Daily Archives

ମା’ ତାରିଣୀ ଡାଇଗ୍ନୋଷ୍ଟିକ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲାର ସେକ୍ଟର ୫ ସ୍ଥିତ ଡିଆଇଜି ପଶ୍ଚିମ ରେଞ୍ଜ କାର୍ଯ୍ୟାଳୟ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ସୁଚିତ୍ରା ତନ୍ତୀ ଯୋଗ ଦେଇ ତାଙ୍କ
Read More...

ମହିମୁଣ୍ଡା ଯୁକ୍ତ ତିନି କଲେଜକୁ ପରିଦର୍ଶନରେ ଆସିଲେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଓ ରାଜେନ୍ଦ୍ର ୟୁନିଭର୍ସିଟିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅଧୀନସ୍ଥ ଯୁକ୍ତ ୩ କଲେଜର ସ୍ଥାୟୀ ବନ୍ଧନ ପ୍ରମାଣ ପତ୍ର ପ୍ରଦାନ କରିବା ନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ପ୍ରଫେସର ଡ.ଉମାକାନ୍ତ ଦାଶ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର, ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦେଶକ
Read More...

ବଲାଙ୍ଗିର ଦିନ ପାଳନ ପାଇଁ ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗିର, (କେପିଏନଏସ) : ଗତକାଲି ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗିର ପି.ପି.ଏକାଡେମୀଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦିନ ନଭେମ୍ବର ୧ ରେ ଧୁମ୍‌ଧାମରେ ପାଳନ ଓ ସୁପରିଚାଳନା ପାଇଁ
Read More...

ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସିଆରସିସି ସନାତନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଉଦ୍‌ଘାଟନୀ
Read More...

ବ୍ଲକ ସ୍ତରୀୟ ନବଭାରତ ସାକ୍ଷରତା କର୍ମଶାଳା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ସ୍ଥିତ ବ୍ଲକ କଲୋନୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରମୋଦ କୁମାର ମଲିକ, ବି ଆର ସିସି ଚୈତନ୍ୟ କହଁର ଓ ବ୍ଲକ ନୋଡାଲ୍‌ ଅଧିକାରୀ ହରିହର
Read More...

ବିଜେପିକୁ ଜିତାଇବାକୁ ବିଜେଡି ଜାଣିଣୁଣି ଦୁର୍ବଳ ପ୍ରାର୍ଥୀ ଦେଲା : ଅରବିନ୍ଦ

‘କଂଗ୍ରେସକୁ ବିଜେପି ଭୟ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଭାଷଣରୁ ସ୍ପଷ୍ଟ ହୋଇଛି’‘ବିଜେଡି-ବିଜେପିର ମିଳିତ ରଣନୀତି କାମ ଦେବନାର୍ହି ; କଂଗ୍ରେସର ବିଜୟ ଅବଶ୍ୟମ୍ଭାବୀ’‘ଭୋଟ ଚୋର, ପ୍ରାର୍ଥୀ ଚୋର’ ବିଜେପିକୁ ନୂଆପଡ଼ାରେ ଶକ୍ତ ଧକ୍କା ଲାଗିବ ; ମୁଖ୍ୟମନ୍ତ୍ରୀଙ୍କ ସଭାରେ ଲୋକ ନହେବା ତା’ର
Read More...

ମାତ୍ର ଦୁଇ ଦିନରେ ଛତିଶଗଡ଼ ଓ ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ ସୂଚନା ଦେଲେ କେନ୍ଦ୍ର ଗୃହମନ୍ତ୍ରୀ

ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ, ଗତକାଲି ୨୭ ଜଣ ଏବଂ ମହାରାଷ୍ଟ୍ରରେ ୬୧ ଜଣ ଆତ୍ମସମର୍ପଣ କରିଥିଲେପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ନେଉଛିଆତ୍ମସମର୍ପଣ କରିଥିବା ୧୦ ବରିଷ୍ଠ ମାଓବାଦୀଙ୍କ
Read More...

ଆଇଆଇଟି ଭୁବନେଶ୍ୱରରେ ଇୟୁ ପ୍ରତିନିଧି ଦଳ, ଗବେଷଣା ସହଭାଗୀତା ଉପରେ ଚର୍ଚ୍ଚା

ଭୁବନେଶ୍ୱର, (ପିଆଇବି) : ୟୁରୋପୀୟ ୟୁନିଅନ (ଇୟୁ)ର ଗବେଷଣା ଏବଂ ଉଦ୍ଭାବନ ପରାମର୍ଶଦାତା ଡକ୍ଟର ବିବେକ ଭି. ଧାମଙ୍କ ନେତୃତ୍ୱରେ ଭାରତ ପରିଦର୍ଶନରେ ଆସିଥିବା ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଭାରତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱରକୁ ଗସ୍ତ କରିଛନ୍ତି। ଏହାର
Read More...

ଆନ୍ଧ୍ରପ୍ରଦେଶର କର୍ଣ୍ଣୁଲରେ 13,430 କୋଟି ଟଙ୍କାର ବିକାଶମୂଳକପ୍ରକଳ୍ପର ଶିଳାନ୍ୟାସ, ଉଦଘାଟନ ଏବଂ ଲୋକାର୍ପଣ କଲେ…

• ସୋମନାଥଙ୍କ ଭୂମି ଗୁଜରାଟରେ ଜନ୍ମ ନେଇ, ବାବା ବିଶ୍ୱନାଥଙ୍କ ଭୂମି କାଶୀରେ ସେବା କରି ଏବଂ ଆଜି ଶ୍ରୀଶୈଳମଙ୍କ ଆଶୀର୍ବାଦ ପାଇ ମୁଁନିଜକୁ ଧନ୍ୟ ମନେ କରୁଛି: ପ୍ରଧାନମନ୍ତ୍ରୀ• ଶ୍ରୀ ଶିବାଜୀ ସ୍ପୂର୍ତ୍ତି କେନ୍ଦ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମୋତେ ମିଳିଛି ଏବଂ ମୁଁ ଛତ୍ରପତି
Read More...

ଜାତୀୟ ଗ୍ରାହକ ହେଲ୍ପଲାଇନ୍ : “ଭାରତର ଗ୍ରାହକଙ୍କ ପାଇଁ ସୁରକ୍ଷା କବଚ”

● ଜାତୀୟ ଗ୍ରାହକ ହେଲ୍ପଲାଇନ୍ ସୁବିଧା ୨୦୨୫ ଜୁଲାଇରେ ୭,୨୫୬ଟି ଗ୍ରାହକ ଅଭିଯୋଗର ସମାଧାନ କରି ୨.୭୨ କୋଟି ଟଙ୍କା ଫେରସ୍ତ କରିଛି।● ଇ-କମର୍ସ ୧.୩୪ କୋଟି ଟଙ୍କାର ରିଫଣ୍ଡ ସମ୍ପର୍କିତ ଅଭିଯୋଗ ସମାଧାନରେ ଶୀର୍ଷରେ ଅଛି।● ଜାତୀୟ ଗ୍ରାହକ ହେଲ୍ପଲାଇନ୍ ୩,୯୮୧ଟି ଜିଏସଟି ସଂସ୍କାର ୨୦୨୫
Read More...