Daily Archives

ବାରିପଦା ଠାରେ ପାଳିତ ହେଲା ଜିଲ୍ଲା ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ-୨୦୨୫

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚଳିତ ବର୍ଷ ସମଗ୍ର ଭାରତବର୍ଷ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ, ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ଏହି ପବିତ୍ର ଜାତୀୟ ଦିବସକୁ ହର୍ଷ ଓ ଉଲ୍ଲାସ ମଧ୍ୟରେ ପାଳନ କରାଯାଇଥିଲା । ଉକ୍ତ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ
Read More...

ଏବେ ବି ବିଜେଡି ପ୍ରୀତି ଛାଡି ନାହାଁନ୍ତି କେସିଙ୍ଗା ବ୍ଲକ ପ୍ରଶାସନ ଅଧିକାରୀ :
ସାମ୍ବାଦିକଙ୍କ ସହ ବିଜେପି ଦଳୀୟ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଗତକାଲି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓ ସେ ପାଣ୍ଠିରୁ ୬୨ ଲକ୍ଷ ୨୦ ହଜାର ଟଙ୍କା ବିନିମୟରେ ନୂତନ କୋଠା ନିର୍ମାଣର ଉଦଘାଟନ କରାଯାଇଥିବା ବେଳେ କେସିଙ୍ଗା ସାମ୍ବାଦିକ ଙ୍କ ସହ ବିଜେପି ଦଳୀୟ କର୍ମୀମାନଙ୍କୁ
Read More...

ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ : ଜିଲ୍ଲାପାଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ । ସ୍ୱାଧୀନତା ପ୍ରାପ୍ତି ନିମନ୍ତେ ଘୁମୁସରର ଅବଦାନ ପ୍ରସଙ୍ଗକୁ ଅବଲୋକନ କଲେ ମନରେ ସ୍ୱତଃ ରୋମାଞ୍ଚକର ଶିହରଣ ଖେଳିଯାଏ । ଗଞ୍ଜାମ ଜିଲ୍ଲାର ଘୁମୁସର ବିଦ୍ରୋହର ସଂଗ୍ରାମୀ ଦୋରା ବିଷୋୟୀ ଓ ଚକରା
Read More...

ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଆସନ୍ତା ୧୮ ଅଗଷ୍ଟରୁ ଅଣ-ରାଜସ୍ୱ କାର୍ଯ୍ୟ ବନ୍ଦ ଘୋଷଣା

ନୂଆପଡା, (ସନ୍ତୋଷ ପଟ୍ଟନାୟକ ) : ଓଡ଼ିଶା ରାଜ୍ୟ ରାଜସ୍ୱ କ୍ଷେତ୍ର ଅଧିକାରୀ ସଂଘର ଆସନ୍ତା ୧୮ ଅଗଷ୍ଟରୁ କଲମ ୨ ସଂଶୋଧନ (C2C) ଏବଂ ସମସ୍ତ ଅଣ-ରାଜସ୍ୱ କାର୍ଯ୍ୟ ବନ୍ଦ କରିବାକୁ ଘୋଷଣା ଭୁବନେଶ୍ୱର, ୧୬ ଅଗଷ୍ଟ: ରାଜ୍ୟବ୍ୟାପୀ ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ ଅସହ୍ୟ କାର୍ଯ୍ୟଭାର,
Read More...

ପଦ୍ମପୁରରେ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ

ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କଲେ ଉପ ଜିଲ୍ଲାପାଳ ସ୍ନେହା ଅର୍ଗୁଲା ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଆର୍.ବି.ହାଇସ୍କୁଲ ପଡିଆଠାରେ ୭୯ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ
Read More...

ନିଟ୍ରାର ୭୯ତମ ସ୍ୱାଧୀନତା ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ନିଟ୍ରା ରାଉରକେଲା, ଏନ୍ଆଇଟି ପୂର୍ବତନ ଛାତ୍ର ସଂଘ ସେକ୍ଟର ୪ ସ୍ଥିତ ନିଟ୍ରା ଭବନଠାରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିଛି । ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର କେ . ଉମାମହେଶ୍ୱର ରାଓ ମୁଖ୍ୟଅତିଥି ଭାବେ ଯୋଗଦେଇ, ନିଟ୍ରା ସଭାପତି ଇଂ ଏଫ. ସି. ମହାନ୍ତି
Read More...

ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସ୍ୱତନ୍ତ୍ର ପିଟିଏମ୍ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏ‌ସି ଅନ୍ତର୍ଗତ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପିତୃମାତୃ ଶିକ୍ଷକ ସଂଘ ତଥା ପରିଚାଳନା ସମିତି ଏବଂ ଆସ ସ୍କୁଲ ଯିବା କମିଟୀର ସଦସ୍ୟ ସଦସ୍ୟାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପିଟିଏମ୍ ଅସ୍ଥାୟୀ ସଭାପତି ଟୁନା ସୁନାଙ୍କ ଅଧ୍ୟକ୍ଷତାରେ
Read More...

୭୯ତମ ସ୍ୱାଧୀନତା ଦିବସ ଅବସରରେ

ରାଉରକେଲା : ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଫଳ ବଂଟନ ରାଉରକେଲା- ୭୯ତମ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ ଓ ବିପିନ ବିହାରୀ ପଟ୍ଟନାୟକଙ୍କ ତତ୍ୱବଧାନରେ ରାଉରକେଲା ସରକାରୀ ଡାକ୍ତରଖାନାରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଛି । ଆଜି ଦିବସର
Read More...

ସିଭିଲ ଚାର୍ଜର୍ସ କ୍ଲବ ଗଣେଶ ପୂଜାର ମୁଖ୍ୟ ଆକର୍ଷଣ ହେବ ଖାଟୁଶ୍ୟାମ ମନ୍ଦିର ତୋରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସ୍ଥିତ ସିଭିଲ ଚାର୍ଜର୍ସ କ୍ଲବର ୧୮ତମ ଶ୍ରୀ ଶ୍ରୀ ଗଣେଶ ପୂଜା କମିଟି ତରଫରୁ ବିଶାଳ ଓ ଭବ୍ୟ ଗଣେଶ ମୂର୍ତ୍ତି ସହ ତୋରଣ ଏଥର ଆକର୍ଷଣର କେନ୍ଦ୍ରବିନ୍ଦୁ ହେବବୋଲି ମଡର୍ଣ୍ଣ ପଡ଼ିଆଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି
Read More...

ଅଭିଭାବକ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ତୃତୀୟ ଅଭିଭାବକ ବୈଠକ ପ୍ରଧାନ ଶିକ୍ଷକ ଡ଼ ଦ୍ଵାଦଶ କୁମାର ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଶିକ୍ଷୟିତ୍ରୀ ନିରୁପମା ସାହୁ, ସରୋଜ ପ୍ରଧାନ ଦୀପ ପ୍ରଜ୍ୱଳନ କରି ଉଦଘାଟନ
Read More...