Monthly Archives

July 2025

ବେଳପଡ଼ାରେ ଶ୍ରମିକ ଶକ୍ତି ସଂଘ ତରଫରୁ ୭୬ତମ ବନ ମହୋତ୍ସବ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ବେଳପଡା ପଂଚାୟତ ଉଚ୍ଚ ବିଦ୍ୟାଳୟଠାରେ ଶ୍ରମିକ ଶକ୍ତି ସଂଘ ଓ ଉଚ୍ଚ ବିଦ୍ୟାଳୟରର ମିଳିତ ଉଦ୍ୟମରେ ୭୬ ତମ ବନ ମହୋତ୍ସବ ଉପଲକ୍ଷେ "ଏକ ପେଡ ମା' କେ ନାମ " କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ରସାନନ୍ଦ
Read More...

ତୁଷୁରା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାନୁମତୀ ଛତ୍ରିଆଙ୍କ ନେତୃତ୍ୱରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରଭାତ କୁମାର ହରପାଲ, ଦୀପକ ମହାପାତ୍ର, ବାଳକୃଷ୍ଣ ମହାପାତ୍ର, ମନସ୍ଵିନୀ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ ।
Read More...

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ଡ. ଉମାବଲ୍ଲଭ ମହାପାତ୍ର କୁଳାଧିପତି ତଥା ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପଠାଇଥିବା ଏକ ସୂତ୍ରରୁ ସୂଚନା ମିଳିଛି । ଅଧ୍ୟାପକ ମରୁଡ଼ି, ବିଶ୍ବବିଦ୍ୟାଳୟ ପରିଚାଳନା ସହ ଛାତ୍ର ଅସନ୍ତୋଷ କାରଣରୁ ସେ
Read More...

ଧର୍ମ ପରାୟଣ ମହିଳାଙ୍କ ପରଲୋକ

ଜୟପାଟଣା, (ଶେଷଦେବ ବେହେରା ) : ଜୟପାଟଣା ସହରର ଏକ ପ୍ରତିଷ୍ଠିତ ପରିବାରର ଧର୍ମ ପରାୟଣ ମହିଳା ବିନୋଦିନୀ ପଣ୍ଡାଙ୍କ ୬୫ବର୍ଷ ବୟସର ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି । ସ୍ୱର୍ଗତା ପଣ୍ଡା ନିଜର ଜୀବନ କାଳ ମଧ୍ୟରେ ଏକ ସାଧାରଣ ଜୀବନ ଶୈଳୀ
Read More...

ସୁନାବେଶ ଦର୍ଶନ ବେଳେ ଅଘଟଣ : ଠେଲାପେଲାରେ ୫୦୦ରୁ ଅଧିକ ଶ୍ରଦ୍ଧାଳୁ ଆହତ

ପୁରୀ : ଠାକୁରଙ୍କ ସୁନା ବେଶ ଅବସରରେ ଶ୍ରୀକ୍ଷେତ୍ରରେ ପ୍ରାୟ ୧୫ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ଆକଳନ କରାଯାଇଛି । ସୁନାବେଶରେ ଠେଲାପେଲା ହୋଇ ୫୦୦ରୁ ଅଧିକ ଶ୍ରଦ୍ଧାଳୁ ଆହତ ଓ ଅସୁସ୍ଥ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଯକ୍ଷ୍ମା ଓ ସଂକ୍ରାମକ ଏବଂ ଅସ୍ଥାୟୀ ଚିକତ୍ସା
Read More...

ବିଶ୍ୱ ପ୍ରଶାସନ ଉପରେ ବ୍ରିକ୍ସ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ମହାମହିମଗଣ,ମହାଶୟମାନେ,ନମସ୍କାର,ନୂଆଦିଲ୍ଲୀ, (ପିଆଇବି) : ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀକୁ ଏକ ଭବ୍ୟ ଢଙ୍ଗରେ ଆୟୋଜନ କରିଥିବାରୁ ମୁଁ ରାଷ୍ଟ୍ରପତି ଲୁଲାଙ୍କ ପ୍ରତି ହାର୍ଦ୍ଦିକ କୃତଜ୍ଞତା ପ୍ରକାଶ କରୁଛି । ବ୍ରାଜିଲ ଅଧ୍ୟକ୍ଷତାରେ, ବ୍ରିକ୍ସ ଅଧୀନରେ ଆମର ସହଯୋଗ ନୂତନ ଗତି ଏବଂ ଶକ୍ତି
Read More...

ପାରିବାରିକ କଳହର କରୁଣ ପରିଣତି : ବେକରେ ଶାଢ଼ି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

ସାଲେପୁର : କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଲୁଣହାର ଗ୍ରାମର ଯତୀନ୍ଦ୍ର ଭୋଇଙ୍କ ପୁଅ ପ୍ରକାଶ ଭୋଇ(୨୭) ରବିବାର ରାତିରେ ଆତ୍ମହତ୍ୟା କରିଛନ୍ତି । ଏକ କୋଠରୀର ଭିତର ପଟୁ କବାଟ ବନ୍ଦକରି ଫ୍ୟାନ ପଏଣ୍ଟରେ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ପାରିବାରିକ କଳହରୁ
Read More...

ଅତିବଡ଼ୀ ଜଗନ୍ନାଥ ଦାସ ଜାତୀୟ ଆଲୋଚନାଚକ୍ର

ଭାଗବତ ଓଡ଼ିଆ ଜାତିର ଜୀବନ ବେଦଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ ସମାଜର ମୂଳ ଆଧାର ହେଉଛି ଜଗନ୍ନାଥ ଦାସଙ୍କ ଭାଗବତ ଭୁବନେଶ୍ୱର : ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ ହେଉଛି ଓଡ଼ିଆ ଅସ୍ମିତାର ଅନନ୍ୟ ପରିଚୟ । ସଂସ୍କୃତ ଭାଷାର ଅନୁସୃଜନ ହୋଇଥିଲେ ସୁଦ୍ଧା ଏହା ମୂଳ ଭାଗବତଠାରୁ ଅଧିକ
Read More...

ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଆଦିବାସୀ ଉଚ୍ଚ ବିଦ୍ୟାଳୟ ସହଲାର ପ୍ରଧାନ ଶିକ୍ଷକ ଅଶ୍ୱିନୀ କୁମାର ଦାଶଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ବାରିକଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ
Read More...

ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର

ବିନିକା, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ମହାବିଦ୍ୟାଳୟ ପରିସରରେ ପ୍ରଶାନ୍ତି ଟ୍ରଷ୍ଟ ସହାୟତାରେ ବ୍ରହ୍ମାନନ୍ଦ ବେଦିକ ଏନଲାଇଟମେଣ୍ଟ ଟ୍ରଷ୍ଟ ତରଫରୁ ଆରୋଗ୍ୟ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମାତା ବ୍ରହ୍ମାନନ୍ଦମୟୀଙ୍କ ନିର୍ଦ୍ଦେଶନା ଓ ଗୁରୁଜୀ
Read More...