Daily Archives

ଦକ୍ଷିଣ ଭାରତରେ ପ୍ରସିଦ୍ଧ ବୋମୁଲୁ ଗୋଲୁ ପୂଜା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଭାରତରେ ପ୍ରସିଦ୍ଧ ବୋମୁଲୁ-ଗୋଲୁ ପୂଜା ଏକ ନିଆରା ପରମ୍ପରା । ଏହା ଏକ ଦାକ୍ଷିଣାତ୍ୟା ସଂସ୍କୃତି ସମ୍ପନ୍ନ ପ୍ରାଚୀନ କାଳରୁ ଆଧୁନିକ ସମୟରେ ମଧ୍ୟ ବେଶ୍ ପ୍ରଚଳିତ ହୋଇଆସିଅଛି । ଏହି ପୂଜା ନବରାତ୍ର ପୂଜା ଅବସରରେ ବିଜୟା ଦଶମୀ ପର୍ଯ୍ୟନ୍ତ
Read More...

ଦେହେଲିରେ ମର୍ମନ୍ତୁଦ କାର ଦୁର୍ଘଟଣା : ଜଣେ ମୃତ, ୫ ଗୁରୁତର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଭବାନୀପାଟଣାରୁ ଭୁବନେଶ୍ୱରକୁ ସଂଯୋଗ କରୁଥିବା ୨୬ ନମ୍ବର ରାଜ୍ୟ ରାଜପଥର ଦେହେଲି ନିକଟରେ ଆଜି ସକାଳୁ ଏକ ମର୍ମନ୍ତୁଦ କାର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଗୁରୁତର ଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...