Monthly Archives

September 2025

୪୭ତମ ବର୍ଷରେ ଶକ୍ତିନଗର ଦୁର୍ଗା ପୂଜା କମିଟି

ରାଉରକେଲା : ଶକ୍ତିନଗର ଦୁର୍ଗା ପୂଜା ୪୭ତମ ବର୍ଷରେ ପଦାର୍ପଣ କରିବ । ଏହି ଦୁର୍ଗା ପୂଜା ଉତ୍ସବ ପାଳନ ପାଇଁ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବିଗତ ୪୬ ବର୍ଷ ଧରି ଉତ୍ସାହ ଓ ଉଦ୍ଦୀପନାର ସହ ଏହି ପୂଜା ଉତ୍ସବ ସହରର ପୁରାତନ ଜନବସତି ଶକ୍ତିନଗର ଅଂଚଳରେ ପାଳିତ ହେଉଥିବା ବେଳେ
Read More...

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ବଲାଙ୍ଗିର କ୍ୟାମ୍ପସରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ଵ ଫାର୍ମାସିଷ୍ଟ ଦିବସ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ବଲାଙ୍ଗିରଠାରେ ପାଳିତ ହୋଇଯାଇଛି । ପ୍ରଥମେ ସକାଳ ୧୦.୩୦ରେ କ୍ୟାମ୍ପସରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଏକ ଶୋଭାଯାତ୍ରା ବାହାରି ଥିଲା । ଏହାକୁ ଉଦଘାଟନ କରିଥିଲେ ନିର୍ଦ୍ଦେଶକ ଡଃ. ପ୍ରଦୀପ କୁମାର
Read More...

ରବିରଞ୍ଜନ ପୂଜାରୀ ଓଡିଶା ହୋଟେଲ ମହାସଂଘର ଯୁଗ୍ମ ସମ୍ପାଦକ ନିର୍ବାଚିତ

ଭୁବନେଶ୍ୱର : ଚଳିତ ବର୍ଷ ଓଡିଶା ହୋଟେଲ ମହାସଂଘର ସାଧାରଣ ନିର୍ବାଚନ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ଥି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ଓଡିଶାର ବିଭିନ୍ନ ହୋଟେଲ ପ୍ରାନ୍ତରୁ ଅନେକ ସଭ୍ୟସଭ୍ୟା ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ପୂଜାରୀ ବଲାଙ୍ଗିର ଜିଲ୍ଲାର
Read More...

ଆର୍‌ଡବ୍ଲୁଏସ୍‌ଏସ୍‌ ଗୋଡାଉନରେ ଚୋରି, ପୁଲିସ ତଦନ୍ତ ଆରମ୍ଭ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗର ଗୋଡାଉନ ଘରେ ଗତରାତିରେ ଅଜଣା ଚୋରମାନେ ସଟର ଭାଙ୍ଗି ଭିତରକୁ ପ୍ରବେଶ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଗୋଡାଉନରୁ ସୋଲାର ମୋଟର ସହ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ସନ୍ଦେହ ରହିଛି । ସକାଳେ
Read More...

ନାଗରିକ ସମାଜ ସହ ନରସିଂହଙ୍କ ମତବିନିମୟ

ଜନତା ପ୍ରତିକ୍ରିୟାଶୀଳ ନ ହେଲେ ଅଂଚଳର ବିକାଶରେ ସ୍ଥାଣୁତା ଆସେ - ନରସିଂହଚିନିକଳ, କୃଷିବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ପାଇଁ ନିହାତି ଜରୁରିଲୋୟର ସୁକତେଲ ଓ ମେଡିକାଲ କଲେଜ ନିର୍ମାଣ ଲକ୍ଷ୍ୟ ପୂରଣ ହୋଇ ନାହିଁ କାହିଁକି - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଗତ ବର୍ଷମାନଙ୍କରେ
Read More...

ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଓମେକ୍ସ ଷ୍ଟିଲ ଡିଭିଜନକୁ ଶିଳ୍ପ ଅଧ୍ୟୟନ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଓମ ଭ୍ୟାଲି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କୁ ପାଠ ସାଙ୍ଗକୁ ପ୍ରୟୋଗିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ନିକଟସ୍ଥ ତୁର୍ଲା ଗ୍ରାମରେ ଅବସ୍ଥିତ ଥିବା ପାଓମେକ୍ସ ଷ୍ଟିଲ
Read More...

ପାଇକମାଲରେ ବିଜେପି ପକ୍ଷରୁ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିଜେପି କାର୍ଯ୍ୟାଳୟ ଠାରେ ରାଷ୍ଟ୍ରବାଦୀ ଜନନାୟକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ପାଇକମାଲ ବିଜେପି ମଣ୍ଡଳ ସଭାପତି ଅକ୍ଷୟ ସାହୁଙ୍କ ସଭାପତିତ୍ୱରେ ମଣ୍ଡଳ ଉପସଭାପତି ସୁଶାନ୍ତ
Read More...

ଜାତୀୟ ରାଜପଥ ୫୨୦ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୬ ମୃତ, ୧୨ଗୁରୁତର

ରାଉରକେଲା, (ସସ୍ମିତା ପ୍ରଧାନ) : କୋଇଡା ବ୍ଲକର କେ. ବାଳାଙ୍ଗ ଥାନା ଅଧୀନ ଜାତୀୟ ରାଜପଥ ୫୨୦ରେ ଆଜି ଗୋଟିଏ ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣା ଘଟିଛି । ରାଉରକେଲାରୁ କୋଇଡାକୁ ଯାଉଥିବା ଲିଙ୍ଗରାଜ ନାମକ ବେସରକାରୀ ବସ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାର ପ୍ରଭାବ
Read More...

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ପାରାଦୀପ ବନ୍ଦର ପକ୍ଷରୁ ରୋଡସୋ

ଓଡ଼ିଶା ସାମୁଦ୍ରିକ କ୍ଷେତ୍ରର ଅଭିବୃଦ୍ଧି ଏଜେଣ୍ଡା ‘ବିକଶିତ ଭାରତ-୨୦୪୭’ ସହିତ ସମନ୍ୱିତ : ସଂପଦ ସ୍ବାଇଁ, ଶିଳ୍ପମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଅଧୀନସ୍ଥ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଆଜି ଭୁବନେଶ୍ୱରରେ "ଭାରତୀୟ
Read More...

ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ-୨୦୨୫ରେ ଚମକୁଛି ଓଡ଼ିଶା, ଝାଡ଼ଖଣ୍ଡ, ଏବଂ ଛତିଶଗଡ଼ର କଳାକୃତୀ

ନୂଆଦିଲ୍ଲୀ, (ପିଆଇବି) : ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ସ୍ମାରକୀ ଇ-ନିଲାମ- ୨୦୨୫ । ଏଥିରେ ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟରୁ ଆସିଥିବା ବିରଳ ଏବଂ ସୁନ୍ଦର କଳାକୃତୀ ନିଲାମ ନିମନ୍ତେ ପ୍ରଦର୍ଶିତ ହେଉଛି । ଯେ କୌଣସି ସାଧାରଣ ନାଗରିକ ଏହି ସ୍ମାରକୀ
Read More...