Monthly Archives

July 2025

ସଂରକ୍ଷଣ ଦିବସ ଅବସରରେ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ପାଳନ । ବଲାଙ୍ଗିର ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ତରଫରୁ ସଂରକ୍ଷଣ ଦିବସ ମଞ୍ଚର ସଭାପତି ଶଙ୍କର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସଂରକ୍ଷଣର ଜନକ ଶାହୁଜୀ ମହାରାଜା ଏବଂ ଡ.
Read More...

ମାଳଦ୍ୱୀପର ୬୦ତମ ସ୍ୱାଧୀନତା ଦିବସ ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମାଲେଠାରେ ମାଳଦ୍ୱୀପର ୬୦ତମ ସ୍ୱାଧୀନତାଦିବସ ସମାରୋହରେ ‘ସମ୍ମାନିତ ଅତିଥି’ଭାବରେ ଯୋଗ ଦେଇଛନ୍ତି । ପ୍ରଥମ ଥର କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ମାଳଦ୍ୱୀପର ସ୍ୱାଧୀନତା ଦିବସ ସମାରୋହରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ବୀମା ସଖୀ ଯୋଜନା’ର ଐତିହାସିକ ଶୁଭାରମ୍ଭ : ଶିବରାଜ ସିଂହ ଚୌହାନ

ପଞ୍ଚାୟତ ସ୍ତରରେ ତାଲିମପ୍ରାପ୍ତ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟାମାନଙ୍କୁ ବୀମା ସଖୀ ଭାବରେ ନିଯୁକ୍ତ କରାଯିବ : କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ'ବୀମା ସଖୀ ଯୋଜନା' ଲଖପତି ଦିଦି ମିଶନକୁ ମଜବୁତ କରିବ, ଅଗଷ୍ଟ ୧୫ ସୁଦ୍ଧା ଲଖପତି ଦିଦିଙ୍କ ସଂଖ୍ୟା ୨ କୋଟି ହେବ - ଶିବରାଜ
Read More...

ଗଜବନ୍ଧ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନବିଜ୍ଞାନ ମେଳା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗଜବନ୍ଧରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟ କିଶୋର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମପୁର ସିଆରସିସି ପ୍ରଦୀପ୍ତ
Read More...

ଫୁଣ୍ଡେଲପଦର ଗ୍ରାମରେ ଲଘୁଚାପ ବର୍ଷାରେ ଭାଙ୍ଗିଲା କଞ୍ଚା ମାଟିଘର :
ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଫୁଣ୍ଡେଲପଦର ଗ୍ରାମର ଦାମୋଦର ଭୋଇଙ୍କ ପୁଅ କୁବେର ଭୋଇ(୩୫)ଙ୍କ କଞ୍ଚା ମାଟିଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଯାଇଛି । ମୁରିବାହାଲ ବ୍ଲକ ଅଞ୍ଚଳରେ ଝିପି ଝିପି ଲଘୁଚାପ ବର୍ଷା ଲାଗି ରହିଥିବା
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ଚନ୍ଦନଭାଟି ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଷୀ ମୁଖ୍ୟ ଅତିଥି ରୂପେ ,ମୁଖ୍ୟ ବକ୍ତା ରୂପେ ଆଶିଷ କୁମାର ମିଶ୍ର, ସମ୍ମାନିତ
Read More...

ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲ ଚଳିତ ବର୍ଷ ଏହାର ୧୨୫ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରସ୍ତାବିତ ୨ଟି କାର୍ଯ୍ୟକ୍ରମ ମଧ୍ୟରୁ ଆଜି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଛି । ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମରେ
Read More...

ଶୋକାକୁଳ ପରିବେଶରେ ଭିନ୍ନକ୍ଷମ ଦିଅରକୁ ହରାଇଥିବା ଜୟମନିଙ୍କ ପରିବାର

ଜୟପାଟଣା, (ଶେଷଦେବ ବେହେରା) : ଦୁଃଖର ଅସୁମାରୀ ବୋଝକୁ ବର୍ଷ ବର୍ଷ ଧରି ମୁଣ୍ଡେଇ ଆସିଥିବା ଜୟମନିଙ୍କ ଭାଗ୍ୟରେ ପୁଣି ଏକ ଛାତିଫଟା ବିପଦ କାଳରାତ୍ରୀ ହୋଇ ଦେଖାଦେଲା । ଶାଶୁ ଓ ଶ୍ୱଶୁରଙ୍କ ମୃତ୍ୟୁକୁ ଭୁଲି ସାରି ପୁଣି ଏକ ଛୋଟ ପରିବାର ନେଇ ସ୍ୱପ୍ନ ଆଙ୍କୁ ଥିବା ଜୟମନି ପାଇଁ ତାହା ମଧ୍ୟ
Read More...

ଓଡ଼ିଆ ଭାଷା ବିକାଶ ମଂଚର କଥାକାର : ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲରେ ସେକ୍ଟର ପନ୍ଦର ସ୍ଥିତ କମୁନିଟି ସେଣ୍ଟର ସମ୍ମୁଖରେ ଥିବା ଗୋଦାବରୀଶ ମିଶ୍ରଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ସଭା ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
Read More...

ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଓ କାରଗିଲ ବିଜୟ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ, ଏକ ପେଡ଼ ମାଁ କେ ନାମ, ମା ପାଇଁ ଗଛଟିଏ ପରି ପଦକ୍ଷେପ ଅନେକ ସମାଜସେବୀ, ସଂଗଠନ' ଅନୁଷ୍ଠାନ ଓ ରାଜନେତା ସବୁଜ ପରିବେଷ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି । ମାତ୍ର ଏହା ସୋସିଆଲ ମିଡିଆରେ ଫଟୋ ମଧ୍ୟରେ ସୀମିତ ହୋଇରହିଛି । ମାତ୍ର ଆଜିର
Read More...