୍ ସିରପ ଜବତ

ନୂଆପଡା : ନୂଆପଡା ଜ଼ିଲ୍ଲା ଖଡ଼ିଆଳ ଅବକାରୀ ବିଭାଗକୁ ବଡ ସଫଳତା । ଅବକାରୀ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଖଡ଼ିଆଳ ଥାନା ଡୁଆଝର ଗାଁର ଜଣେ ବ୍ୟକ୍ତି କୋମନା ପଟୁ ନିଜ ବାଇକରେ କୋରେକ୍ସ ଧରି ଆସୁଥିବା ବେଳେ ଖଡ଼ିଆଳ ଅବକାରୀ ବିଭାଗ ଚଢ଼ାଉ କରି ତାଙ୍କ ଠାରୁ ୧୪୫ ବୋତଲ କୋରେକ୍ସ୍ କଫ
Read More...