Daily Archives

ପାଇକମାଲରେ ଡାକସେବା ଠପ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲରେ ଡାକସେବା ଗତ ସୋମବାରରୁ ବନ୍ଦ ଅଛି । ଟଙ୍କା ଜମା ଓ ଉଠାଣ ସହ ଅନ୍ୟ କୌଣସି କାମ ହେଉନି । ବିଭଗୀୟ କର୍ମଚାରୀ କହୁଛନ୍ତି ଯାନ୍ତ୍ରିକ ତ୍ରୁଟି ଅଛି । ଡାକଘର ଖୋଲା ଅଛି କିନ୍ତୁ ସମସ୍ତ ସେବା ବନ୍ଦ ରହିଛି । ଠିକ ହେବାକୁ ସମୟ
Read More...

ରିଜର୍ଭ ଜଙ୍ଗଲରୁ କଟିଲା ଶହ ଶହ ଗଛ : ରେଞ୍ଜ ଅଫିସରେ ଧାରଣା ଦେଲେ ଗ୍ରାମବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାରା ରାଜ୍ୟରେ ବର୍ତ୍ତମାନ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମ ସରି ନ ଥିବା ବେଳେ ଝାରବନ୍ଧ ବନ ବିଭାଗ ଅଧିନ କୁର୍ଲୁପାଲି ଭଣ୍ଡାରପୁରୀ ମଧ୍ୟରେ ଥିବା ସଂରକ୍ଷିତ ଜଙ୍ଗଲରୁ କୁର୍ଲୁପାଲି ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ତୁକରାମ ପଟେଲ ବେଆଇନ ଭାବେ
Read More...

ବ୍ୟବସାୟୀ ଶିବଦୟାଲ ଜୈନଙ୍କୁ ବୋଲେରୋ ଧକ୍କା ମାରି ହତ୍ୟା ଉଦ୍ୟମ ଘଟଣାରେ ଅଙ୍କୁର ଅଗ୍ରୱାଲଙ୍କୁ ଗିରଫ କରି କୋର୍ଟ…

ଟିଟଲାଗଡ, (ସଞ୍ଜୟ କୁମାର ନାୟକ) : ୨୮ ତାରିଖ ରାତି ୯ ଟା ୫୯ ମିନିଟ ସମୟରେ ସନ୍‌ଭ୍ୟୁ ହୋଟେଲରୁ ଶିବଦୟାଲ ଜୈନ ନିଜର ସ୍କୁଟି ଯୋଗ ଘରକୁ ଫେରୁଥିବା ସମୟରେ ଘର ପାଖ ବୁଲାଣିରେ ଗୋଟିଏ ଅଜଣା ବୋଲେରୋ ଧକ୍କା ଦେଇ ଫେରାର୍‌ ମାରିଥିଲା । ତେବେ ଘଟଣା କ'ଣ ବୋଲି ପ୍ରଥମେ ଆଚମ୍ବିତ ହୋଇ ଯାଇଥିଲେ
Read More...

ଶାରଦୀୟ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପ୍ରସିଦ୍ଧ ନୃସିଂହନାଥ ମନ୍ଦିର ଯିବା ବାଟରେ ଥିବା ବିଶାସହେ କୁଳ କୁଳିତା ସମାଜର ଇଷ୍ଟଦେବୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ମଙ୍ଗଳବାର ଶାରଦୀୟ ରାମଚଣ୍ଡୀ ମହୋତ୍ସବ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ପ୍ରଥମେ ମା' ଭଉଣୀଭାଇମାନେ ମିଳିମିଶି
Read More...

ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ଟୁର୍ନାମେଣ୍ଟ : ସେମିରେ ସରଗାଡ ଏକାଦଶ

ଆଗଲପୁର, (ବିମଳେନ୍ଦୁ ସାହୁ) : ବ୍ଲକ ନଅଗାଁ (ଖ) ହାଇସ୍କୁଲ ଖେଳ ପଡିଆ ଠାରେ ପଲ୍ଲୀ ଆଲୋକ ପାଠାଗାର ତଥା ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ପଞ୍ଚଦିବସୀୟ ରନିଙ୍ଗ ଫୁଟବଲ ପ୍ରତିଯୋଗିତାର ଚତୁର୍ଥ ଦିବସର ଖେଳ ଅନୁଷ୍ଠିତ ହୋଇଥିଲା । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
Read More...

ବରିଷ୍ଠ ନାଗରିକଙ୍କ ତୀର୍ଥଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା-ବାରାଣସୀ ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ୧୪୦ ଜଣ ତୀର୍ଥଯାତ୍ରୀ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆର୍ନ୍ତଜାତିକ ବରିଷ୍ଠ ନାଗରିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ପାଳନ କରାଯାଇଥିଲା । ମଧୁସୂଦନ ନାୟକ ଅତିଥିମାନଙ୍କୁ ମଂଚାସୀନ ହେବା ପାଇଁ
Read More...

ଜୟପାଟଣା ତୈଳିକ ବୈଶ୍ୟ ସାହୁ ସମାଜର ରକ୍ତଦାନ ଶିବିର ଓ ସଚେତନ ସମାରୋହ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହରର ବ୍ଲକ ସମ୍ମୁଖ ସ୍ଥିତ ତୃପ୍ତି ଏନକ୍ଲେଭ ତୈଳିକ ବୈଶ୍ୟ ସାହୁ ସମାଜ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଓ ସଚେତନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସାମାଜିକ ସହଯୋଗ ଓ ରକ୍ତଦାନ କରି ଅନ୍ୟର ମଙ୍ଗଳ ପାଇଁ ସମସ୍ତେ ସଂକଳ୍ପ ବଦ୍ଦ
Read More...

କୁଶଙ୍ଗାଇ ପୀଠରେ ପ୍ରସାଦ ବଣ୍ଟନ କଲା ବଲାଙ୍ଗିର ଜିଲ୍ଲା ଅଘରିଆ ସମାଜ ଟ୍ରଷ୍ଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅଧୀନସ୍ଥ କୁଶଙ୍ଗ ଗ୍ରାମର ଅଧିଷ୍ଠାତ୍ରୀ ମା' କୁଶଙ୍ଗାଇଙ୍କ ଷୋହଳ ପୂଜାର ସମାପ୍ତି ଅବସରରେ ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ମା'ଙ୍କ ଠାରେ ଭୋଗ ସମର୍ପଣ କରି ହଜାର ହଜାର ଭକ୍ତ ଓ ଦର୍ଶନାର୍ଥୀଙ୍କ
Read More...

ବିଜୟଲକ୍ଷ୍ମୀ ଦାସଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବରଗଡ଼ ଜିଲ୍ଲା ସୋହେଲାର ପ୍ରସିଦ୍ଧ ଦୂର୍ଗାପୂଜା ଅବସରରେ ଏକ ସ୍ୱତନ୍ତ୍ର ସମାରୋହରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ପ୍ରସିଦ୍ଧ ଗାୟିକା ବିଜୟଲକ୍ଷ୍ମୀ ଦାଶଙ୍କୁ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଛି । ସମ୍ପାଦକ ପ୍ରମୋଦ ଚନ୍ଦ୍ର
Read More...