Daily Archives

ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ସମାରୋହ ଅଧ୍ୟକ୍ଷ ପରମେଶ୍ୱର ସାହୁଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଯାଇଛି । ଉକ୍ତ ସଭାରେ ବରିଷ୍ଠ ଅଧ୍ୟାପକ ତେଜରାଜ ସାହୁ
Read More...

ପ୍ରସିଦ୍ଧ ଦଧିବାମନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ତୁରକେଲା ବ୍ଲକ ଝରଣୀ ପଂଚାୟତ ଅନ୍ତର୍ଗତ ରାଉତମୁଣ୍ଡା ଗ୍ରାମର ପ୍ରସିଦ୍ଧ ଦଧିବାମନ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଠିତ ହୋଇଯାଇଛି । କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଳାନ୍ୟାସ କରିଥିଲେ
Read More...

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଗମନାଗମନ ସୁବିଧା ପାଇଁ ଦାବି

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ହଷ୍ଟେଲରେ ରୁହନ୍ତି । ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିବା ପାଇଁ
Read More...

ଜିଲ୍ଲା ପରିଷଦ ଓ ବ୍ଲକ ସଭାପତିଙ୍କୁ ନେଇ ବିଜେଡିର ସମନ୍ୱୟ ବୈଠକ

ଭବାନୀପାଟଣା : ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ଭାବରେ ଦାୟିତ୍ଵ ନେଲା ପରେ ଆଜି ପ୍ରଥମ ସାଂଗଠନିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ଓ ବ୍ଲକ ସଭାପତିମାନଙ୍କୁ ନେଇ ବିଜେଡିର ଏକ ସମନ୍ୱୟ ବୈଠକ ରିଷଗାଁ ପାଖ
Read More...

ମାସିକ ରଚନା ସନ୍ଧ୍ୟା : “ଆମ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ସମାଜର ବିକାଶ ପାଇଁ କେତେ ସହାୟକ” ଶୀର୍ଷକ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥା ଦୁର୍ବଳ ହେଲେ, ସମାଜ ଦୁର୍ବଳ ହେବ । ସମାଜ ଦୁର୍ବଳ ହେଲେ, ରାଷ୍ଟ୍ର ଦୁର୍ବଳ ହୋଇଯିବ । ଛାତ୍ରଛାତ୍ରୀମାନେ କେବଳ ବୃତ୍ତିଗତ ଯୋଗ୍ୟତା ପାଇଁ ଶିକ୍ଷା ପ୍ରତି ଆକୃଷ୍ଟ ନ ହୋଇ ନୀତିଗତ ଶିକ୍ଷାରେ ମଧ୍ୟ ମନୋନିବେଶ କରିବା ଆବଶ୍ୟକ ।
Read More...

କ୍ୟାରିୟର କାଉନସେଲିଂ ଶିବିର କାର୍ଯ୍ୟକ୍ରମ

ଆଗଲପୁର, (ବିମଳେନ୍ଦୁ ସାହୁ) : ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଓ ଅଜିମ ପ୍ରେମଜୀ ଫାଉଣ୍ଡେସନ ପକ୍ଷରୁ ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ପାଣ୍ଡେସରା କମ୍ୟୁନିଟି ଗୃହ ଠାରେ କିଶୋରୀ ମାନଙ୍କୁ ନେଇ କ୍ୟାରିଅର କାଉନସେଲିଂ ଉପରେ ଏକ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ
Read More...

ହିନ୍ଦୀ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାର୍ତ୍ତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଭାଷା ଏବଂ ସଂସ୍କୃତିର ପୁନର୍ଜାଗରଣର ଏକ ସୁବର୍ଣ୍ଣ ଯୁଗହିନ୍ଦୀ ଏବଂ ଅନ୍ୟ ଭାରତୀୟ ଭାଷାଗୁଡ଼ିକ ପ୍ରଯୁକ୍ତି, ବିଜ୍ଞାନ, ନ୍ୟାୟ, ଶିକ୍ଷା ଏବଂ ପ୍ରଶାସନର ଅଖରେ ପରିଣତ ହେବା ଉଚିତ : କେନ୍ଦ୍ର ଗୃହମନ୍ତ୍ରୀଏକାଠି ଚାଲନ୍ତୁ, ଏକାଠି
Read More...

ସମ୍ବଲପୁରରେ “ଆସ ସ୍କୁଲ ଯିବା” ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ : ଛାତ୍ରଛାତ୍ରୀଙ୍କ ମଧ୍ୟରେ…

• ସ୍କୁଲ ବାହାରେ ଥିବା ସମ୍ବଲପୁରର ୩୦୦୦ ପିଲାଙ୍କୁ ବିଦ୍ୟାଳୟ ଶିକ୍ଷା ସହ ଯୋଡିବା• ପ୍ରତ୍ୟେକ ପିଲାଙ୍କୁ ସ୍କୁଲକୁ ଆଣିବା ଓ ମାତୃଭାଷାରେ ଶିକ୍ଷା ପ୍ରଦାନ ଜାତୀୟ ଶିକ୍ଷା ନୀତିର ମୂଳ ଉଦ୍ଦେଶ୍ୟ• ଉଲ୍ଲାସ -ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ୧୫ ବର୍ଷ ବୟସରୁ ଅଧିକ ନିରକ୍ଷର
Read More...

ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପାଇଁ ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଦୀର୍ଘ ତିରିଶ ବର୍ଷରୁ ଅଧିକ ସମୟ ଧରି ଟିଟିଲାଗଡ଼ ଅଞ୍ଚଳବାସୀ ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଦାବି କରି ଆସୁଛନ୍ତି । ପୂର୍ବ ସରକାରଙ୍କୁ ଏହି ଦାବି କରି କରି କିଛି ସୁଫଳ ମିଳି ପାରି ନଥିଲା, କିନ୍ତୁ ବର୍ଷ ବର୍ଷର ଅପେକ୍ଷା ପରେ
Read More...

ଅଗ୍ରସେନ ଜୟନ୍ତୀ ପାଳନର ଶୁଭାରମ୍ଭ : ଯୋଗଦେଲେ ବିଧାୟକ ଓ ପୌର ପରିଷଦର ଅଧ୍ୟକ୍ଷା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଶନିବାର ସେପ୍ଟେମ୍ବର ୧୩ ତାରିଖରେ ଅଗ୍ରସେନ ଜୟନ୍ତୀର ଭବ୍ୟ ଶୁଭାରମ୍ଭ ସଭାପତି ପ୍ରକାଶ ଗୋୟଲଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଯାଇଛି । ଏହି ଅବସରରେ ପ୍ରଥମେ ସମାଜର ବରିଷ୍ଠ ସମାଜସେବୀ ଜଗଦୀଶ ପ୍ରସାଦ ଅଗ୍ରୱାଲ ଏବଂ ତାଙ୍କର ଧର୍ମପତ୍ନୀଙ୍କ କର୍ତ୍ତା ହୋଇ
Read More...