Monthly Archives

July 2025

“ବୃକ୍ଷ ହିଁ ଜୀବନ ବୃକ୍ଷ” ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା

ରାଉରକେଲା, (ସସ୍ମିତା ପ୍ରଧାନ) : "ବୃକ୍ଷ ହିଁ ଜୀବନ", ବୃକ୍ଷ ହିଁ ମିତ୍ର ଏବଂ ବୃକ୍ଷ ହିଁ ଦେବତା "ଏହି ଚେତନା ମଣିଷ ଭିତରେ ଅବସରି ଯାଉଛି । ହୁଏତ ତାରି ପରିଣତି ମଣିଷଙ୍କୁ ଭୋଗିବାକୁ ପଡିଛି, ଯେଉଁଭଳି ଭାବରେ ତାପମାତ୍ରା ବଢ଼ିବାରେ ଲାଗିଛି । ଏହି ଚେତନାକୁ ପୁନଃ ଜାଗ୍ରତ କରିବା ପାଇଁ
Read More...

ଟାଙ୍ଗରପାଲି ବ୍ଲକଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ଆଜି ଟାଙ୍ଗରପାଲି ବ୍ଲକ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ମନୋଜ ମହାଜନ ଏବଂ ଆରକ୍ଷୀ ଅଧିକ୍ଷକ ପ୍ରତ୍ୟୁଷ ଦିବାକର ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ
Read More...

ମହିଳା ଚାଷୀ ସମାବେଶ

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ନଅଗାଁ(ଖ) ସ୍ଥିତ ପଲ୍ଲୀ ଆଲୋକ ପାଠାଗାର କାର୍ଯ୍ୟାଳୟଠାରେ ନୁନିଆପାଲି, ଝରଣିପାଲି ଓ ନଅଗାଁ(ଖ)ର ମହିଳା କୃଷକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେଇଯାଇଛି । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକ ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ
Read More...

ରୋଗୀଙ୍କୁ ଫଳ ବଣ୍ଟନ କଲେ ସତ୍ୟର ସ୍ଵର ପରିବାର

କେସିଙ୍ଗା, (ପ୍ରୀତେଶ ପଟେଲ ) : ସାମାଜିକ ଗଣମାଧ୍ୟମ "ସତ୍ୟ ର ସ୍ୱର " ପରିବାର ପକ୍ଷରୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ସତ୍ୟର ସ୍ୱର ପରିବାରର ମୁଖ୍ୟ ସଂଗ୍ରାମ କେଶରୀ ଦେଓଙ୍କ ପୁଅ ଅଂଶୁମାନ ଦେଓ ଏବଂ ସତ୍ୟର ସ୍ୱର
Read More...

ଗରିବ ଭାଇ ଭଉଣୀଙ୍କୁ ଫିଡ୍‌ର ଶିକ୍ଷା ସହାୟତା

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ର ଦାତବ୍ୟ ଅନୁଷ୍ଠାନ ଫିଡ (ଫାଉଣ୍ଡେସନ୍ ଫର୍ ଏଜୁକେସନାଲ୍ ଏଣ୍ଡ୍ ଇକୋନୋମିକ୍ ଡେଭେଳପମେଣ୍ଟ୍) ତରଫରୁ ବିଜେପୁର ବ୍ଲକ ଅନ୍ତର୍ଗତ ସୁରୁବାଳି ଗ୍ରାମର କୁମାରୀ ଦୀପିକା ସୁନା ଏବଂ ତାଙ୍କ ଭାଇ ଇପକ ସୁନାଙ୍କୁ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ
Read More...

ସ୍ୱାଧୀନତା ଦିବସ ପାଳନ ନିମନ୍ତେ ରାଉରକେଲାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ୨୧ ଜୁଲାଇ ୨୦୨୫: ୭୯ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଇଟିଡିଏ ସମ୍ମିଳନୀ କକ୍ଷଠାରେ ଆଜି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମର ଆୟୁକ୍ତ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
Read More...

ଦକ୍ଷିଣ ସମ୍ଭାଗ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ ଅନୁଷ୍ଠିତ

ଜୟପାଟଣା, (ଶେଷଦେବ ବେହେରା) : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଜୟପାଟଣା ପରିସରରେ ଜୁଲାଇ ମାସ ୧୯ତାରିଖ ଦିନ ଦକ୍ଷିଣ ସମ୍ଭାଗ ଅନ୍ତର୍ଗତ ସଂଭାଗ ସୁରୀୟ ପ୍ରଧାନାଚାର୍ଯ୍ୟ ଓ ସମ୍ପାଦକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ
Read More...

ବଡ଼ଭାଲୁପାଲିରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ବଡ଼ଭାଲୁପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବେହେରାମାଲ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ପୂର୍ବ ସିଆରସିସି ଜୟଶ୍ରୀରାମ
Read More...

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ଇନଡୋର ଷ୍ଟାଡିୟମ ନୂଆପଡ଼ା ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ ସମବାୟ ବିଭାଗ, ଓଡ଼ିଶା ସରକାର, ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବେଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।
Read More...

ସୁପ୍ରିମକୋର୍ଟ ରାୟକୁ ସେଙ୍ଗେଲ ପକ୍ଷରୁ ସ୍ୱାଗତ : ପୈତୃକ ସମ୍ପତ୍ତିରେ ଆଦିବାସୀ ମହିଳାଙ୍କ ସମାନ ଅଧିକାର

ବାରିପଦା, (ଦେବସ୍ମିତ ଚୌଧୁରୀ) : ସୁପ୍ରିମକୋର୍ଟର ରାୟକୁ ପ୍ରଶଂସା କରି ଆଦିବାସୀ ସେଙ୍ଗେଲ ଆଭିଯାନ ବାରିପଦା ଜୋନାଲ କମିଟିର ସଭାପତି ସହ ଅଲ୍ ଇଣ୍ଡିଆ ମାଝୀ-ପାର୍ଗାନା ମାଡୱା କମିଟିର ଓଡ଼ିଶା ପ୍ରଦେଶ ପାର୍ଗାନା ଶ୍ରୀ ନାରାନ ମୁର୍ମୁ ପ୍ରେସ ବିଜ୍ଞପ୍ତିରେ ଜଣାଉଛି ଯେ, ପୈତୃକ ସମ୍ପତ୍ତିରେ
Read More...