Daily Archives

ସର୍ବଭାରତୀୟ ସ୍ତରରେ ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

• ଡିଜିଟାଲ ଇଣ୍ଡିଆ ଦିଗରେ ଆଉ ଏକ ମାଇଲଖୁଣ୍ଟ : ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ ଦ୍ୱାରା ଏସବୁ ସେବା ସାମିଲ• ସମସ୍ତ ୩୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନାଗରିକମାନେ ଏବେ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ବିଭିନ୍ନ ପ୍ରମାଣପତ୍ର, କଲ୍ୟାଣ ଯୋଜନା, ଉପଯୋଗୀତା ଦେୟ ଏବଂ ଅଧିକ
Read More...

ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ପବିତ୍ର ନୃସିଂହନାଥ ପୀଠରେ ଥିବା ସସ୍କୃତି ମଣ୍ଡପ ଠାରେ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଗାୟତ୍ରୀ ବାହିନୀ
Read More...

ବାରିପଦା ପୌରପାଳିକା ଆନୁକୂଲ୍ୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବିକଶିତ ଭାରତ ପାଇଁ ସହରାଞ୍ଚଳର ବିକାଶ ଯେମିତି ଏକ ଅବିଚ୍ଛେଦ୍ୟ ଅଙ୍ଗ, ଗଣତାନ୍ତ୍ରିକ ଶାସନ ପଦ୍ଧତିରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ହେଉଛି କ୍ଷମତା ବିକେନ୍ଦ୍ରୀକରଣର ଏକ ଅଭିନ୍ନ ସୋପାନ ଏହି ଐତିହାସିକ ବ୍ୟବସ୍ଥାକୁ ସ୍ମରଣୀୟ ଓ ଲୋକାଭିମୁଖୀ କରିବା ତଥା
Read More...

କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ପକ୍ଷରୁ ନୂଆଁଖାଇ ଭେଟଘାଟ-ଯୋଗ ଦେଲେ କଣ୍ଟାବାଞ୍ଜି ବିଧାୟକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପବିତ୍ର ଗଣେଶ ପୂଜା ଓ ନୂଆଁଖାଇ ଉପଲକ୍ଷେ କପିଳେଶ୍ଵର ଯୁବକ ସଂଘ ଯୁରାବନ୍ଧ ଅନୁକୂଲ୍ୟ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ ଅତିଥି ସରପଞ୍ଚ ପ୍ରତିନିଧି ନରେଶ
Read More...

ନିର୍ଝରିଣୀ ଅନୁଷ୍ଠାନକୁ ମିଳିଲା ଡୁଡନୁ ପ୍ରେରଣା ସମ୍ମାନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀକୁ ଭୁବନେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ଡୁଡନୁ ଫାଉଣ୍ଡେସନ ଟ୍ରଷ୍ଟର ଷଷ୍ଠ ସ୍ୱନକ୍ଷତ୍ର ଦିବସ ପାଳନ ଅବସରରେ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା
Read More...

ବିପିୟୁଟିରେ ଆଧୁନିକ ନିର୍ମାଣ ସାମଗ୍ରୀ ଉପରେ କର୍ମଶାଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ୟୁଜି ଏବଂ ପିଜି ଅଧ୍ୟୟନ କେନ୍ଦ୍ରରେ ସିଭିଲ୍ ଇଞ୍ଜିନିୟରିଂ ବିଭାଗ ଦ୍ୱାରା ଅଗଷ୍ଟ ୩୦, ୨୦୨୫ ରେ "ନୂତନ ଯୁଗର ନିର୍ମାଣ ସାମଗ୍ରୀ" ଉପରେ ଏକ ଦିନିକିଆ ସଚେତନତା କର୍ମଶାଳା ଆୟୋଜନ କରାଯାଇଥିଲା ।
Read More...

ସରଗଡାରେ “ସୀତାଚୋରି” ରାମଲୀଳା : ଭକ୍ତମାନଙ୍କ ଭିଡ ଅଭିନୟରେ ସବୁଙ୍କର ମନୋହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରଗଡା ଗଣେଶ ପୂଜା କମିଟି ପକ୍ଷରୁ ଗତରାତି ତଥା ତା. ୩୦ ଅଗଷ୍ଟ ୨୦୨୫ ରିଖ ଦିନ ଆୟୋଜିତ ପାରମ୍ପରିକ ରାମଲୀଳା ନାଟରେ “ସୀତାଚୋରି” ପର୍ବ ମଞ୍ଚସ୍ଥ ହୋଇଥିଲା । ସୀତାଙ୍କୁ ରାବଣଙ୍କ ହରଣ ଘଟଣାକୁ ଆଧାର କରିଥିବା ଏହି ପର୍ବକୁ ଦେଖିବା ପାଇଁ ସରଗଡା ସହିତ
Read More...

ବୁଡିଗଲେ ଆଉ ଜଣେ ପର୍ଯ୍ୟଟକ : ଚାଲିଗଲା ସୌମ୍ୟରଞ୍ଜନଙ୍କ ଜୀବନ

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଦିଅଁଝର ଝରଣାରେ ଅଘଟଣ । ଜଳପ୍ରପାତରେ ବୁଡି ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଯାଇଛି । ମୃତ ପର୍ଯ୍ୟଟକ ଜଣକ ହେଲେ କଟକ ନୂଆବଜାର କଲ୍ୟାଣୀନଗରର ସୌମ୍ୟରଞ୍ଜନ ପରିଜା ବୋଲି ଜଣାପଡିଛି । ଖବର ଅନୁଯାୟୀ, କଟକର ୬ ଜଣ ପର୍ଯ୍ୟଟକ ନରସିଂହପୁର ବ୍ଲକ ଅନ୍ତର୍ଗତ ଦିଅଁଝର
Read More...

ବର୍ଦ୍ଧିତ ଭତ୍ତା ପାଇବା ପାଇଁ ସଂଘର୍ଷ କରୁଛନ୍ତି ବଡ଼ବାଙ୍କି ଗାଁର ବରିଷ୍ଠ ନାଗରିକ

ତୁରେକେଲା, (ପିତାମ୍ବର ଦୀପ) : ଏକ ଦୁଃଖଦ ପରିସ୍ଥିତିରେ ତୁରେକେଲା ବ୍ଲକର ବଡ଼ବାଙ୍କି ଗାଁର ଦୁଇ ବରିଷ୍ଠ ନାଗରିକ ଦାସରଥୀ ପୁଟେଲ (୮୭) ଏବଂ ମନ୍ଦାର ପୁଟେଲ (୮୪) । ଉଭୟେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ଏପର୍ଯ୍ୟନ୍ତ ୧୦୦୦ /୧୨୦୦ ଟଙ୍କା ଭତ୍ତା ମିଳୁଛି କିନ୍ତୁ ବର୍ଦ୍ଧିତ ଭତ୍ତା
Read More...

ଦେଶର ବିକାଶ ଗାଥାକୁ ବ୍ୟାଖ୍ୟା କରୁଛି ଭାରତର ଜିଡିପି ଅଭିବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଭାରତର ଜିଡିପିହାରଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରି ୭.୮ ପ୍ରତିଶତରେ ପହଞ୍ଚିଛି । ସେବା କ୍ଷେତ୍ରରେ ଦୃଢ଼ ପ୍ରଦର୍ଶନ କାରଣରୁ କ୍ରମାଗତ ଦୁଇଟି ତ୍ରୈମାସରେ ଭାରତୀୟ ଜିଡିପି ଆଶାଠାରୁ ଅଧିକ ଭଲ ଅଭିବୃଦ୍ଧି ହାସଲ କରିଛି । ଏଥି
Read More...