Monthly Archives

July 2025

ହାତୀ ସଂରକ୍ଷଣ ନିମନ୍ତେ ସଚେତନତା ମୂଳକ କାର୍ଯ୍ୟକ୍ରମ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ପଞ୍ଚାୟତସ୍ଥିତ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ବନ୍ୟଜନ୍ତୁ ସଂରକ୍ଷଣ ନିମନ୍ତେ କାର୍ଯ୍ୟରତ ଏଭର ଗ୍ରୀନ ଫୋରମ ସଂଗଠନ ପକ୍ଷରୁ ହାତୀ ମାନଙ୍କ ସଂରକ୍ଷଣ
Read More...

ମୟୂରଭଞ୍ଜରେ ସାନ୍ତାଳୀ ଶାଢ଼ୀର ପୁନରୁଦ୍ଧାର ଏବଂ କେନ୍ଦୁଝରରେ ସଂକୀର୍ତ୍ତନ ମଣ୍ଡଳୀର ପରିବେଶ ସଚେତନତାକୁ ପ୍ରଶଂସା କରି…

• ଲୋକଙ୍କ ପ୍ରେରଣାଦାୟୀ ସଫଳତାକୁ ଲୋକଲୋଚନକୁ ଆଣୁଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ• ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣର ନୂତନ ଅଧ୍ୟାୟ ଲେଖିବାକୁ ପ୍ରେରଣା ଦେବ• ଭଜନ-କୀର୍ତ୍ତନ-ଲୋକଗୀତ ଦ୍ୱାରା ଜଙ୍ଗଲ ସୁରକ୍ଷାକୁ ନେଇ ସଚେତନତା ଅନନ୍ୟ ପ୍ରୟାସ
Read More...

‘ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ’ ଦୃଷ୍ଟିକୋଣ ଅଧୀନରେ ବଗି, କୋଚ୍, ଲୋକୋମୋଟିଭ୍ ଏବଂ…

କେନ୍ଦ୍ର ରେଳମନ୍ତ୍ରୀ ଭଦୋଦରାର ଆଲଷ୍ଟମର ସାଭଲି ସୁବିଧାର ସମୀକ୍ଷା କରିଛନ୍ତିଭାରତ ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ଏବଂ 'ଆତ୍ମନିର୍ଭର ଭାରତ' ପଦକ୍ଷେପ ପ୍ରତି ଦୃଢ଼ - - - -ପ୍ରତିବଦ୍ଧତା ସହିତ ଆଲଷ୍ଟମ୍, ଭାରତରୁ ୩,୮୦୦+ ବଗି ଏବଂ ୪,୦୦୦+ ଫ୍ଲାଟପ୍ୟାକ୍ (ମଡ୍ୟୁଲ୍) ରପ୍ତାନି
Read More...

ଲଜିଷ୍ଟିକ୍ସ ପ୍ରଣାଳୀ ସୁଦୃଢ଼ ହେଲେ ଦେଶର ସୀମା ମଜବୁତ ହେବ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

• ବିକଶିତ ଭାରତ ଗଠନର ଦାୟିତ୍ୱ ନେବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ• ଗତ ୧୧ ବର୍ଷ ମଧ୍ୟରେ ଭାରତୀୟ ରେଳରେ ଅଭୂତପୂର୍ବ ଢାଞ୍ଚାଗତ ପରିବର୍ତ୍ତନ ଆସିଛି : ଅଶ୍ୱିନୀ ବୈଷ୍ଣବ• ଗତି ଶକ୍ତି ବିଶ୍ୱବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ୧୯୪ ଜଣ ଛାତ୍ରଛାତ୍ରୀଙ୍କୁ
Read More...

ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ପଦ୍ମପୁର,(ନିରୋଜ କୁମାର ପାଣୀ) : ପଦ୍ମପୁର ବୋଡ଼ାସମ୍ବର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ' ସିରଜିନା ' ତରଫରୁ ଆଗାମୀ ଅଗଷ୍ଟ ୧ ତାରିଖ ତଥା ଗୁରୁ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନଙ୍କ ଜନ୍ମ ଜୟନ୍ତୀକୁ ' ସମ୍ବଲପୁରୀ ଦିନ ' ଭାବରେ ପାଳନ କରିବା ପାଇଁ ଅନୁଷ୍ଠାନର
Read More...

ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଖୁଟୁଲୁମୁଣ୍ଡା ଗ୍ରାମରୁ ଜଣେ ୨୦ ବର୍ଷୀୟା ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପୂର୍ଣ୍ଣମୀ ମାଝୀ ବୋଲି ଜଣାପଡ଼ିଛି । ପୂର୍ଣ୍ଣମୀ ୧୬ ଏପ୍ରିଲ ୨୦୨୫ରେ ଖୁଟୁଲୁମୁଣ୍ଡା ଗ୍ରାମର
Read More...

ଅଷ୍ଟମ ଜାତୀୟ ସୁରକ୍ଷା ରଣନୀତି ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ

ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ଦୋହରାଇ ନାହାନ୍ତି ବରଂ ଅପରେସନ ସିନ୍ଦୁର ଜରିଆରେ ବିଶ୍ୱ ସମ୍ମୁଖରେ ଏହାକୁ ଉଲ୍ଲେଖନୀୟ ଢଙ୍ଗରେ ଉପସ୍ଥାପନ କରିଛନ୍ତିମୋଦୀ ସରକାର ବିଭିନ୍ନ ରାଜ୍ୟରେ ବିକ୍ଷିପ୍ତ
Read More...

ଚୋରି ମାମଲାରେ ୩ଜଣକୁ କୋର୍ଟ ଚାଲାଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଚୋରି ମାମଲାରେ ପଦ୍ମପୁର ଉପଖଣ୍ଡ ପାଇକମାଲ ପୋଲିସ ରବିବାର ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ, ପାଇକମାଲ ଆଶୁତୋଷ ସାହୁର କୋକନରାରେ ଥିବା ଇଟାଭାଟିରେ କୋକନରାର ସୁମିତ ସିନ୍ଦୁର (୧୯) ଓ ଡୁଲେଶ୍ୱର ରାଉତ (୨୪) ଗାଡି କ୍ଲଜ୍ ପ୍ଲେଟ ଓ
Read More...

ମୁକ୍ତି ଦ ସୋସିଆଲ୍‌ ଚେଞ୍ଜ ସଂସ୍ଥା ଦ୍ୱାରା ବାଇପାସ ରୋଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପରିବେଶ ସୁରକ୍ଷା ଓ ହରିତ ବଲାଙ୍ଗିର ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ କ୍ରମେ ମୁକ୍ତି ଦ ସୋସିଆଲ ଚେଞ୍ଜ ସାମାଜିକ ସଂସ୍ଥା ପକ୍ଷରୁ ଆଜି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟ ଦେଇ ଟିଟିଲାଗଡ ରାଜରାସ୍ତାକୁ ସଂଯୋଗ କରୁଥିବା ବାଇପାସ
Read More...

ଏଆଇଟିୟୁସିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ : ବ୍ୟାପକ ସଂଗ୍ରାମ ପାଇଁ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏଆଇଟିୟୁସିର ପରିବର୍ଦ୍ଧିତ ଜିଲ୍ଲା କମିଟି ବୈଠକ ଜିଲ୍ଲା ସଭାପତି ତୀର୍ଥ ପ୍ରଧାନଙ୍କ ସଭା ପତିତ୍ୱରେ ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ଜୁଲାଇ ୯ ତାରିଖ ଶ୍ରମିକମାନଙ୍କ ସମସ୍ୟା ଉପରେ ମିଳିତ ଟ୍ରେଡ୍‌ ୟୁନିୟନ ତରଫରୁ ଆହୁତ ଭାରତ
Read More...