Monthly Archives

September 2025

ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକର ଲେବଡା ପଞ୍ଚାୟତ ପିଟାପରା ଗ୍ରାମରେ ଭାଇ ଜିଉଁନ୍ତିଆ ଉପଲକ୍ଷେ ଏକ ସୁନ୍ଦର ସାଂସ୍କୃତିକ ପ୍ରତିଯୋଗୀତା (ଡ୍ୟାନ୍ସ ଡ୍ୟାନ୍ସ) ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି
Read More...

ଦେବଙ୍ଗ ଗ୍ରାମରେ ମା’ ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଦେବଙ୍ଗ ଗ୍ରାମ ଠାରେ ମା' ଦ୍ୱାରସେନୀ ଛତର ବାଉତିଙ୍କ ଛତର ଯାତ୍ରା ମଙ୍ଗଳବାର ଦ୍ୱାରସେନୀ ମନ୍ଦିର ଠାରୁ ନିକଟରେ ଥିବା ଗ୍ରାମ ମୁଖ୍ୟରାସ୍ତା ନିକଟରୁ ମା'ଙ୍କ ଛତର ଅଣା ଯାଇଥିଲା । ମା'ଙ୍କ ଯାତ୍ରା ଦେଖିବା ପାଇଁ
Read More...

ଡୁମ୍ବେରବାହାଲରେ ଷୋହଳ କୋଠି ଓ ଡାଲଖାଇ ପୂଜା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଲୋପ ପାଉ ଯାଉଥିବା ଲୋକ ସଂସ୍କୃତି ପରମ୍ପରା ଓ ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ଗାଁର ଗୌଡପଡ଼ାରେ ଷୋହଳ କୋଠି ଓ ଡାଲଖାଇ ପୂଜା ତିନି ଦିନ ଧରି ପାଳିତ ହୋଇଯାଇଛି ।
Read More...

ଲୋୟର ସୁକତେଲ ଡ୍ୟାମ ସ୍ଥଳରେ ମା’ ବନଦୁର୍ଗାଙ୍କ ଦଶହରା ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଡ୍ୟାମ ପାଶ୍ୱର୍ରେ ପୂଜା ପାଉଛନ୍ତି ମା' ବନଦୁର୍ଗା । ବିଭିନ୍ନ ଗ୍ରାମଦେବୀ ବିସ୍ଥାପିତ ହୋଇଥିଲେ ମଧ୍ୟ ଲୋୟର ସୁକତେଲ ଡ୍ୟାମ ତଳେ ପୂଜା ପାଉଛନ୍ତି ମା' ବନଦୁର୍ଗା । ସବୁ ବର୍ଷ ପରି ଏବର୍ଷ ଦଶହରା ପୂଜା ଆୟୋଜିତ ହୋଇଛି । ସୂଚନାଯୋଗ୍ୟ ଯେ,
Read More...

ଐତିହ୍ୟ ସମ୍ପନ୍ନ ସାଲେଭଟା ମା’ ପାଟଣେଶ୍ୱରୀ ଦେବୀଙ୍କ ବଏଲ ଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ଗ୍ରାମରେ ଗୋଟିଏ ଗମ୍ଭୀରାରେ ମା' ପାଟଣେଶ୍ୱରୀ ଓ ମା' ସମଲେଶ୍ୱରୀ ପୂଜା ପାଉଛନ୍ତି । ଏହି ଐତିହ୍ୟ ପୀଠରେ ଦଶହରା ଓ ନବରାତ୍ରିି ପୂଜା ଆୟୋଜିତ ହୋଇଥିଲା । ପାଟଣା ଶାସନ ସମୟରେ ତନ୍ତ୍ରମନ୍ତ୍ର ପୀଠ ଭାବରେ ଏହା
Read More...

ଛତ୍ରପୁରରେ ଶ୍ରୀ ଶ୍ରୀ ରାମାୟାଣାମ୍ମା ଠାକୁରାଣୀଙ୍କ ନବରାତ୍ର ପୂଜା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମା' ରାମାୟାଣାମ୍ମାଙ୍କ ମନ୍ଦିର ପ୍ରାଙ୍ଗଣରେ ନବରାତ୍ର ପୂଜା ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଆସୁଥିବା ବେଳେ ସୋମବାର ସନ୍ଧ୍ୟାରେ ଦେବୀଙ୍କ ମହାଷ୍ଟମୀ ପୂଜା ନୀତିକାନ୍‌ନ୍ତି ଅନୁସାରେ ସମାହିତ
Read More...

ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ସମ୍ପନ୍ନ

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ, ରକ୍ତ ରଞ୍ଜିତ ହେଲା ରାଜରାସ୍ତା କଳାହାଣ୍ଡିର, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ମା'ଙ୍କ ଏହି ଛତର ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା
Read More...

କିରାବାହାଲ ରାଣୀପାଲି ଓ କୁଶଙ୍ଗ ଦୈବୀପୀଠ ଦର୍ଶନ କଲେ ନରସିଂହ

ପାର୍ବଣ ଭାଇଚାରା ଓ ବିକାଶର ବାର୍ତ୍ତାବହ ହେଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶାରଦୀୟ ଦୁର୍ଗାପୂଜା ବହୁତ ଜାଗଜମକରେ ଓ ଭକ୍ତିଭାବରେ ଆମ ଅଂଚଳରେ ପାଳନ କରିଆସୁଛୁ । ଏ ଅବସରରେ ମା'ଙ୍କ ଆଗମନ ଆମ ଭିତରେ ନୂତନ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରେ । ମା'ଙ୍କ ପୂଜା ମାଧ୍ୟମରେ ଆମେ
Read More...

ଡାକ ବିଭାଗର ବଡ଼ ପଦକ୍ଷେପ : ସ୍ପିଡ୍ ପୋଷ୍ଟରେ ନୂଆ ଶୁଳ୍କ ଏବଂ ସୁବିଧା

ନୂଆଦିଲ୍ଲୀ, (ପିଆଇବି) : ଡାକ ବିଭାଗ ଦ୍ୱାରା ଚିଠି ଏବଂ ପାର୍ସଲର ଦ୍ରୁତ ଏବଂ ନିର୍ଭରଯୋଗ୍ୟ ବିତରଣ ପାଇଁ, ୧ ଅଗଷ୍ଟ ୧୯୮୬ ମସିହାରେ ଆରମ୍ଭ ହୋଇଥିବା ସ୍ପିଡ୍ ପୋଷ୍ଟ ସେବା, ବିଗତ ସମୟରେ ଦେଶର ସବୁଠାରୁ ବିଶ୍ୱସ୍ତ ଡାକ ସେବା ଭାବେ ନିଜ ସ୍ଥାନ ସୁଦୃଢ କରିଛି । ଏହି ସେବା, ଭାରତୀୟ ଡାକର
Read More...

ବନଦୁର୍ଗା ମନ୍ଦିରରେ ନବରାତ୍ରୀ ଦିନରେ ଭକ୍ତ ମାନଙ୍କୁ ଦର୍ଶନ ଦେଲେ ମାଁ ସିଦ୍ଧିଦାତ୍ରୀ ରୂପରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବଡ଼ବନ୍ଧ ପାଖ ବନଦୁର୍ଗା ମନ୍ଦିର ଠାରେ ଆଜି ମଙ୍ଗଳବାର ସକାଳ ୮ଟା ସମୟରେ ମୁଖ୍ୟ ପଣ୍ଡିତ ରଘୁନାଥ ତ୍ରିପାଠୀ, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ଡା, ପଣ୍ଡିତ ଗିରିଶ ଚନ୍ଦ୍ର ହୋତା, ପଣ୍ଡିତ ଅଶୋକ କୁମାର ପଣ୍ଡା, ପଣ୍ଡିତ ଦେବେନ୍ଦ୍ର ତ୍ରିପାଠୀ,
Read More...