Daily Archives

ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଦୁର୍ଗାବାହିନୀ ଓ ବଜରଙ୍ଗ ଦଳ ପକ୍ଷରୁ ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ଅତି ଜରୁରୀକାଳୀନ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ ଓ ପୋଲିସ ବିଭାଗ କାର୍ଯ୍ୟାଳୟକୁ ଯାଇ ସମସ୍ତ କର୍ମଚାରୀଙ୍କୁ
Read More...

ମୁରିବାହାଲ ବ୍ଲକ ଜିନ୍ଦାବାଦ ସଂଗଠନ ପକ୍ଷରୁ ବିଶ୍ଵ ଆଦିବାସୀ ଦିବସରେ ରେଞ୍ଜ କାର୍ଯ୍ୟାଳୟ ଘେରାଉ

୧୭ଦଫା ଦାବିପତ୍ର ପ୍ରଦାନ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ମୁରିବାହାଲ ଓ ଟିଟିଲାଗଡ ବ୍ଲକର ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଅଧିକାର ସ୍ଵୀକୃତି ଆଇନ- ୨୦୦୬, ସଂଶୋଧିତ ନିୟମ-୨୦୧୨କୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା
Read More...

ଠିକାସଂସ୍ଥାର ମନାମାନି ଯୋଗୁଁ ସ୍କୁଲ ପାଚେରୀ ଭାଙ୍ଗିଲା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଅନ୍ତର୍ଗତ ଭାଲୁଡୁଙ୍ଗରି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ପାଚେରୀକୁ ଏକ ଠିକାସଂସ୍ଥାର ଜେସିବି ଭାଙ୍ଗି ଦେଇଥିବା ଭଳି ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଶୁକ୍ରବାର ସକାଳ
Read More...

ଜାମପଡା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦାଫାଶ କଲା ପୋଲିସ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ତଥା ସିନ୍ଧେକେଲା ଥାନା ଜାମଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ଜାମପଡ଼ା ଗ୍ରାମର ସନ୍ତୋଷ ରଣା ହତ୍ୟାକାଣ୍ଡର ପର୍ଦାଫାଶ କରିଛି ପୋଲିସ । ଜାମପଡ଼ା ଗାଁ ନିକଟସ୍ଥ ମଞ୍ଜୁରମୁଡା ଡ଼ଙ୍ଗର ନିକଟରେ ଏକ ମୃତଦେହ
Read More...

ବିଶ୍ୱ ଆଦିବାସୀ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇଚ୍ଛାପଡା ସ୍ଥିତ ଶବରୀ ନାରାୟଣ ମନ୍ଦିର ଧର୍ମଶାଳା ପରିସରରେ ଆଦିବାସୀ ଅଧିକାର ମହାସଂଘ ଆନୁକୁଲ୍ୟରେ ସଭାପତି ମୟ ପ୍ରଧାନୀଙ୍କ ସଭାପତିତ୍ୱରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରଣଜିତ ବେହେରା, ସମ୍ମାନିତ ଅତିଥି ଚମାର ସିଂ
Read More...

ନରେନ୍ଦ୍ର କବାଟଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ବରପାଲିପଡା ନିବାସୀ ତଥା ସାମାଜିକ ସଂଗଠକ ନରେନ୍ଦ୍ର କବାଟ (୬୫)ଙ୍କ ଆଜି ପରଲୋକ ହୋଇଯାଇଛି । ଏହି ଖବର ପ୍ରଚାର ହେବା ପରେ ବଲାଙ୍ଗିର ସହରରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକଙ୍କ ସୁତ୍ରରୁ ପ୍ରକାଶ ଯେ, ସେ ଗତକିଛି ଦିନ ହେଲା ସେ
Read More...

ରତାଖଣ୍ଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ରତାଖଣ୍ଡି ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପଞ୍ଚସଖା ସେତୁ ଯୋଜନାର ଅଧ୍ୟକ୍ଷ ଭାଗରଥୀ ମେହେର ଯୋଗଦେଇ ପିଲାଙ୍କୁ ସଂସ୍କୃତର ମହତ୍ତ୍ଵ ବିଷୟରେ ସୂଚନା
Read More...

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ପାଳନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥିତ ଶ୍ରୀରାମନଗର ଠାରେ ଅବସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ରକ୍ଷାବନ୍ଧନ ଉତ୍ସବ ତଥା ପ୍ରକୃତିବନ୍ଧନ କାର୍ଯ୍ୟକ୍ରମ ବର୍ଣ୍ଣାଢ଼୍ୟ ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ରୂପେ ରୋଟାରୀୟାନ୍ ପ୍ରଫୁଲ୍ଲ
Read More...

ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ପ୍ରଦାନ ଅବସରରେ ଆର୍‌ଏମ୍‌ସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ମହିଳାମାନଙ୍କ ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରୁଛି 'ସୁଭଦ୍ରା' ଯୋଜନା ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟର ମହିଳାମାନଙ୍କୁ ସରକାରଙ୍କ ତରଫରୁ ରକ୍ଷା ବନ୍ଧନର ଭେଟି ସ୍ଵରୂପ 'ସୁଭଦ୍ରା' ଯୋଜନାର ତୃତୀୟ କିସ୍ତି ପ୍ରଦାନ କରାଯାଇଛି ।
Read More...

ନାଟ୍ୟ କର୍ମଶାଳା ଉଦଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ, ଓଡ଼ିଶା ନାଟ୍ୟ ସଂଘ ଓ ରାଉରକେଲା ଇସ୍ପାତ କାରଖାନାର ମିଳିତ ଆନୁକୂଲ୍ୟରେ ଆୟୋଜିତ ୧୫ ଦିନିଆ ପ୍ରଯୋଜନା ଭିତ୍ତିକ ନାଟ୍ୟ କର୍ମଶାଳା ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରେକ୍ଷାଳୟଠାରେ ଆନୁଷ୍ଠାନିକ
Read More...