୬୦୦ ମେଗାୱାଟ ବିଜୁଳି ଉତ୍ପାଦନ ସହ ୯୦ ପ୍ରତିଶତରେ ଇନ୍ଦ୍ରାବତୀ ଜଳଭଣ୍ଡାର
ଜୟପାଟଣା, (ଶେଷଦେବ ବେହେରା) : ଲଘୁଚାପ ଜନିତ ବର୍ଷା ଚାଷ ଓ ଚାଷୀ ପାଇଁ ଚଳିତ ବର୍ଷ ବରଦାନ ସାଜିଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ମଧ୍ୟ ଜଳ ସଂରକ୍ଷଣ ସର୍ବୋଚ୍ଚ ସୀମାକୁ ଛୁଇଁ ଆଗାମୀ ରବିଚାଷ ପାଇଁ ଏକ ଶୁଭଙ୍କର ସ୍ଥିତି ସୃଷ୍ଟି କରି ପାରିଛି ବୋଲି ଆଲୋଚନା ହେଉଛି । ପୁନଶ୍ଚ!-->…
Read More...
Read More...