Monthly Archives

July 2025

ଗ୍ରୀଷ୍ମକାଳୀନ ଶିଶୁ ନାଟ୍ୟ କର୍ମଶାଳା ଅନୁଷ୍ଠିତ

ବାରିପଦା, (ଦେବସ୍ମିତ ଚୌଧୁରୀ) ବାରିପଦା ସ୍ଥାନୀୟ ତକତପୁର (ମହାରାଜପୁର) ସ୍ଥିତ ଓ ଆର ଡି କେନ୍ଦ୍ରରେ ଜାତୀୟ ନାଟ୍ୟ ବିଦ୍ୟାଳୟ, ଦିଲ୍ଲୀ ଆନୁକୂଲ୍ୟରେ ଏକ ମାସ ଧରି ଗ୍ରୀଷ୍ମକାଳୀନ ଶିଶୁ ନାଟ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଓ ଆରଡି କେନ୍ଦ୍ର ଓ ପୂର୍ଣ୍ଣଚନ୍ଦ୍ର ପୁର
Read More...

ବନ ମହୋତ୍ସବ ୨୦୨୫ ପାଳିତ

ଲୋଇସିଂହା, (କେପିଏନ୍‌ଏସ୍‌) : ବଂଶୀଧର ମେମୋରିଆଲ୍‌ ଉଚ୍ଚ ବିଦ୍ୟାଳୟ ବକଟିରେ ବନ ମହୋତ୍ସବ ୨୦୨୫ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସଚ୍ଚିଦାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ବିଜୟାନନ୍ଦ ପାଢୀ ଓ ସହକାରୀ ଶିକ୍ଷକ ସରୋଜ କୁମାର ବାରିକ
Read More...

ହାଣ୍ଡିଧୁଆ ବିଦ୍ୟାଳୟର ରୂପାନ୍ତରଣ ପ୍ରକଳ୍ପ ଶୁଭାରମ୍ଭ

ତାଳଚେର : ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପ ଶୁଭାରମ୍ଭ । ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାଣ୍ଡିଧୁଆ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ୧ କୋଟି ୩୭ ଲକ୍ଷ ଟଙ୍କାର ବିଭିନ୍ନ
Read More...

ବଲାଙ୍ଗିର ସିନିୟର ନକଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଷଷ୍ଠ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଜିଲ୍ଲାର ଆଜି ୮ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଟାଉନ ହାଇସ୍କୁଲ ପଡିଆରେ ସିସିଏଫ୍‌ଏ ୧୦-୦ ଗୋଲରେ ଘୁଚେପାଲିକୁ ହରାଇଛି । ଅତିଥି ଭାବେ ପୂର୍ବତନ ଖେଳାଳି ଲୋକନାଥ ନେପାକ ଓ କାଳେନ୍ଦ୍ର
Read More...

ଲଡୁଗାଁ ବାନେର ରାସ୍ତା ଅବସ୍ଥା ଶୋଚନୀୟ : ରାସ୍ତା ନିର୍ମାଣ କେବେ ହେବ ସ୍ୱପ୍ନ ଦେଖୁଛନ୍ତି ଅଞ୍ଚଳବାସୀ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁରୁ ଜୟପାଟଣା ବ୍ଲକ ବାନେରକୁ ସଂଯୋଗ କରୁଥିବା ୧୪କିମି ରାସ୍ତାର ଅବସ୍ଥା ଦୀର୍ଘ ବର୍ଷ ହେବ ଅତି ଶୋଚନୀୟ ହୋଇପଡ଼ିଛି । ଅଞ୍ଚଳବାସୀ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ ଓ ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନର ପ୍ରତିଶ୍ରୁତି ତଳେ
Read More...

“ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ପାଳନ “

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାଠାରେ ଜାତୀୟ ବୈଦ୍ୟୁତିକ ନିରାପତ୍ତା ସପ୍ତାହ ଅବସରରେ ଏକ ଆଲୋଚନା ଚକ୍ର ଏବଂ ବିଦ୍ୟୁତ ସୁରକ୍ଷା ଓ ବ୍ୟବହାର ଉପରେ ସଚେତନତା କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ଆନନ୍ଦ ବଡ଼ପଣ୍ଡାଙ୍କ ସଭାପତିତ୍ୱରେ
Read More...

ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକମାନଙ୍କର ଜବରଦସ୍ତ ଦକ୍ଷିଣା ଆଦାୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଆଦ୍ୟାଶକ୍ତି ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରରେ ପୂଜକମାନଙ୍କର ଜବରଦସ୍ତ ଦକ୍ଷିଣା ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ଆଦାୟ ଭକ୍ତଜନଙ୍କଠାରୁ ଜବରଦସ୍ତ ଦକ୍ଷିଣା ମାଗିବା ଅବା ଆଦାୟ କରିବା ନେଇ ବିଭିନ୍ନ ମହଲରେ
Read More...

ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ସବୁଜ ସୁନ୍ଦର ଅନୁଗୁଳ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ସଂକଳ୍ପ ନେଲେ…

ତାଳଚେର : ତାଳଚେର ହାଣ୍ଡିଧୁଆ ଗ୍ରାମର ଖେଳପଡ଼ିଆ ଏବଂ ଗୋପାଳପ୍ରସାଦ ରିଜର୍ଭ ଫରେଷ୍ଟରେ ପୃଥକ ପୃଥକ ଭାବରେ “ଏକ୍ ପେଡ୍ ମା’ କେ ନାମ ୨.୦” ବୃକ୍ଷରୋପଣ ଅଭିଯାନ ଓ ୭୬ତମ ବନମହୋତ୍ସବ-୨୦୨୫ରେ ଯୋଗଦେଇଛନ୍ତି । ଏହି ଅବସରରେ ସେ ସ୍କୁଲ ଛାତ୍ରଛାତ୍ରୀ ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟମାନଙ୍କ
Read More...

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର : ତଦନ୍ତ କରୁଛି ପୋଲିସ

ବ୍ରହ୍ମବରଦା : ବ୍ରାହ୍ମଣୀ ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତଦେହ ବହୁ ଦିନର ହୋଇଥିବା ଅନୁମାନ କରାଯାଉଛି । ଯାଜପୁର ଜିଲ୍ଲା ବ୍ରହ୍ମବରଦା ଥାନା ଅନ୍ତର୍ଗତ ଝାଲପଡ଼ା ନିକଟ ବିଶ୍ଵାଳ ସାହି ନଦୀ କୂଳରେ ମୃତ ମହିଳା ଭାସୁଥିବାର ଦେଖିବାକୁ ମିଳିଥିଲା । ସୂଚନା ମୁତାବକ, ଗୁରୁବାର
Read More...

ଜୁଲାଇ ୫ରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ଶନିବାର, ୦୫ ଜୁଲାଇ ୨୦୨୫ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ସହିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି । ଏହି ଗସ୍ତ ସମୟରେ, ଶ୍ରୀ ପ୍ରଧାନ ଏକ ପ୍ରମୁଖ
Read More...