Daily Archives

୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସର ବଡ଼ ପ୍ରେସମିଟ । ପ୍ରେସମିଟରେ ଯୋଗଦେଲେ ଆଇଜି ହିମାଂଶୁ ଲାଲ । ଆଉ ଦେଲେ ବଡ଼ ସୂଚନା । ଆଇଜି ହିମାଂଶୁ ଲାଲଙ୍କ ସୂଚନା ଅନୁସାରେ ବଲାଙ୍ଗିର ପୋଲିସ ୧୧ କୁଇଣ୍ଟାଲ ୮ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହା କି ବଲାଙ୍ଗିର ପୋଲିସ ପାଇଁ ଏକ ବଡ଼
Read More...

ରାଜ୍ୟ ବିଜେପି ସଭାପତିଙ୍କ କଳାହାଣ୍ଡି ଗସ୍ତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଜେପି ରାଜ୍ୟ ସଭାପତି ମନମୋହଲ ସାମଲ ଆଜି ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ଆସିଛନ୍ତି । ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ କଳାହାଣ୍ଡିର ପ୍ରବେଶ ପଥ ଅମାଠ ଛକ ଠାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।
Read More...

ସାପ କାମୁଡାରେ ୨ ମୃତ

ବଣାଇ : ତାମଡା ପଂଚାୟତ ଝିରପାଣି ଗ୍ରାମରେ ସାପ କାମୁଡ଼ାରେ ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଛି । ମୃତକ ଭାଇ ଜଣକ ହେଲେ ଏଭମ ଲାକ୍ରା (୬) ଏବଂ ଭଉଣୀ ଏଭଲିନା ଲାକ୍ରା (୭) ସୋମବାର ରାତିରେ ଭାଇ-ଭଉଣୀ ଘରେ ଶୋଇଥିବା ସମୟରେ ଏକ ସାପ ଉଭୟଙ୍କୁ କାମୁଡ଼ି ଦେଇଥିଲା । ଘର ଲୋକ ଏହା ଜାଣିପାରି ଉଭୟଙ୍କୁ
Read More...

ନୂଆଁଖାଇ ପର୍ବ ଉପଲକ୍ଷେ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ନୂଆଁଖାଇ ବଜାର ଆୟୋଜିତ

୫୦ଲକ୍ଷ ଟଙ୍କାର ବ୍ୟବସାୟ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଓଡ଼ିଶା ଜୀବିକା ମିଶନ ପକ୍ଷରୁ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ବ୍ଲକର ବିଭିନ୍ନ ପଞ୍ଚାୟତରେ ନୂଆଁଖାଇ ବଜାର ଆୟୋଜିତ ହୋଇଯାଇଛି । ଏଥିରେ ବିଭାଗ ସହାୟତାରେ ବିଭିନ୍ନ
Read More...

ୱିନର୍ ଗ୍ରାମରେ ନୂଆଁଖାଇ ବଜାର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମଙ୍ଗଳବାର ଦିନ ସକାଳ ୮ ଟାରୁ ୱିନର ବ୍ରାଇଟ ଫ୍ୟୁଚର ସ୍କୁଲର ପିଲାମାନଙ୍କୁ ନେଇ ନୂଆଖାଇ ବଜାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜ୍ଞାପିତ ଅଚଂଳ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଲାୟନ୍ସ କ୍ଲବ ପଦ୍ମପୁରର ସଭାପତି ପୀତମ ମେହେର, ମୁଖ୍ୟ ଅତିଥି ଭାବେ
Read More...

ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ରେଲୱେ ଷ୍ଟେସନ ଛକ ସ୍ଥିତ ଅସିମ ଟାଇକଣ୍ଡୋ ଏକାଡେମୀରେ ବଲାଙ୍ଗିର ସ୍କୁଲ ସ୍ପୋର୍ଟ୍ସ ଏସୋସିଏସନ ତରଫରୁ ଜିଲ୍ଲା ସ୍ତରୀୟ ସ୍କୁଲ ଗେମ୍‌ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ଏହି
Read More...

କେନ୍ଦୁପତ୍ର ସମୟିକ କର୍ମଚାରୀ ଓ ତୋଳାଳୀମାନଙ୍କ ଦାୟାଦଙ୍କୁ ଅନୁକମ୍ପା ରାଶି ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ କେନ୍ଦୁପତ୍ର ବନଖଣ୍ଡ କାର୍ଯ୍ୟାଳୟରେ, ସରକାରଙ୍କ କେନ୍ଦୁପତ୍ର ତୋଳାଳୀ, ବାନ୍ଧଳୀ କଲ୍ୟାଣ ପାଣ୍ଠି ତରଫରୁ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ, ଆଇ.ଏଫ୍‌.ଏସ୍‌ ଦ୍ୱାରା ଆଜି ୪୩ ଜଣ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ
Read More...

ଜାତୀୟ ସବ ଜୁନିୟର କିକ୍‌ ବକ୍ସିରେ ଭାଗନେବ ଅଭିପ୍‌ସା ହୋତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୨୭ତାରିଖରୁ ୩୧ଅଗଷ୍ଟ ଚେନ୍ନେଇ ଠାରେ ଜାତୀୟ ସବ୍ ଜୁନିୟର କିକ୍‌ ବକ୍ସିଂ ପ୍ରତିଯୋଗିତା ପାଇଁ ବଲାଙ୍ଗିର ଜିଲ୍ଲା ଅମ୍ରେଚର କିକ୍‌ ବକ୍ସିଂ ସଂଘରୁ ଜଣେ ପ୍ରତିଯୋଗି ମନୋନିତ ହୋଇଛନ୍ତି । ସେ ଶେଖର କିକ୍‌ ବକ୍ସିଂ ଏକାଡେମୀର ଖେଳାଳି ଅଭିପ୍‌ସା ହୋତା
Read More...

କୃଷି ବିଶ୍ୱ ବିଦ୍ୟାଳୟ ଦାବୀରେ ଗର୍ଜିଲା ବଲାଙ୍ଗିର

କଂଗ୍ରେସ ୧୦ ବର୍ଷ ପୂର୍ବର ଘୋଷଣା କାର୍ଯ୍ୟକାରୀ କଲାନାହିଁ ବିଜେଡି ସରକାରବିପକ୍ଷରେ ଥିଲା ବେଳେ ଦାବି, ଶାସନକୁ ଆସିଲେ ପଛଘୁଞ୍ଜା ଦେଲା ବିଜେପି - ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମସିହା ବିଧାନସଭାରେ କେବିକେରେ ଦ୍ୱିତୀୟ କୃଷି ବିଶ୍ୱ ବିଦ୍ୟାଳୟ ଘୋଷଣା କରିଥିଲେ ମହାମହିମ
Read More...

ନୂଆଁଖାଇ ପାଇଁ ୨୯ ତାରିଖରେ ଛୁଟି ଘୋଷଣା

ଭୁବନେଶ୍ୱର : ଆଉ ଦିନକ ପରେ କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । ନୂଆଁଖାଇ ଅବସରରେ ପ୍ରତିବର୍ଷ ଛୁଟି ଘୋଷଣା କରାଯାଇଥାଏ । ଚଳିତ ବର୍ଷ ଅଗଷ୍ଟ ୨୯ ତାରିଖକୁ ଛୁଟି ଘୋଷଣା କରାଯାଇଛି । ଏ ନେଇ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ନୂଆଁଖାଇ
Read More...