Monthly Archives

July 2025

ବଜ୍ରପାତରେ ଚାଲିଗଲା ୩ ଜୀବନ

ନୀଳଗିରି : କେନାଲରେ କାମ କରୁଥିଲେ, ହଠାତ ବଜ୍ରପାତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ରାଇପାଳରେ ଥିବା ଋଷିଆ କେନାଲରେ ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଜେସିବି ଅପରେଟର ଓ ଦୁଇ ଶ୍ରମିକ ଅଛନ୍ତି । ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ମୃତଦେହ ଜବତ
Read More...

ହଷ୍ଟେଲ କୋଠାରୁ ଡେଇଁ ୧୦ମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ କାରଣ ଅସ୍ପଷ୍ଟ

କେନ୍ଦୁଝର : ହଷ୍ଟେଲ କୋଠାରୁ ଡେଇଁ ଅନ୍ତେବାସୀଙ୍କ ଆତ୍ମହତ୍ୟା । କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଏକ ଇଂରାଜୀ ମିଡିୟମ ସ୍କୁଲରେ ଏଭଳି ଅଭାବନୀୟ ଘଟଣା ଘଟିଛି । ସ୍କୁଲ ପରିସରରେ ଥିବା ଚାରି ମହଲା ବିଶିଷ୍ଟ ହଷ୍ଟେଲ କୋଠାରୁ ଡେଇଁ ଜଣେ ଦଶମ ଶ୍ରେଣୀ ଛାତ୍ର ଆତ୍ମହତ୍ୟା କରିଛନ୍ତି ।
Read More...

ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ଟିକରପଡ଼ା ପଞ୍ଚାୟତ ହାତୀବାରି ଗ୍ରାମରେ ସାପ କାମୁଡାରେ ନାବାଳକର ମୃତ୍ୟୁ ହୋଇଛି । ମୃତ ନାବାଳକ ହାତୀବାରି ଗ୍ରାମର ଅକ୍ରୁର ମୁଣ୍ଡାଙ୍କ ପୁଅ ସାଗର ମୁଣ୍ଡା (୧୨ ବର୍ଷ) ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ହାତୀବାରି ଗ୍ରାମର
Read More...

ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ

ଭୁବନେଶ୍ୱର : ସରିଲା କ୍ୟାରିୟର, ଆଉ ନିର୍ବାଚନ ଲଢ଼ିବେନି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ଘୋଷଣା କରିଛନ୍ତି ନିଜେ ସାଂସଦ ଓରାମ । ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଜୁଏଲ୍‌ଙ୍କ ବୟାନ । ସେ କହିଛନ୍ତି ଗତ ନିର୍ବାଚନ ବେଳେ ଘୋଷଣା କରିଛି ଗଚ, ଗଖଇ ପାଇଁ ଲଢ଼ିବି ନାହିଁ । କିନ୍ତୁ
Read More...

ଗଞ୍ଜାମରେ ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଝାଡ଼ାବାନ୍ତିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଝାଡ଼ାବାନ୍ତିରେ ଦେଢ଼ ବର୍ଷର ଜଣେ କୁନି ଝିଅ ମୃତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । କିଛି ଦିନ ପୂର୍ବେ ଦିଗପହଣ୍ଡି ଉସ୍ତପଲ୍ଲୀ ଗ୍ରାମର ଏକ
Read More...

ବିଶ୍ଵ ଜନସଂଖ୍ୟା ଦିବସ ଅବସରରେ ଟିଟିଲାଗଡ଼ ଲାୟନ୍ସ କ୍ଲବ ଓ ସହରର ଅନ୍ୟ ସଂଗଠନକୁ ନେଇ ବାହାରିଲା ସଚେତନତା ରେଲି

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବିଶ୍ଵ ଜନସଂଖ୍ୟା ଦିବସ । ଧିରେ ଧିରେ ଦେଶର ଜନସଂଖ୍ୟା ବୃଦ୍ଧି ପାଉଛି ଯାହାକି ଦେଶ ପାଇଁ ଚିନ୍ତାର ବିଷୟ ପାଲଟିଛି । ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟା ବଢୁଛି ଯେମିତିକି ଚାଷ ଜମି କମି କମି ଯାଉଛି, ବେକାରୀ ସମସ୍ୟା, ଦେଶରେ ଅରାଜକତା
Read More...

ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟି ସଦସ୍ୟ ଭାବେ ମନୋନୀତ ହେଲେ ହରିହର ସାହୁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁର ଟେଲିଫୋନ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ହରିହର ସାହୁଙ୍କୁ ଭାରତ ସରକାରଙ୍କ ସଂଚାର ମନ୍ତ୍ରଣାଳୟ ଦୂର ସଂଚାର ବିଭାଗ, ପି.ଏଚ.ପି ଅନୁବିଭାଗ ମହାନଗର ଭବନ ନୂଆଦିଲ୍ଲୀ ରୁ ମନୋନୀତ କରାଯାଇଥିବା ସୂଚନା ରହିଛି । ଏହି ଅବସରରେ ହରିହର ସାହୁଙ୍କ
Read More...

ଗୁରୁ ପୂର୍ଣ୍ଣିମାରେ ଗୁରୁବୈ ନମଃ ଗୁରୁ ପୂଜନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଗୁରୁ ପୂର୍ଣ୍ଣିମା ତିଥିରେ ଗୁରୁ ପୂଜନ ପରମ୍ପରା ଆଦିମ କାଳରୁ ଚାଲିଆସୁଛି । ପ୍ରତ୍ୟେକ ଗ୍ରାମରେ ଶିଷ୍ୟମାନେ ଗୁରୁ ପୂଜନ କରି ଆଶୀର୍ବାଦ ନେଇଥାନ୍ତି । ଅତ୍ୟାଧୁନିକ ଯୁଗରେ ଗୁରୁମାନେ ଉପଯୁକ୍ତ ସମ୍ମାନ ପାଇ ନିଜକୁ ଧନ୍ୟ ମଣିଥାନ୍ତି । ଗୁରୁ
Read More...

ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା : ଡ୍ରାଇଭର ଗୁରୁତର

ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ଦୁର୍ଘଟଣା । ଅଟୋ ଓ ବାଇକ୍‌କୁ ପିଟିଲା ସିଆରପିଏଫ୍ ଭ୍ୟାନ । ସିଆରପିଏଫ୍ ଭ୍ୟାନ ଧକ୍କାରେ ଓଲଟିଲା ଅଟୋ । ଦୁର୍ଘଟଣାରେ ଫାଟିଲା ଡ୍ରାଇଭରଙ୍କ ମୁଣ୍ଡ । ଘଟଣା ସ୍ଥଳରେ ପ୍ରଥମେ ପିସିଆର, ପରେ ଖାରବେଳନଗର ଥାନା ଅଧିକାରୀ ଓ କର୍ମଚାରୀ ପହଞ୍ଚି ଉଦ୍ଧାର
Read More...

‘ଅସ୍ତ୍ର’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଡିଆରଡିଓ ଏବଂ ଭାରତୀୟ ବାୟୁସେନାର ମିଳିତ ଉଦ୍ୟମରେ ସ୍ୱଦେଶୀ ରେଡିଓ ଫ୍ରିକୁଏନ୍ସି ସିକର୍ ଲାଗିଥିବା ଏହି କ୍ଷେପଣାସ୍ତ୍ରକୁ ସୁ-୩୦ ଏମକେ-ଆଇ ଯୁଦ୍ଧ ବିମାନରୁ କରାଗଲା ପରୀକ୍ଷଣ ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁସେନା
Read More...