Daily Archives

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ

ମହାକାଶ ଲକ୍ଷ୍ୟ ହାସଲ ଦିଗରେ ଭାରତର ସଫଳତାଯାତ୍ରା ଆତ୍ମନିର୍ଭରଶୀଳତା ସହ ଜଡ଼ିତ : ପ୍ରଧାନମନ୍ତ୍ରୀଭବିଷ୍ୟତ ମିଶନର ନେତୃତ୍ୱ ନେବା ପାଇଁ ଭାରତକୁ ୪୦-୫୦ ଜଣ ପ୍ରଶିକ୍ଷିତ ମହାକାଶଚାରୀଙ୍କ ଏକ ଗୋଷ୍ଠୀ ଗଠନ କରିବାକୁ ପଡିବ : ପ୍ରଧାନମନ୍ତ୍ରୀଭାରତ ପାଖରେ ଏବେ ଦୁଇଟି ରଣନୈତିକ ମିଶନ ଅଛି -
Read More...

ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ମଧୁବନ ରାଜସ୍ଥାନ, ଆଧ୍ୟାତ୍ମିକ ଚିନ୍ତା ଧାରା ବିଷୟରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ବିଦ୍ୟାଳୟର ପ୍ରକୋଷ୍ଠରେ ସଭା
Read More...

ରକ୍ତଦାନ ଶିବିର ଅନୁଷ୍ଠିତ : ୫୦ ୟୁନିଟ୍ ରକ୍ତ ସଂଗ୍ରହ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କଲେଜ ରାଉରକେଲାର ଯୁବ ରେଡକ୍ରସ ତରଫରୁ ରକ୍ତଦାନ ମହତ ଦାନକୁ ନେଇ ଏକ ସ୍ୱତନ୍ତ୍ର ରକ୍ତଦାନ ଶିବିର କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଡ. ରବିନ୍ଦ୍ର କୁମାର ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି
Read More...

ମାୟାବର୍ହା ହାଇସ୍କୁଲରେ ବଜ୍ର ପାତରୁ ସୁରକ୍ଷା ଓ ସାପ କାମୁଡାର ପ୍ରତିକାର ସଚେତନତା କର୍ମଶାଳା

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍ାଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ମାର୍ଗଦର୍ଶନରେ ବିଦ୍ୟାଳୟରେ ବଜ୍ରପାତ ଓ ସାପ କାମୁଡାର ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି
Read More...

ପଚାଶ ପ୍ରତିଶତକୁ ଛୁଇଁଲା ଇନ୍ଦ୍ରାବତୀ ଜଳ ଭଣ୍ଡାରର ଜଳସ୍ତର

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନ ଇତି ମଧ୍ୟରେ ଆରମ୍ଭ ହେବାର ଚାଳିଶ ଦିନ ବିତି ଯାଇଥିବା ବେଳେ ମଙ୍ଗଳବାର ସକାଳୁ ଜଳ ଭଣ୍ଡାରର ଜଳସ୍ତର ୫୦ପ୍ରତିଶତକୁ ଛୁଇଁ ଥିବାର ସୂଚନା ମିଳିଛି । ଗତ ଜୁଲାଇ ୧୧ତାରିଖ ଦିନ ଇନ୍ଦ୍ରାବତୀ ପ୍ରକଳ୍ପରୁ ଖରିଫ ଜଳ ସେଚନର
Read More...

ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ

କ୍ଷେତ୍ର ପରିଦର୍ଶନ ସହ ବିଭିନ୍ନ ବିଭାଗର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜନ କଲ୍ୟାଣକାରି ଯୋଜନାର କାର୍ଯ୍ୟକାରିତା ଉପରେ କଲେ ସମୀକ୍ଷା ବାରିପଦା, (ଦେବସ୍ମିତ ଚୌଧୁରୀ) : ବୟନ ଓ ହସ୍ତତନ୍ତ ବିଭାଗ ନିର୍ଦ୍ଦେଶକ ତଥା ଜିଲ୍ଲା ନୋଡାଲ ଅଧିକାରୀ ପ୍ରେମ ଚନ୍ଦ୍ର ଚୌଧାରୀ, ଭା. ପ୍ର.ସେ.
Read More...

ରାଜ୍ୟସ୍ତରୀୟ ଏନସିସି ଶିବିରରେ ମୟୁରଭଞ୍ଜ ପାଇଁ ଗୌରବ ଆଣିଲେ ଅସନଯୋଡ଼ା ପି ଏମ ଶ୍ରୀ ସ୍କୁଲ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭୁବନେଶ୍ୱର ସ୍ଥିତ ସୋଆ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ସମର ଶିକ୍ଷାର୍ଥୀ ବାହିନୀ ଶିବିରରେ ବାରିପଦା ନିକଟସ୍ଥ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଅସନଯୋଡ଼ାର ୩୫ ଜଣିଆ ଏନ ସି ସି ଟ୍ରୁପ ଅଂଶଗ୍ରହଣ କରିବା ସହ ଜିଲ୍ଲାପାଇଁ
Read More...

‘ଆତ୍ମହତ୍ୟା ନୁହେଁ, ଜୀବନ ଚାହେଁ’ ଉପରେ ମାରିସାର ସଚେତନତା

ବାରିପଦା, (ଦେବସ୍ମିତ ଚୌଧୁରୀ) : ସମ୍ପ୍ରତି ରାଜ୍ୟରେ ବଢ଼ୁଥିବା ଆତ୍ମହତ୍ୟାକୁ ନେଇ ମଙ୍ଗଳବାର ବାଇଗଣବାଡିଆସ୍ଥିତ ବିବି କଲେଜ ସମ୍ମୁଖରେ ମାସ୍ ଆଦିବାସୀ ରିଭୋଲ୍ୟୁସନାରୀ ୟୁଥ୍ ଏଣ୍ଡ ଷ୍ଟୁଡେଣ୍ଟ ଆସୋସିଏସନ୍ (ମାରିସା)ର ରାଜ୍ୟ ସଭାପତି ଅର୍ଜୁନ ମୁର୍ମୁଙ୍କ ନେତୃତ୍ୱରେ ଏକ ସଚେତନତା
Read More...

ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ସଚେତନତା ମୂଳକ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକଙ୍କ ସମ୍ପର୍କିତ ଗ୍ରାମପଞ୍ଚାୟତ ସ୍ତରୀୟ ପାରସ୍ପରିକ ବାର୍ତ୍ତାଲାପ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ଠେମରା ପଞ୍ଚାୟତ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିବାଜୀ ଇସଲୱାରଙ୍କ ଅକ୍ଷତାରେ ଅନୁଷ୍ଠିତ
Read More...

ଗାନ୍ଧୀ ମହାବିଦ୍ୟାଳୟରେ ରୋଟ୍ରାକ୍ଟ କ୍ଲବର ଅଧିଷ୍ଠାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିହ ରୋଟ୍ରାକ୍ଟ କ୍ଲବ ତରଫରୁ ଗାନ୍ଧୀ ମହାବିଦ୍ୟାଳୟଠାରେ ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରାଧ୍ୟାପକ ଅଶୋକ ବେହୁରା କ୍ଲବର ନୂତନ ସଭାପତି, ସମ୍ପାଦିକା ତଥା ରୋଟ୍ରାକ୍ଟରମାନଙ୍କୁ ସ୍ୱାଗତ
Read More...