ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲ ଓ କିମ୍ସର ମିଳିତ ଆନୁକୂଲ୍ୟରେ ଦନ୍ତ ପରୀକ୍ଷା ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ଇତି ମଧ୍ୟରେ ବିଷ୍ଣୁମୁଣ୍ଡା ବଚ୍ପନ୍ ନଗର ସ୍ଥିତ ଏକାଡେମିକ ହାଇଟ୍ସ ପବ୍ଲିକ ସ୍କୁଲରେ ଏକ ମାଗଣା ଦନ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ବଲାଙ୍ଗିରର ବିଶିଷ୍ଟ ଦନ୍ତ ଚିକିତ୍ସକ ଡ. ଆକାଶ କୁମାର ଜୈନଙ୍କ ସହ ଭୁବନେଶ୍ୱର କଳିଙ୍ଗ!-->…
Read More...
Read More...