ବାଲିହୁଙ୍କା ଗ୍ରାମବାସୀଙ୍କ ଦୁର୍ଦଶା : କ୍ଷେତ୍ର ପରିଦର୍ଶନ କଲେ ବିଧାୟକ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମବାସୀଙ୍କ ଦୁର୍ଦଶା ବର୍ଷା ଋତୁରେ ବର୍ଷା ଜଳ ଓ ଦୟା ନଦୀ ବାମ ପାର୍ଶ୍ଵ ବନ୍ଧରୁ ଝରୁଥିବା ବନ୍ୟା ଜଳ ନିଷ୍କାସନ ହୋଇପାରୁନଥିବାରୁ ବଡ଼ ସମସ୍ୟା ଆଣି ଦେଇଛି । ଗ୍ରାମର ପଶ୍ଚିମ!-->…
Read More...
Read More...