ଗଁରେଇ ଗ୍ରାମରେ ଧାନ ପହ୍ଲା ରୋଉଥିବା ବେଳେ ବଜ୍ରପାତ ସ୍ଵାମୀ ସ୍ତ୍ରୀ ଗୁରୁତର : ଭୀମଭୋଇ ମେଡିକାଲରେ ଭର୍ତ୍ତି
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିଜ ଜମିରେ ଧାନ ପହ୍ଲା ରୋଉଥିବା ବେଳେ ବଜ୍ରପାତରେ ଦୁଇ ସ୍ୱାମୀ ସ୍ତ୍ରୀ ଗୁରୁତର ଆହତ ହୋଇ ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।!-->…
Read More...
Read More...