Daily Archives

ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହୋରା) : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଜୟପାଟଣା ଠାରେ ପ୍ରଜ୍ଞାନ ମିଶନ ତରଫରୁ ୭ମ ଓଡ଼ିଶା ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୩ଟି ବିଭାଗରେ ମୋଟ ୩୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବ୍ଲକ
Read More...

ବାରହା ଫାଶରେ ପଡି ଜଣେ ଯୁବକ ଗୁରୁତର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଡ ଖବର ଗତ ରାତି ୧୦ଟା ସମୟରେ ନିଜ ଜମି ପଟେ ଶୌଚ ପାଇଁ ଯାଇଥିବା ବେଳେ ବାରହା ଫାଶରେ ପଡି ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡିଛନ୍ତି । ସୂଚନା ଯୋଗ୍ୟ, ଖପ୍ରାଖୋଲ ବ୍ଲକ କପସିପାଲି ଗାଁ ନିକଟରେ ବାରହା ମାରିବା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା। ରବିବାର
Read More...

ବୁରୋଭାଡ଼ି ଗ୍ରାମରେ ‘ଝିଅ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ବୁରୋଭାଡ଼ି ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ ସୁଜାତା ପଧାନଙ୍କ ନେତୃତ୍ୱରେ ଅଙ୍ଗନୱାଡ଼ି କିଶୋରୀ ସଙ୍ଘ ତରଫରୁ "ଝିଅ ପାଇଁ ଗଛ ଟିଏ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଆଗଲପୁର ବ୍ଲକ ଆଦିବାସୀ କଲ୍ୟାଣ ସଂଘ
Read More...

ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ ଆଲୋଚନା ଚକ୍ର

ରାଉରକେଲା, (ସସ୍ମିତା ପ୍ରଧାନ) : ସାରନଗରୀ ସ୍ଥିତ ପ୍ରଗତି ପବ୍ଲିକ ସ୍କୁଲରେ ରାଉରକେଲା ଆସୋସିଏସନ୍ ଫର୍ ବାୟୋଜେନେସିସ ଅଫ ସାଇନ୍ସ ଆଣ୍ଡ ସ୍ପିରିଚୁଆଲିଟି (ରାବ୍ସ) ଏବଂ ବିଦ୍ୟାଳୟର ମିଳିତ ସହଯୋଗରେ "ପରିବେଶ ସମ୍ବନ୍ଧୀୟ ନୈତିକ ମୂଲ୍ୟବୋଧ" ଶୀର୍ଷକ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ
Read More...

୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଜୟଦେବ କଳା ବିକାଶ କେନ୍ଦ୍ର, ରାଉରକେଲା ଦ୍ଵାରା ଆୟୋଜିତ ମା' ବାଟମଙ୍ଗଳା ୮ମ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଜଗଦା ସ୍ଥିତ ମା୩ ବାଟମଙ୍ଗଳା ଶକ୍ତିପୀଠ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନରେନ୍ଦ୍ରନାଥ ଦାସଙ୍କ
Read More...

ମଦନପୁରକୁ ନୂତନ ପଞ୍ଚାୟତ ସମିତି ଗଠନ ପାଇଁ ସ୍ୱତନ୍ତ୍ର ବୈଠକ

ମ. ରାମପୁର, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁର ଧବଳେଶ୍ୱର ପୀଠ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ମଦନପୁର ପଞ୍ଚାୟତ ସମିତି ସଂଗ୍ରାମ କମିଟିର ସଂଯୋଜକ ସୁଦର୍ଶନ ପାଢ଼ୀଙ୍କ ସଭାପତିତ୍ୱରେ କର୍ଲାମୁଣ୍ଡା ବ୍ଲକର ୨ଗୋଟି ଏବଂ ମ. ରାମପୁର ବ୍ଲକର ୯ ଗୋଟି ମୋଟ ୧୧ ଗୋଟି
Read More...

ସଫଳ ହେଉଛି ଆସ ସ୍କୁଲ ଯିବା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଲି କ୍ଲଷ୍ଟରର ସିଆର୍‌ସିସି ଦିବସ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଗୁଡ଼ିକର ସଫଳ ରୂପାୟନ ହୋଇପାରୁଛି । ଏହି କ୍ରମରେ ବିଦ୍ୟାଳୟ ଏବଂ
Read More...

କୁକୁର କାମୁଡ଼ାରେ ଶିଶୁ ଗୁରୁତର ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଡାକ୍ତରଖାନା ସମ୍ମୁଖରେ ରବିବାର ଗୋଟିଏ ଛୋଟ ବାଳକ ଖେଳିବାକୁ ବାହାରି ଥିବାବେଳେ ସେହି ବାଳକକୁ ଗୋଟିଏ କୁକୁର କାମୁଡି ଦେବାରୁ ତାକୁ ଡାକ୍ତରଖାନାରେ ଭତ୍‌ର୍ତ୍ତି କରାଯାଇଥିବା ଜଣାପଡିଛି । ଛୋଟ ବାଳକଟିର ନାମ
Read More...

ମା’ ରାମଚଣ୍ଡୀ ପୀଠ ଚଳଚଞ୍ଚଳ : ମା’ ରାମଚଣ୍ଡୀ ପୀଠରେ ପାର୍ବଣ ଉତ୍ସବ ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁର ଗ୍ରାମର ଧଡା ପାହାଡ଼ ଶୀର୍ଷରେ ବିଜେମାନ୍ କରିଥିବା ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରରେ ପାର୍ବଣ ଉତ୍ସଵ ଆରମ୍ଭ ହୋଇଯାଇଛି । ମା'ଙ୍କ ପାର୍ବଣ ଉତ୍ସବ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ଓ ମହାନବମୀ
Read More...

ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟର ଗଭୀର ନଳକୂପ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଶ୍ରମିକ ସେବା ଟ୍ରଷ୍ଟ ତରଫରୁ ତା'ର କାର୍ଯ୍ୟାଳୟ ବି/୧, ସେକ୍ଟର-୧୭ ସମ୍ମୁଖରେ ପ୍ରତିଷ୍ଠା କରାଯାଇଥିବା ଏକ ଗଭୀର ନଳକୂପ ପାନୀୟ ଜଳ ପ୍ରକଳ୍ପକୁ ଟ୍ରଷ୍ଟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଗାଙ୍ଗପୁର ମଜଦୂର ମଞ୍ଚର ସଭାପତି
Read More...