Daily Archives

ଉତ୍ସବ ମୁଖର କଳ୍ପବାସିନୀ ପୀଠ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ବିଭିନ୍ନ ଶକ୍ତିପୀଠ ଏବଂ ଗ୍ରାମଦେବୀ ମନ୍ଦିରରେ ନବରାତ୍ର ପୂଜା ଖୁବ୍ ଉତ୍ସବ ମୁଖର ହୋଇଉଠିଛି । ସହରର ରିକାପଲ୍ଲୀ ସାହି ସ୍ଥିତ କଳ୍ପବାସିନୀପୀଠର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀ ମନ୍ଦିର ଏକ
Read More...

ପାଇକମାଲ ବ୍ଲକସ୍ତରୀୟ କୁଳିତା ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ କୁଳିତା ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ବୁକୁରାମୁଣ୍ଡା ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଏକ କଳସ ଶୋଭାଯାତ୍ରାରେ ପୋଖରୀରୁ ପବିତ୍ର ପାଣି ଆଣି କୁଳିତା ଜାତିର ଇଷ୍ଟଦେବୀ ରଣେଶ୍ୱରୀ
Read More...

ବିଲେଇସର୍ଡା ଜୋନ ସ୍ତରୀୟ ଏଥଲେଟିକ ଓ ଫୁଟବଲ ଖେଳାଳୀ ଚୟନ ଶିବିର

"ଖେଳରୁ ଶୃଙ୍ଖଳା ବୋଧ ଶିକ୍ଷା କରାଯାଏ" ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ପୁଇଁତଲା ଶିକ୍ଷା ବିଭାଗ ତରଫରୁ ବିଲେଇସର୍ଡା ଜୋନର ବିଲେଇସର୍ଡା, ଛାତମଖନା, ଅଇଁଲାସାରି, ସାଉଁତପୁର, ଦୁର୍ଗାପାଲି ଓ
Read More...

ଶେଷ ହେଲା କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୫ର ଅଡିସନ ରାଉଣ୍ଡ

ଦଶ ହଜାର ପ୍ରତିଯୋଗୀରୁ ୩୩ ଜଣ ହେଲେ ମନୋନୀତ ସାଲେଭଟା, (କେପିଏନ୍‌ଏସ୍‌) : କୋଶଳାଞ୍ଚଳର ଭାଷା ସଂସ୍କୃତି ପରମ୍ପରାକୁ ଦେଶ ବିଦେଶରେ ପହଞ୍ଚାଇବା ଲକ୍ଷରେ ଏଆର୍ ପ୍ରଡକ୍ସନ୍‌ରେ ହେଉଥିବା କୋଶଳ ସୁନ୍ଦରୀ ଆୱାର୍ଡ ଅଡିସନ ରାଉଣ୍ଡ ସମାପ୍ତ ହୋଇଛି । ଏଥିରେ ଦଶ ହଜାର ପ୍ରତିଯୋଗୀରୁ ତେତିଶ ଜଣ
Read More...

କୁର୍ସୁଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ଜନ୍ମଦିନ ଠାରୁ ଅକ୍ଟୋବର ମାସର ଦୁଇ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ଟିଟିଲାଗଡ଼ ବ୍ଲକ
Read More...

ବଲାଙ୍ଗିରରେ ଜନ୍ମିତ ଅଂଶୁମାନ ପଣ୍ଡା ନ୍ୟୁୟର୍କ ଫେସନ୍‌ ୱିକ୍‌ର ମଡେଲ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ କୋଶଲୀ କବି ତଥା ଐତିହାସିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡା ଓ ବଲାଙ୍ଗିର ମହିଳା ମହାବିଦ୍ୟାଳୟର ମନସ୍ତତ୍ୱ ବିଭାଗର ଅବସରପ୍ରାପ୍ତ ଶ୍ରୀମତୀ ଜଗଦମ୍ବା ମିଶ୍ରଙ୍କର ସୁପତ୍ର ଯୁବ ଇଂଜିନିୟର୍‌ ଅଂଶୁମାନ ଯୁକ୍ତରାଷ୍ଟ ଆମେରିକାର ନ୍ୟୁୟର୍କ ମହାନଗରୀର
Read More...

ଝାରସୁଗୁଡାଠାରେ 60,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…

କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ: ପ୍ରଧାନମନ୍ତ୍ରୀଗରିବ, ବଞ୍ଚିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ: ପ୍ରଧାନମନ୍ତ୍ରୀକେନ୍ଦ୍ର ସରକାର ସମ୍ପ୍ରତି ଓଡ଼ିଶା ପାଇଁ ଦୁଇଟି
Read More...

ଝାରସୁଗୁଡାଠାରେ 50,000 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ…

କେନ୍ଦ୍ର ଏବଂ ରାଜ୍ୟରେ ଆମ ସରକାର ଓଡ଼ିଶାର ବିକାଶର ଗତିକୁ ତ୍ୱରାନ୍ୱିତ କରିବା ପାଇଁ ସଂକଳ୍ପବଦ୍ଧ : ପ୍ରଧାନମନ୍ତ୍ରୀଗରିବ, ବଞ୍ଚିତ, ପଛୁଆ ବର୍ଗ ଏବଂ ଆଦିବାସୀଙ୍କୁ ମୌଳିକ ସୁବିଧା ଯୋଗାଇବା ଉପରେ ଆମେ ଗୁରୁତ୍ୱ ଦେଉଛୁ: ପ୍ରଧାନମନ୍ତ୍ରୀକେନ୍ଦ୍ର ସରକାର ସମ୍ପ୍ରତି ଓଡ଼ିଶା ପାଇଁ ଦୁଇଟି
Read More...

ବିଶ୍ୱ ପର୍ଯ୍ୟଟନ ଦିବସରେ ଖତ ଖାଉଛି ଗାଈଖାଇ ଡେମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଜାତୀୟ ରାଜପଥ ପ୍ରାୟ ୩୦ କି.ମି ଦୂର ମୁଖ୍ୟ ରାସ୍ତା ବଲାଙ୍ଗିର-ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥର ନିକଟରେ ଗାଈଖାଇ ଡେମ୍‌ ଏମ୍‌ଆଇ ପ୍ରକଳ୍ପ । ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ବିକଶିତ କରାଯାଇଥିଲା ଏବଂ ଏହା ପର୍ଯ୍ୟଟନର କେନ୍ଦ୍ରସ୍ଥଳି
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) :ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ, ଉପ-ସଭାପତି ହରେକୃଷ୍ଣ ମେହେରଙ୍କ ସଭାପତିତ୍ୱରେ ସମାପ୍ତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ଏହି ଅନୁଷ୍ଠାନର ଜଣେ ସକ୍ରିୟ ସଭ୍ୟ ତଥା କାର୍ଯ୍ୟାଳୟ ସମ୍ପାଦକ
Read More...