ମାର୍କେଟ ଓ ସରକାରୀ କାର୍ଯ୍ୟାଳୟ ନିକଟରେ ପଚା ଖାଦ୍ୟ ଆବର୍ଜନା : ପରିବେଶ ଦୂଷିତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ସ୍ଥାନୀୟ ବଜାର ଓ ସରକାରୀ କାର୍ଯ୍ୟାଳୟ ଅଞ୍ଚଳରେ ଶୃଙ୍ଖଳାବଦ୍ଧ ଭାବରେ ଚାଲୁଥିବା ହୋଟେଲ ଏବଂ ଠେଲା ଦୋକାନୀ ପ୍ରତିଦିନ ବିପୁଳ ପରିମାଣରେ ପଚା ଓ ଅବଶିଷ୍ଟ ଖାଦ୍ୟ ରାସ୍ତା ପାଖରେ ଫିଙ୍ଗୁଥିବାରୁ ସମଗ୍ର ପରିବେଶ ପ୍ରତିଦିନ ଦୂଷିତ ହୋଇଯାଉଛି ।!-->…
Read More...
Read More...