ମଧୁସୂଦନ ପାଠାଗାରରେ ମହର୍ଷି ବାଲ୍ମୀକି ଓ ରାମାୟଣ ଗାଥା ଆଲୋଚନା ଚକ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଛେଣ୍ଡସ୍ଥିତ ମଧୁସୂଦନ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ନିର୍ମଳ ମୁଣ୍ଡା ନଗର ଶାଖାର ମିଳିତ ଆନୁକୂଲ୍ୟରେ ମାସିକ ସାହିତ୍ୟ ଆସରରେ ମହର୍ଷି ବାଲ୍ମୀକୀି ଓ ରାମାୟଣ ଗାଥା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ନଗର ଶାଖାର ସଭାପତି!-->…
Read More...
Read More...