Daily Archives

ପାଇକମାଲ ହାଇସ୍କୁଲରେ କାସକେଡ ପ୍ରଶିକ୍ଷଣ ଅନୁଷ୍ଠିିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ହାଇସ୍କୁଲରେ ଖାନ୍ ଏକାଡେମୀର କାସକେଡ ପ୍ରଶିକ୍ଷଣ ପ୍ରଧାନ ଶିକ୍ଷକ ଡ଼. ଦ୍ୱାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଇକମାଲ ବନାଞ୍‌ଞ୍ଚଳ ହୃଦାନନ୍ଦ ମିଶ୍ର, ପାଇକମାଲ ଏବିଇଓ
Read More...

ପ୍ୟାଲେସ୍‌ ଲାଇନ୍‌ରେ ନାଳ ଚୋରୀ : ଆର୍‌ଟିଆଇ କର୍ମୀଙ୍କ ଜିଲ୍ଲାପାଳଙ୍କୁ ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ୱାର୍ଡ ନଂ୨୧ ସ୍ଥିତ ପ୍ୟାଲେସ ଲାଇନ ପଡା ଠାରେ ନାଳ ଚୋରୀ ହୋଇଥିବା ଏକ ଅଜବ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ମୁତାବକ, ବାରମ୍ବାର ଗୁହାରି ପରେ ଗତ ୨୦୨୩ ମସିହା ୨୩ ସେପ୍ଟେମ୍ବରରେ ରାସ୍ତା ଓ ନାଳ ତିଆରି ପାଇଁ ପୌରପାଳିକା ପ୍ରସ୍ତାବ ଗ୍ରହଣ
Read More...

ଜଗଦଲପୁର ରେଳ ଗେଟଠାରେ ଓଭର ବ୍ରିଜ ନିର୍ମାଣ ପାଇଁ ସର୍ଭେ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଖୋର୍ଦ୍ଧାରୋଡ଼-ପୁରୀ ରେଳପଥର ମୋଟାରି ଓ କଣାସ ରେଳଷ୍ଟେସନର ମଧ୍ୟବର୍ତ୍ତୀ ଜଗଦଳପୁର ଗେଟଠାରେ ଥିବା ମାନବ ସେବା ଯୁକ୍ତ ଫାଟକ ପରିବର୍ତ୍ତେ ଓଭର ବ୍ରିଜ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରାଥମିକ ସର୍ଭେ ସହ ସ୍ଥାନୀୟ ଜନସାଧାରଣଙ୍କଠାରୁ ଆପତ୍ତି
Read More...

ସମାଜସେବୀ ଗଗନ ବିହାରୀ ମୁଣ୍ଡଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା) : ବ୍ଲକ ଅନ୍ତର୍ଗତ ବାନେର ପଞ୍ଚାୟତ ପୋଳକା ମୁଣ୍ଡା ଗ୍ରାମର ସୁପରିଚିତ ସମାଜ ସେବୀ ଗଗନ ବିହାରୀ ମୁଣ୍ଡଙ୍କ ୭୯ବର୍ଷ ବୟସରେ ନିଜସ୍ଵ ବାସ ଭବନରେ ପୂର୍ବାହ୍ନରେ ପରଲୋକ ହୋଇ ଯାଇଛି । ସ୍ୱର୍ଗତ ମୁଣ୍ଡ ନିଜର ଅମାୟିକ ବ୍ୟବହାର ଓ ସାମାଜିକ ସଂସ୍କାରର ସଂକଳ୍ପ ସହ
Read More...

ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡବନ୍ଧ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଦେଓଗାଁ, (କେପିଏନଏସ) : ଦେଓଗାଁ ବ୍ଳକ ସାରସମାଲ ପଞ୍ଚାୟତ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେେ ବଡବନ୍ଧ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ସଭାରେ
Read More...

କୁଟାସିଂହା ଗ୍ରାମରେ ‘ସିନ୍ଦୂର ପିନ୍ଧିଲି ଦିନକ ପାଇଁ’ ନାଟକ ମଞ୍ଚସ୍ଥ

ବଲାଙ୍ଗିର, (କେପିିଏନଏସ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହାଠାରେ ପଶ୍ଚିମ ଓଡ଼ିଶାର ଖ୍ୟାତି ଲାଭ କରିଥିବା ଶଦ୍ଦ ନୃତ୍ୟର ପୃଷ୍ଠପୋଷକଙ୍କ ଦାୟାଦ ଦିନେଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କୁଟାସିଂହା ଦୁର୍ଗା ପୂଜା କମିଟିର ପିଲାମାନଙ୍କୁ ନେଇ ଯାତ୍ରା ଶ୍ରୀ ମା'
Read More...

ପିଇବା ପାଣିର ସମସ୍ୟା ଦୂର ହେବ କେବେ ?

ବେଲପଡା, (ଭୋଜରାଜ ଦଣ୍ଡସେନା) : ପାଣି ହେଉଛି ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ । ପାଣି ବିନା ବଞ୍ଚିବା ଅସମ୍ଭବ । ସେହି ପାଣି ପାଇଁ ଗ୍ରାମର ମହିଳାମାନଙ୍କୁ ଏକ କିଲୋମିଟରରୁ ଅଧିକ ବାଟ ଯିବାକୁ ପଡୁଛି । ଆମେ କହୁଛୁ ବେଲପଡା ବ୍ଲକ ବାଗଦୋର ଗ୍ରାମର (ଟାଙ୍ଗରପଡା) କଥା । ଏହି ପଡାରେ
Read More...

ହାତରେ ବନ୍ଧୁକ ଓ ଖଣ୍ଡା ଧରି ବସ୍ତି ଭିତରେ କଲେ ଆତଙ୍କ : ଭୟଭୀତ ଦେଓଗାଁ ଲୋକେ

ଦେଓଗାଁ, (ମନୀଷ କୁମାର ସାହୁ) : ହାତରେ ମାରଣାସ୍ତ୍ରଧରି ଲୋକଙ୍କୁ କଲେ ଭୟଭୀତ । ଦେଓଗାଁ ବସ୍ତି ଭିତରେ ବନ୍ଧୁକ ଓ ଖଣ୍ଡାଧରି ବୁଲିଲେ ଯୁବକ । ୩ଟି ବାଇକରେ ୯ଜଣ ଯୁବକ ବୁଲି ଲୋକଙ୍କୁ କଲେ ଆତଙ୍କିତ । କାର୍ଯ୍ୟାନୁଷ୍ଠାନ ପାଇଁ ଦେଓଗାଁ ପୁଲିସକୁ ଅଭିଯୋଗ କରିଛନ୍ତି ଗାଁ ଲୋକେ । ଏପରି ଏକ
Read More...

ଏସ.ଏଚ.ଜି. ମହିଳା ଗ୍ରୁପଙ୍କୁ ମାଛଚାଷ କରି ସ୍ୱାବଲମ୍ବୀ କରାଇବାରେ ଆଇ.ଆର.ଇ.ଏଲ୍. ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି

ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଭାରତ ସରକାରଙ୍କ ଅଧିନରେ ଅଧିକୃତ ଭାରତୀୟ ବିରଳ ମୃତ୍ତିକା ପ୍ରତିଷ୍ଠାନ ଆଇ.ଆର.ଇ.ଏଲ୍ (ଇଣ୍ଡିଆ) ସୌଜନ୍ୟରେ ଗାଆଁ ପୋଖରୀରେ ମାଛଚାଷ କରିବା ନିମନ୍ତେ ଏସ.ଏଚ.ଜି ମହିଳା ଗ୍ରୁପକୁ ପ୍ରୋତ୍ସାହନ ଯୋଗାଇ ମହିଳାମାନଙ୍କୁ ସ୍ୱାବଲମ୍ବନଶୀଳ କରାଇବାରେ
Read More...

ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ମହାମହିମ ରାଷ୍ଟ୍ରପତି ହୁରେଲସୁଖ,ଉଭୟ ଦେଶର ପ୍ରତିନିଧିଗଣ,ଗଣମାଧ୍ୟମର ବନ୍ଧୁମାନେ,ନମସ୍କାରସେନ-ବେନ-ଉରାଷ୍ଟ୍ରପତି ହୁରେଲସୁଖ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ । ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର
Read More...