Daily Archives

ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ବିଶ୍ୱରେ ସରକାରୀ ତଥା ବେସରକାରୀ ସ୍ତରରେ କର୍ମଶାଳା, ବୈଠକ, ଆଲୋଚନା ତଥା ରେଲି ମାଧ୍ୟ୍ୟମ ଲରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ କ୍ରାଏ କଲିକତା ତରଫରୁ ପାଟଣାଗଡ ବ୍ଲକ
Read More...

ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ଗଙ୍ଗାଧର ମେହେରଙ୍କ ରଚିତ କବିତା ଆବୃତ୍ତି ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସହରର ଅନ୍ୟତମ ପୁରାତନ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ପକ୍ଷରୁ ସେକ୍ଟର-୭ ସ୍ଥିତ ସଂସଦ କାର୍ଯ୍ୟାଳୟଠାରେ ସ୍ୱଭାବ ଗଙ୍ଗାଧର ମେହେର ରଚିତ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଉରକେଲାର ବିଭିନ୍ନ
Read More...

ଜଡ଼ିବୁଟି ଦିବସରେ ଔଷଧୀୟ ଚାରା ରୋପଣ କଲେ ପତଞ୍ଜଳି ଯୋଗ ପରିବାର

ରାଉରକେଲା, (ସସ୍ମିତା ପ୍ରଧାନ) : ଆୟୁର୍ବେଦ ଶିରୋମଣି ଆଚାର୍ଯ୍ୟ ବାଳକ୍ରୀଷ୍ଣଜୀଙ୍କ ଜନ୍ମ ଦିବସକୁ ଜଡ଼ିବୁଟି ଦିବସ ରୂପେ ପ୍ରତି ବର୍ଷ ଅଗଷ୍ଟ ମାସ ୪ ତାରିଖରେ ପତଞ୍ଜଳି ଯୋଗ ପରିବାର ତରଫରୁ ସମଗ୍ର ଦେଶରେ ପାଳନ କରାଯାଉଛି । ସୁନ୍ଦରଗଡ ଜିଲ୍ଲା ପତାଞ୍ଜଳି ଯୋଗ ପରିବାର ତରଫରୁ ଜଡ଼ିବୁଟି
Read More...

ତ୍ରୟମ୍ୱକମ ଆଧ୍ୟାତ୍ମିକ ଲୋକ ମହୋତ୍ସବ

କଟକ, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ କପିଳାଶ, ଧବଳେଶ୍ଵର ଏବଂ ଲିଙ୍ଗରାଜ ଠାରେ ୭୬ ତମ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ତ୍ରୟମ୍ୱକମ ଆଧ୍ୟାତ୍ମିକ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କାଉଡ଼ିଆ ସଂସ୍କୃତିକୁ ପ୍ରଚାର କରିବା ପାଇଁ କୈବଲ୍ୟ ସାହିତ୍ୟ ସଂସଦର
Read More...

ସମ୍ବଲପୁରୀ ଗଣବେଶ ପାଇଁ ଅଞ୍ଚଳ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପାଖରେ ଏବିଭିପିର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ରକୁ ନେଇ ପଦ୍ମପୁରରେ ବଢୁଛି ଚାହିଦା । ଗତ ଶନିବାର ଦିନ ବୋଡ଼ାସମ୍ବର ମେହେର (ଭୁଲିଆ) ଯୁବାମଞ୍ଚ ତରଫରୁ ଅଞ୍ଚଳ ମହା ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ସମ୍ବଲପୁରୀ ଗଣବେଶ ଲାଗୁ କରିବା ପାଇଁ ଅନୁରୋଧ କରାଯାଇଥିଲା । ତେବେ ସେହି ବିଷୟ ଆଉ ଗୋଟିଏ
Read More...

ସାହାରା ଇଣ୍ଡିଆ ହିତାଧିକାରୀଙ୍କ ଜମା ଟଙ୍କା ସବୁ ଫେରସ୍ତ ପାଇଁ ଯୁବ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଆଜି ସାହାରା ଇଣ୍ଡିଆ ହିତାଧିକାରୀଙ୍କ ଜମା ଟଙ୍କା ସବୁ ଫେରସ୍ତ ପାଇବା ପାଇଁ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଯୁବ ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଧେଶ୍ୟରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ
Read More...

ବଲାଙ୍ଗିରରେ ଟ୍ରେନ୍‌ ଟ୍ରାକ୍‌ରେ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଟ୍ରେନ୍‌ ଟ୍ରାକ୍‌ରେ ଆତ୍ମହତ୍ୟା କଲେ ଯୁବକ । ହ୍ୱାଟ୍‌ସ୍‌ଅପ୍‌ରେ ଫେମିଲିର ଷ୍ଟାଟ୍‌ସ୍‌ ଦେବା ସହ ନିଜ ସ୍ତ୍ରୀ ଓ ତାଙ୍କ ବଡ଼ ଭାଇକୁ ସରି ଆଇ କୁଇଟ୍‌ ମାଇଁ ଲାଇଭ୍‌ କହି ଜୀବନ ହାରି ଦେଇଛନ୍ତି ଜଣେ ଯୁବକ । ଯୁବକ ଜଣକ ବଲାଙ୍ଗିର ସହରର
Read More...

ଗୁଡ଼ଭେଲାରେ ଅଭିଯୋଗ ଶୁଣାଣି ଶିବିର

ଗୁଡ଼ଭେଲା, (ଖୁସିରାନୀ ସାହୁ ) : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ଓ ଏସ୍‌ପିଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୦ଟି ଅଭିଯୋଗ ହୋଇ ଥିବାବେଳେ ତୁଷୁରା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ଗୃହ, ରାସ୍ତା ସମସ୍ୟା ଓ
Read More...

ଟିଟିଲାଗଡ଼ ପୌରପରିଷଦ ତରଫରୁ ବାସସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ : ଆମ୍ବବନ୍ଧପଡ଼ା ବାସିନ୍ଦା ଗରିବ ସେନା ସଭାପତିଙ୍କ…

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୪ ଆମ୍ବବନ୍ଧପଡ଼ା ନିବାସୀଙ୍କୁ ଗତ ଏକ ବର୍ଷ ହେବ ବାସସ୍ଥାନ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେମାନଙ୍କୁ ଥଇଥାନ କରିବା ଉଦ୍ଦେଶ୍ୟରେ ଓଲ୍ଡ ଟ୍ୟାନେରୀ ପାଖରେ ସମସ୍ତଙ୍କୁ ଜାଗା ଚିହ୍ନଟ
Read More...

ଦୟାନିଧି ମିଶ୍ରଙ୍କ ସାହିତ୍ୟ ସମ୍ପର୍କିତ ଏକଦିବସୀୟ ଆଲୋଚନା ଚକ୍ର

ବରଗଡ, (ମୁନ୍ନା ସାହୁ) : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଦୟାନିଧି ମିଶ୍ର ସ୍ମୃତି କମିଟି, ବରପାଲି ଓ ଓଡ଼ିଆ ବିଭାଗ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର ମିଳିତ ସହଯୋଗରେ " ସାହିତ୍ୟିକ ଦୟାନିଧି ମିଶ୍ରଙ୍କ କୃତି ଓ କୃତିତ୍ୱ " ଶୀର୍ଷକ ଏକ ଆଲୋଚନାଚକ୍ର ବିଶ୍ଵବିଦ୍ୟାଳୟ ପରିସରରେ
Read More...