Daily Archives

ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ସହ ମିଳିତ ପ୍ରେସ ବିବୃତି ସମୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ ବିବୃତି

ମହାମହିମ ରାଷ୍ଟ୍ରପତି ହୁରେଲସୁଖ,ଉଭୟ ଦେଶର ପ୍ରତିନିଧିଗଣ,ଗଣମାଧ୍ୟମର ବନ୍ଧୁମାନେ,ନମସ୍କାରସେନ-ବେନ-ଉରାଷ୍ଟ୍ରପତି ହୁରେଲସୁଖ ଏବଂ ତାଙ୍କ ପ୍ରତିନିଧିମଣ୍ଡଳକୁ ଭାରତକୁ ସ୍ୱାଗତ କରି ମୁଁ ଆନନ୍ଦିତ । ଛଅ ବର୍ଷ ପରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଅବସର
Read More...

ଭାରତରେ ଜାହାଜ ନିର୍ମାଣର ପୁନରୁଦ୍ଧାର

ମୁଖ୍ୟାଂଶସେପ୍ଟେମ୍ବର ୨୦୨୫ରେ ୬୯,୭୨୫ କୋଟି ଟଙ୍କାର ଜାହାଜ ନିର୍ମାଣ ଏବଂ ସାମୁଦ୍ରିକ ସଂସ୍କାର ଯୋଜନା ଶୁଭାରମ୍ଭ ହୋଇଛି ।୨୪,୭୩୬ କୋଟି ଟଙ୍କାର ଜାହାଜ ନିର୍ମାଣ ଆର୍ଥିକ ସହାୟତା ଯୋଜନା ଜାତୀୟ ଜାହାଜ ନିର୍ମାଣ ମିଶନ ମାଧ୍ୟମରେ ଆର୍ଥିକ ସହାୟତା, ଜାହାଜ ଭାଙ୍ଗିବା କ୍ରେଡିଟ୍ ନୋଟ୍ ଏବଂ
Read More...

ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ପ୍ରୋତ୍ସାହନ ଲାଗି ୟୁନେସ୍କୋ ଏବଂ ଆରଆଇଇ ଭୁବନେଶ୍ବର ମଧ୍ୟରେ ବୁଝାମଣା

ନୂଆଦିଲ୍ଲୀ, (ପିଆଇବି) : ୟୁନେସ୍କୋର ଦକ୍ଷିଣ ଏସିଆ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆରଆଇଇ) ମଧ୍ୟରେ ପ୍ରାକ-ସେବା ଶିକ୍ଷା ପ୍ରଶିକ୍ଷଣ ବ୍ୟବସ୍ଥାରେ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ଏକୀକୃତ କରିବା ଲାଗି ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି ।
Read More...

୪୧ତମ ଏନଏସଜି ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ମନ୍ତ୍ରୀ ଅମିତ ଶାହ

ସ୍ୱତନ୍ତ୍ର ପରିଚାଳନା ତାଲିମ କେନ୍ଦ୍ର କ୍ୟାମ୍ପସର ଭୂମି ପୂଜନ କରିଛନ୍ତି ଗୃହମନ୍ତ୍ରୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଆତଙ୍କବାଦ ବିରୋଧରେ 'ଶୂନ୍ୟ ସହନଶୀଳତା’ ନୀତି ଗ୍ରହଣ କରିଛିଏନ୍ଏସଜି କମାଣ୍ଡୋମାନେ ଯେଉଁ ଦୃଢ଼ ସଂକଳ୍ପବଦ୍ଧ, ସାହସୀ ଏବଂ ରଣନୈତିକ ଢଙ୍ଗରେ
Read More...

ଗୁଗୁଲ୍ ଏଆଇ ହବ୍ ଭାରତର ଡିଜିଟାଲ ଅର୍ଥବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବ : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

● ଏଆଇ-ପ୍ରଥମ ଭିତ୍ତିଭୂମି, ସ୍ୱଚ୍ଛ ଶକ୍ତି ଏବଂ ଉଚ୍ଚ-ମୂଲ୍ୟର ନିଯୁକ୍ତି ସୃଷ୍ଟିକୁ ମିଳିବ ପ୍ରୋତ୍ସାହନ : କେନ୍ଦ୍ର ମନ୍ତ୍ରୀ● ବିଶାଖାପାଟଣାରେ ୧୫ ବିଲିୟନ ଡଲାରର ଏଆଇ ହବ୍ ଘୋଷଣା କଲା ଗୁଗୁଲ୍; ବିକଶିତ ଭାରତ ଦୃଷ୍ଟିକୋଣ ସହିତ ମିଳିତ ଭାବରେ ଏଆଇ-ଚାଳିତ ସେବାକୁ ଆଗକୁ ବଢ଼ାଇବା ପାଇଁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ତାଲିମ ଶିବିର – ୨୦୨୫ ଆୟୋଜିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୫ ସମ୍ପର୍କିତ ତାଲିମ ଶିବିର ଆୟୋଜିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଭାରତ ବିକାସ ପରିଷଦ ଦ୍ୱାରା ‘ସର୍ବଶ୍ରେଷ୍ଠ ଛାତ୍ର ଓ ‘ସର୍ବଶ୍ରେଷ୍ଠ ଶିକ୍ଷିକା ପୁରସ୍କାର’

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ସରୋଜିନୀ ପଟ୍ଟନାୟକଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷୟତ୍ରୀ ସମ୍ମାନ ଓ ଦଶମ ଶ୍ରେଣୀର ଛାତ୍ର ଅଭିଜିତ ସିଂଙ୍କୁ ସର୍ବ ଶ୍ରେଷ୍ଠ ଛାତ୍ର ସମ୍ମାନ ମିଳିଛି। ଏହି ପୁରସ୍କାର ତାଙ୍କୁ ଶିକ୍ଷାଗତ ଉତ୍କୃଷ୍ଟତା, ଶିସ୍ତ ଓ ଉତ୍ତମ ଚରିତ୍ର ପାଇଁ ପ୍ରଦାନ କରାଯାଇଛି।ଏହି
Read More...

ଯୁବ ଖବରଦାତା ରଜନୀ ରେଡ୍ଡିଙ୍କ ଅକାଳ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ଗ୍ରାମର ଯୁବ ଖବରଦାତା ରଜନୀ ରେଡ୍ଡି (୩୮)ଙ୍କ ଗତକାଲି ବିଳମ୍ବିତ ରାତିରେ ଅକାଳ ବିୟୋଗ ଘଟିଛି । ଡାଇବେଟିସ ରୋଗରେ ଆକ୍ରାନ୍ତ ହୋଇ ଏକ ସପ୍ତାହ ଧରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
Read More...

ରେଙ୍ଗାଲି କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ଅଧୀନ ରେଙ୍ଗାଲି କ୍ଲଷ୍ଟରରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ଅନୁଷ୍ଠାନର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ସଲତରଙ୍କ ସଭାପତିତ୍ବରେ ସଂଯୋଜକ ଦତ୍ତାତ୍ରେୟ ପଧାନ, ତାଲଜୁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର
Read More...

ଅଜଣା ରୋଗରେ ଖରିଫ ଧାନ ଫସଲ କ୍ଷତିଗ୍ରସ୍ତ : ଚିନ୍ତାରେ ଚାଷୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଚଳିତ ବର୍ଷ ଖରିଫ ଧାନ କ୍ଷେତରେ ଅଜଣା ରୋଗ ଆକ୍ରାନ୍ତ ଯୋଗୁଁ ଧାନ ଫସଲ ବ୍ୟାପକ ଭାବେ କ୍ଷତି ହେତୁ ଚାଷୀ ଚିନ୍ତାରେ । କୃଷି ବୈଜ୍ଞାନିକଙ୍କ ପରାମର୍ଶ ପ୍ରତିଷେଧାତ୍ମକ ଔଷଧ ପ୍ରୟୋଗ କରାଗଲେ ମଧ୍ୟ ରୋଗ ଥମିବାର ନାମ ଧରୁନି । ଗୋଟିଏ ଗୋଟିଏ ପ୍ୟାଚରେ
Read More...