ୱିନର ବ୍ରାଇଟ ଫ୍ୟୁଚର ସ୍କୁଲରେ ଗୁରୁ ଦିବସ
ପଦ୍ମପୁର, (ନିରୋଜ କୁମାର ପାଣୀ) : ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ପିଲାମାନଙ୍କ ଦ୍ଵାରା ଗୁରୁ ଦିବସ ଆୟୋଜନ କରାଯାଇଥିଲା । ଗୁରୁମାନଙ୍କୁ ଫୁଲ ଚନ୍ଦନର ଟୀକା ଲଗାଇ ସ୍ୱାଗତ କରିଥିଲେ । ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯେପରି ଭାଷଣ, ନାଚ, ଗୀତ ମାଧ୍ୟମରେ ଶିକ୍ଷକଙ୍କୁ!-->…
Read More...
Read More...