Daily Archives

ଆର୍‌.ଡବ୍ଲୁ.ଏସ୍‌.ଏସ୍‌ ବିଭାଗର ନିଘୋଡ଼ ନିଦ୍ରା, ଜନସାଧାରଣ ଦୁର୍ଦ୍ଦଶାରେ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : “ସରକାର ଘରେ ଘରେ ଶୁଦ୍ଧ ପାଣି ପହଞ୍ଚାଇବା ପାଇଁ ଆରମ୍ଭ କରିଥିଲେ ‘ଘରେ ଘରେ ଜଳ’ ଯୋଜନା । କିନ୍ତୁ ସଦର ଖପ୍ରାଖୋଲ ତଳିପଡା ଠାରେ ଏହି ଯୋଜନା ଆଜି ହୋଇପଡ଼ିଛି ଏକ ମଜାକ । ପାଞ୍ଚ ମାସରୁ ଉର୍ଦ୍ଧ୍ୱ ହେଲା ଗାଁକୁ ସଂଯୋଗ ଦେଇଥିବା ପାଇପ ଭାଙ୍ଗି ଯାଇଛି ।
Read More...

ଡା. ଏ. ଏନ୍. ଖୋସଲା ଡି.ଏ.ଭି. ପବ୍ଲିକ ସ୍କୁଲରେ ୱାଲ୍‌ଡ ଫୁଡ୍‌ଡେ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ଡା. ଏ. ଏନ୍. ଖୋସଲା ଡି.ଏ.ଭି. ପବ୍ଲିକ୍ ସ୍କୁଲରେ ୱାଲ୍‌ଡ ଫୁଡ୍ ଡେ ପାଳନ କରାଗଲା । ଏହାର ବିଷୟ ଥିଲା ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯାହା ମାଧ୍ୟମରେ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ପୋଷ୍ଟିକ ଖାଦ୍ୟ ଖାଇବାର ଜାଗରୁକତା ଆଣାଗଲା ଏବଂ ଜଙ୍କ ଫୁଡ୍
Read More...

ଛତ୍ରପୁରସ୍ଥ ରିକାପଲ୍ଲୀଠାରେ କାଳୀପୂଜା ଉତ୍ସବମୁଖର ହୋଇଉଠିଛି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ କାଳୀପୂଜା ବିଭିନ୍ନ ସ୍ଥାନରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଆସୁଅଛି । ପୂଜା ମଣ୍ଡପରେ ମୃଣ୍ମୟୀ ମୂର୍ତ୍ତି ପୂଜା ସମାରୋହରେ ବିଶେଷକରି ସନ୍ଧ୍ୟାବେଳେ ଅନୁପମ ଲୋକକଳା
Read More...

ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ୬୬ତମ ଶହୀଦ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟ ଛତ୍ରପୁରସ୍ଥ ରିଜର୍ଭ ପୋଲିସ ପ୍ୟାରେଡ ପଡିଆଠାରେ ୬୬ତମ ଶହୀଦ ପୋଲିସ ସ୍ମୃତି ଦିବସ ପାଳିତ ହୋଇଯାଇଛି । ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ଯୋଗଦେଇ ପୋଲିସ ଶହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରି ଶହୀଦ
Read More...

କପିଲାଭଟାରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ ସଂଘ କପିଲାଭଟାର ମିଳିତ ଆନୁକୂଲ୍ୟରେ ୩ୟ ତମ ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ଆୟୋଜିତ ଉଦ୍‌ଘାଟନୀ
Read More...

ନୂଆଦିଲ୍ଲୀ ରେଳ ଷ୍ଟେସନରେ ଯାତ୍ରୀ ସେବା ବ୍ୟବସ୍ଥା ସମୀକ୍ଷା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ଯାତ୍ରୀଙ୍କୁ ଠିକ୍ ସମୟରେ ସୁରକ୍ଷିତ ଘରେ ପହଞ୍ଚାଇବାକୁ ଦିନରାତି କାମ କରୁଛନ୍ତି 12 ଲକ୍ଷ ରେଳ କର୍ମଚାରୀ: ଶ୍ରୀ ବୈଷ୍ଣବ● ଗତ 20 ଦିନ ମଧ୍ୟରେ 4211 ସ୍ୱତନ୍ତ୍ର ଟ୍ରେନରେ 1 କୋଟିରୁ ଅଧିକ ଲୋକ ଯାତ୍ରା କରିଛନ୍ତି● ପାର୍ବଣ ଭିଡ଼ ମୁକାବିଲା କରିବା ପାଇଁ ଆହୁରି 7800 ଟ୍ରେନ ଚଳାଚଳ କରିବ●
Read More...

ସ୍ୱଚ୍ଛତା ଓ ମାମଲା ସମାଧାନ ପାଇଁ ‘ସ୍ୱତନ୍ତ୍ର ଅଭିଯାନ ୫.୦’ ଜାରି

ନୂଆଦିଲ୍ଲୀ, (ପିଆଇବି) : ପର୍ଯ୍ୟଟନ ମନ୍ତ୍ରଣାଳୟ ଏହାର ଭାରତ ପର୍ଯ୍ୟଟନ କାର୍ଯ୍ୟାଳୟ ମାଧ୍ୟମରେ, ହୋଟେଲ ପରିଚାଳନା ପ୍ରତିଷ୍ଠାନ (ଆଇଏଚଏମ), ଭାରତୀୟ ପର୍ଯ୍ୟଟନ ଏବଂ ଯାତ୍ରା ପରିଚାଳନା ସଂସ୍ଥାନ (ଆଇଆଇଟିଟିଏମ), ଭାରତ ପର୍ଯ୍ୟଟନ ବିକାଶ ନିଗମ (ଆଇଟିଡ଼ିସି) ଏବଂ କାର୍ଯ୍ୟକ୍ରମ ବିଭାଗ ସହିତ
Read More...

ପୋଲିସ ସ୍ମୃତି ଦିବସରେ ପ୍ରାଣବଳି ଦେଇଥିବା ସାହସୀ ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୧ ଅକ୍ଟୋବର, ୨୦୨୫ରେ ପୋଲିସ ସ୍ମାରକୀ ଦିବସ ଅବସରରେ ନୂଆଦିଲ୍ଲୀର ଜାତୀୟ ପୋଲିସ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ୧୯୫୯ ମସିହା ଆଜିର ଦିନରେ, ଲଦାଖର ହଟ୍ ସ୍ପ୍ରିଙ୍ଗ୍ସ ଅଞ୍ଚଳରେ ଭାରୀ ସଶସ୍ତ୍ର ଚୀନ୍ ସୈନିକଙ୍କ
Read More...

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିରର ଜିଲ୍ଲା କାର୍ଯ୍ୟକାରୀ କମିଟି ବୈଠକ

ସାଲେଭଟା, (କେପିଏନ୍‌ଏସ୍‌) : ଜିଲ୍ଲା ସଂଘର ସମ୍ପାଦକ ହରେକୃଷ୍ଣ ରଥଙ୍କ ଆବାହନ କ୍ରମେ ସଭାନେତ୍ରୀ ଶାନ୍ତିଲତା ସାହୁଙ୍କ ଅଧ୍ୟକ୍ଷତାରେ ଉପଦେଷ୍ଟା ମଧୁସୂଦନ ନାୟକ, ସାଙ୍ଗଠନିକ ସମ୍ପାଦକ ଜୟଦେବ ବିଶି, ଉପସଭାପତି ଧ୍ରୁବରାଜ ଚୋପାଦର, ଅନ୍ନପୂର୍ଣ୍ଣା ନନ୍ଦ, ସହ ସମ୍ପାଦିକା ଅନୁପମା ପ୍ରହରାଜ,
Read More...

ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ୨୧ତମ ବର୍ଷ ଆଞ୍ଚଳିକ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍‌ଷ୍ଠିତ ହୋଇଯାଇଛି । ଏଥି ପାଇଁଁ ମଙ୍ଗଳବାର ଦିନ ସଂଧ୍ୟାରେ ବୁଞ୍ଜିପଦର ଗାଁର ଟୋଙ୍ଗଜୋରରୁ କଳସରେ ପାଣି ବୋହି ମା', ଭଉଣୀମାନେ
Read More...