ପାଇକମାଲରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ ନୃସିଂହନାଥ ଧର୍ମଶାଳାରେ ବରିଷ୍ଠ ନାଗରିକ ସଂଘର ସଭାପତି ହାଡୁ ସାହୁଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘରେ ୩୦ ଜଣ ବରିଷ୍ଠ ନାଗରିକ ନୂତନ ଭାବରେ ଯୋଗଦାନ କରିଥିଲେ!-->…
Read More...
Read More...