Daily Archives

ବକଟୀ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବକଟୀ ଉଷାଦେବୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବକଟୀ ବଂଶୀଧର ମେମୋରିଆଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ
Read More...

ଲୋୟର ସୁକତେଲ ପ୍ରକଳ୍ପରେ କୁମ୍ଭୀର ଗୁଜବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ସୋସିଆଲ ମିଡିଆରେ ଲୋୟର ସୁକତେଲ ଜଳ ପ୍ରକଳ୍ପରେ କୁମ୍ଭୀର ବୁଲୁଥିବା ଫଟୋ ଭାଇରାଲ ହେଉଛି । ତେଣୁ ଲୋକେ ଭୟଭୀତ ହେଉଛନ୍ତି । କିନ୍ତୁ ତାହା ଗୁଜବ ଓ ଏଆଇ କ୍ୟାମେରାରେ ପ୍ରସ୍ତୁତ ଫଟୋ ବୋଲି ସୂଚନା ମିଳିଛି । ଏଣୁ ଭୟଭୀତ ହେବାର କୌଣସି ପ୍ରସଙ୍ଗ ନୁହେଁ ।
Read More...

ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ପୋଲିଓ ବୁଥ୍‌ର ଶୁଭାରମ୍ଭ କଲେ ଛତ୍ରପୁର ବିଡିଓ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଅଧୀକ୍ଷକ ଡ଼ା. ସ୍ଵାଧୀନ ରଥଙ୍କ ତତ୍ତ୍ୱାବଧାନରେ ଭବ୍ୟ ରୂପରେ ପୋଲିଓ ବୁଥ୍‌ର ଶୁଭାରମ୍ଭ ହୋଇଯାଇଛି । ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜିତ୍ ସାହୁ ଏବଂ ଡ଼ା. ସ୍ଵାଧୀନ
Read More...

ଛତ୍ରପୁର ଲୋୱେର ବସଷ୍ଟାଣ୍ଡରେ ଗଜଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଲୋୱେର ବସଷ୍ଟାଣ୍ଡ ସ୍ଥିତ ପୂଜା ମଣ୍ଡପରେ ଗଜଲକ୍ଷ୍ମୀ ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇ ରବିବାର ମଧ୍ୟାହ୍ନରେ ପରିସମାପ୍ତି ଘଟିଛି । ଗତ ୬ ତାରିଖ ସନ୍ଧ୍ୟାରୁ ଆରମ୍ଭ ହୋଇ ଆସିଥିବା ଧନାଧାତ୍ରୀ ମା' ଗଜଲକ୍ଷ୍ମୀଙ୍କ ପାର୍ବଣ
Read More...