Monthly Archives

July 2025

କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆସନ୍ତାକାଲି ରାଞ୍ଚିରେ ସାବିତ୍ରୀବାଇ ଫୁଲେ ଜାତୀୟ ମହିଳା ଏବଂ ଶିଶୁ ବିକାଶ…

ଏହି ନୂତନ ଆଞ୍ଚଳିକ କେନ୍ଦ୍ର ଭାରତର ପୂର୍ବାଞ୍ଚଳରେ କ୍ଷମତା ନିର୍ମାଣ ପ୍ରୟାସର ବିକେନ୍ଦ୍ରୀକରଣ ଏବଂ ସେବା ପ୍ରଦାନକୁ ଉନ୍ନତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ହେବଏହି ନୂତନ ଆଞ୍ଚଳିକ କେନ୍ଦ୍ର ବିଶେଷ ଭାବେ ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପଗୁଡ଼ିକର ତାଲିମ ଏବଂ ଗବେଷଣା ଆବଶ୍ୟକତାକୁ
Read More...

ଟେଲିଭିଜନ୍ ରେଟିଂ ଲାଗି ଏକାଧିକ ସଂସ୍ଥାକୁ ଅନୁମତି ଦେବା କ୍ଷେତ୍ରରେ ରହିଥିବା ପ୍ରତିବନ୍ଧକ ଉଚ୍ଛେଦ

• ନୂଆ ବ୍ୟବସ୍ଥା ସୁସ୍ଥ ପ୍ରତିଯୋଗିତାକୁ ପ୍ରୋତ୍ସାହିତ କରିବ, ନୂତନ ପ୍ରଯୁକ୍ତିବିଦ୍ୟା ଆଣିବ ଏବଂ ଆଧୁନିକ ଟିଭି ଦେଖିବା ଅଭ୍ୟାସ ସହିତ ସମନ୍ୱୟ ସ୍ଥାପନ କରିବ• ନୂତନ ଟିଆରପି ଚିଠା ନୀତିର ଲକ୍ଷ୍ୟ ହେଉଛି ଷ୍ଟ୍ରିମିଂ ଏବଂ ମୋବାଇଲ୍ ଦର୍ଶକଙ୍କ ସଂଖ୍ୟା ହିସାବରେ ଥିବା ବ୍ୟବଧାନକୁ ଦୂର
Read More...

ଅନୁଗୋଳ ‘ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ନୂତନ ଗୃହ ପାଇଁ ଭୂମିପୂଜନ କଲେ କେନ୍ଦ୍ରମନ୍ତ୍ରୀ ଶିକ୍ଷକଙ୍କ…

• ଶିକ୍ଷା ଏବଂ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧିରେ ଏଆଇର ଉପଯୋଗ ବର୍ତ୍ତମାନ ସମୟର ଆବଶ୍ୟକତା• ପ୍ରଥିତଯଶା କବି ପଦ୍ମଶ୍ରୀ ରାଧାନାଥ ଗଡ଼ନାୟକଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେଲେ ଛେଣ୍ଡିପଦା, (ପିଆଇବି) : ଜୁଲାଇ ୩ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର
Read More...

ଘାନା ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ବୋଧନ
ଆମ ପାଇଁ ଗଣତନ୍ତ୍ର କେବଳ ଏକ ବ୍ୟବସ୍ଥା ନୁହେଁ, ଏହା ଆମର

● ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ପ୍ରତିନିଧି ଭାବରେ, ମୁଁ ମୋ ସହିତ ୧.୪ ବିଲିୟନ ଭାରତୀୟଙ୍କ ସଦିଚ୍ଛା ଏବଂ ଶୁଭେଚ୍ଛା ଆଣିଛି : ପ୍ରଧାନମନ୍ତ୍ରୀ● ପ୍ରକୃତ ଗଣତନ୍ତ୍ର ଆଲୋଚନା ଏବଂ ବିତର୍କକୁ ପ୍ରୋତ୍ସାହିତ କରେ ; ଏହା ଲୋକଙ୍କୁ ଏକାଠି କରେ ; ଏହା ମର୍ଯ୍ୟାଦାକୁ ସମର୍ଥନ କରେ ଏବଂ
Read More...

ରାମ ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ରାଜାଘର ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଧ୍ୟାତ୍ମିକ ବାତାବରଣ ବେଶ୍ ଉଲ୍ଲସିତ କରିଛି । ସରସ ସୁନ୍ଦର ଭାବେ ପ୍ରତିଦିନ ସନ୍ଧ୍ୟାରେ ଶ୍ରୀ ଜୀଉଙ୍କ ବେଶ୍ ଧାରଣ ମଧ୍ୟ ଖୁବ୍ ଚିତ୍ତାକର୍ଷକ ଓ ଆକର୍ଷଣୀୟ ହୋଇପାରିଛି । ଯାହାକି ଦୈନିକ
Read More...

ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶୁଖା କ୍ଲଷ୍ଟର ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଶୁଖା ଠାରେ ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ ପାଳିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଫକିର ସାଙ୍କର ସଭାପତିତ୍ୱରେ
Read More...

ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

ବରଗଡ, (ମୁନ୍ନା ସାହୁ) : ସଂଯୁକ୍ତ କୃଷକ ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ରବିରୁତୁ ଧାନ ବିକ୍ରି ପାଇଁ ଅନେକ ସୋସାଇଟିରେ ନକଲି ଧାନ କାର୍ଡ ତିଆରି କରାଯାଇଛି ଯାହାକୁ ନେଇ ପ୍ରକୃତ ଚାଷୀ ଧାନ କିଣାବିକାରୁ ବଞ୍ଚିତ
Read More...

ଗୁଲୁମୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ବିଧାୟକଙ୍କ ଅଚାନକ ଗସ୍ତ

ମଧ୍ୟାହ୍ନ ଭୋଜନ ସହ ଦୂଷିତ ପରିବେଶ ଦେଖି କାର୍ଯ୍ୟାନୁଷ୍ଠାନ ପାଇଁ ଦେଲେ ନିର୍ଦ୍ଦେଶ ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ସହ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ଥର ପାଇଁ ବିଜେପି ବିଧାୟକ ନବୀନ ଜୈନ ନିର୍ବାଚିତ ହୋଇଛନ୍ତି । ଲୋକଙ୍କ ସରକାର
Read More...

ଅବସରପ୍ରାପ୍ତ ସୈନିକଙ୍କୁ ନିଜ ମାଁ ମାଟିରେ ସମ୍ମାନିତ କଲେ ଅଞ୍ଚଳବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲର ଲକ୍ଷ୍ମୀକାନ୍ତ ପ୍ରଧାନ ଭାରତ ସରକାରଙ୍କ ସ୍ଥଳ ସେନାର କୋର ଅଫ ସିଗ୍ନାଲ ରେଜିମେଣ୍ଟରେ ଅବସର ନେଇ ଗୁରୁବାର ନିଜ ମାଁ ମାଟିକୁ ଫେରିଥିବାରୁ ତାଙ୍କୁ ପାଇକମାଳ ତଥା ଅଞ୍ଚଳବାସୀ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ପାଇକମାଳ
Read More...

ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥାନୀୟ ଛଉ ପଡିଆଠାରେ ଷଷ୍ଠ ବାରିପଦା ଏକ୍ସପୋ ଆଣ୍ଡ ଫନ୍ ଫେୟାର ଆରମ୍ଭ ହୋଇଯାଇଛି । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେଳାକୁ ଉଦଘାଟନ କରିବା ସହ ବାରିପଦାକୁ ସ୍ୱଚ୍ଛ ଓ ସୁନ୍ଦର ସହର ରୂପେ ଗଢି ତୋଳିବା
Read More...