Daily Archives

ଦନ୍ଦରା ଗାଁ ଚାଷୀ ଆତ୍ମହତ୍ୟା ଘଟଣା : ପରିବାର ନିକଟରେ ପହଞ୍ଚିଲେ ବିଜେଡି ନେତା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ଅଧିନସ୍ଥ ମୁରିବାହାଲ ବ୍ଲକ ଡଙ୍ଗରପଡା ପଞ୍ଚାୟତ ଅଧିନସ୍ଥ ଦନ୍ଦରା ଗାଁର ଚାଷୀ ରାଜକୁମାର ପାତ୍ର ନିଜ ଚାଷ ଜମିର ବିଷ ପିଇ ଆତ୍ମହତ୍ୟା କରିଥଲେ ।। ରାଜକୁମାର ନିଜ ଜମିରେ ଚାଷ କରିବା ସହ ଅନ୍ୟ
Read More...

ତେନ୍ତୁଳିଖୁଣ୍ଟି ସ୍କୁଲରେ ଅଘଟଣ : ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସଦର ମହକୁମା ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଧ୍ୟାହ୍ନ ଭୋଜନରେ ଏକ ମଲା ଝିଟିପିଟି ପଡ଼ିଥିବା ବେଳେ ଏହି ଖାଦ୍ୟ ଖାଇ ୯୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର
Read More...

ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଏକଦିବସୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ଵ, ଗୁରୁମା ସନ୍ଧ୍ୟାରାଣୀ ସାମନ୍ତ ଓ ପୁଷ୍ପାଞ୍ଜଳି
Read More...

ରାମଚଣ୍ଡୀ ମନ୍ଦିରରେ ବୃକ୍ଷ ରୋପଣ

ବରଗଡ, (ମୁନ୍ନା ସାହୁ ) : ବରଗଡ ଜିଲ୍ଲା ଅତାବିରା ବ୍ଲକ ଲାଦେର୍ପଲୀ ରାମଚଣ୍ଡୀ ମନ୍ଦିରଠାରେ ଅନୁଷ୍ଠିତ ସମ୍ବଲପୁରୀ ଦିନ୍ ଲେଥା ପ୍ରଦର୍ଶନୀ ଅବସରେ ରାଜ୍ୟ ସରକାର ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ଫଳ ଓ ଔଷଧୀୟ ବୃକ୍ଷ ରୋପଣ କରଯାଇଥିଲା ।
Read More...

ଚାଷୀଙ୍କ ଫସଲ ବୀମା କରୁଥିବା ବେସରକାରୀ ବୀମା କମ୍ପାନୀର ଶୋଷଣ ବିରୁଦ୍ଧରେ କଂଗ୍ରେସର ଆନ୍ଦୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପୂର୍ବରୁ ସରକାରୀ କୃଷି ବୀମା ସରକାରୀ ବୀମା କମ୍ପାନୀମାନଙ୍କ ଅଧିନସ୍ଥ ଥିବା ବେଳେ ଭାଜପା ସରକାର ରିଲାଏନ୍ସ ପ୍ରୀତି ପାଇଁ ଏହାକୁ ରିଲାଏନ୍ସ ବୀମା କମ୍ପାନୀର ବୀମାଭୁକ୍ତ କରାଇଛନ୍ତି । ଏହି କମ୍ପାନୀ ଶୋଷଣ କରି କୋଟି କୋଟି ଟଙ୍କା ପ୍ରିମିୟମ
Read More...

ସେକ୍ଟର ୧୯ ଥାନାରେ ଆମ ପୋଲିସର ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନାରେ ଆମ ପୁଲିସର ବୈଠକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ପୁଲିସର ଆବାହକ ଡ଼ଃ ସୁମନ ଦତ୍ତଙ୍କ ଆବାହକତ୍ଵ ଓ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆମ ପୁଲିସର
Read More...

ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅନ୍ତର୍ଗତ ସର୍ଗିବାହାଲ ସରସ୍ଵତୀ ଶିଶୁ ମନ୍ଦିରଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ଗିବାହାଲ ଆଦିବାସୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁଶ୍ରୀ ନିହାରୀକା ଦଳପତି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦୀପ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ସମ୍ବଲପୁରୀ ଗଣବେଶ କରିବା ପାଇଁ ବୋଡ଼ାସମ୍ବର ମେହେର ଯୁବାମଞ୍ଚର ଦାବିପତ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ ବସ୍ତ୍ର ହେଉଛି ପଶ୍ଚିମ ଓଡ଼ିଶାର ଅସ୍ମିତାର ପରିଚୟ । ଭୁଲିଆ ସମାଜର ବୁଣାକାରମାନେ ଦିନ ରାତି କଠିନ ପରିଶ୍ରମ କରି ସମ୍ବଲପୁରୀ ବସ୍ତ୍ର ତିଆରି କରିଥାନ୍ତି । ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଅଞ୍ଚଳରେ ଏହାର ବିକ୍ରି ମଧ୍ୟ ଭୁଲିଆ ସମାଜର
Read More...

ପ୍ରିୟ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀଙ୍କ ସେବାନିବୃତ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡ଼ିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ହିନ୍ଦୀ ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
Read More...

ଫେରାର୍ ଦୁର୍ଦ୍ଧାନ୍ତ ଅପରାଧୀ ସୁନୀଲ ନାହାକଙ୍କୁ ଏନକାଉଣ୍ଟର ପୋଲିସର ସଫଳତା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ପୋଲିସ ଜିଲ୍ଲା ଅର୍ନ୍ତଗତ ଗୋଳନ୍ଥରା ଥାନା ପକ୍ଷରୁ ଜଣେ ଦୁର୍ଦ୍ଧାନ୍ତ ଅପରାଧୀଙ୍କୁ ଗତାକାଲି ଏନକାଉଣ୍ଟର କରାଯାଇଛି । ଏନକାଉଣ୍ଟରରେ ସୁନୀଲର ଲେଫ୍ଟ ଗୋଡ଼କୁ ଗୁଳି ବାଜିଥିବା ସୂଚନା ରହିଛି । ପୋଲିସ ଏନକାଉଣ୍ଟରେ ଦୁର୍ଦ୍ଧାନ୍ତ
Read More...