ଖପ୍ରାଖୋଲରେ ୧୫ ଘଣ୍ଟା ବର୍ଷା – ବିଜୁଳି ବିଚ୍ଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲଗାତାର ୧୫ ଘଣ୍ଟା ଧରି ହୋଇଥିବା ଭାରି ବର୍ଷାରେ ସମଗ୍ର ଖପ୍ରାଖୋଲ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବର୍ଷା ସହିତ ବାରମ୍ବାର ବିଜୁଳି ପଡ଼ିବାରୁ ଅଞ୍ଚଳରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଆରମ୍ଭ ହୋଇଥିବା ବର୍ଷା!-->…
Read More...
Read More...