Monthly Archives

June 2025

ରାସ୍ତାରୁ ଯୁବକଙ୍କ ଅଧାପୋଡ଼ା ମୃତଦେହ ଉଦ୍ଧାର କେହି ହତ୍ୟା କରିଥିବା ସନ୍ଦେହ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଜୁନାଗଡ଼-ଭବାନୀପାଟଣା ୨୬ ନଂ ଜାତୀୟ ରାଜପଥ ବନମାଳୀପୁର ରାସ୍ତାରେ ଅଘଟଣ । ରାସ୍ତା ଉପରୁ ବାଇକ ସହ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ଅସ୍ପଷ୍ଟ ରହିଛି । କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା
Read More...

ସ୍ୱନାମଧନ୍ୟ ଭେଷଜ ବିଶେଷଜ୍ଞ ପ୍ରଫେସର ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁଙ୍କୁ ମରୋଣତ୍ତର ପଦ୍ମଶ୍ରୀ ସମ୍ମାନ ପ୍ରଦାନ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଦିବଂଗତ ସ୍ୱନାମଧନ୍ୟ ଭେଷଜ ବିଶେଷଜ୍ଞ ତଥା ବିଶିଷ୍ଟ ସମାଜସେବୀ ପ୍ରଫେସର ଡ଼ାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଅନ୍ତର୍ଜାତୀୟ ସ୍ତରରେ ରୋଗୀସେବା ନିମନ୍ତେ ନିଜର ଯେଉଁ ଛାପ ଛାଡ଼ି ଯାଇଛନ୍ତି, ତାହା ସମଗ୍ର ମାନବ ସମାଜ ପାଇଁ ଉଦାହରଣୀୟ ଓ ଅବିସ୍ମରଣୀୟ ହୋଇ
Read More...

ସୁରକ୍ଷାକର୍ମୀଙ୍କୁ ସଫଳତା : ୩ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି : ସୁରକ୍ଷାକର୍ମୀଙ୍କୁ ସଫଳତା । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାର ଜାଗରକୋଣ୍ଡା ଥାନା ଅଞ୍ଚଳରୁ ୩ ଜଣ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଗିରଫ ମାଓବାଦୀଙ୍କ ମଧ୍ୟରୁ ଦୁଇ ଜଣଙ୍କ ଉପରେ ୮ ଲକ୍ଷ ଓ ଜଣଙ୍କ ଉପରେ ୫ ଲକ୍ଷ ଟଙ୍କାର
Read More...

ଲୋଇସିଂହା ବ୍ଲକରେ ବିକଶିତ ସଂକଳ୍ପ ଅଭିଯାନ କୃଷିରଥ ଶୁଭାରମ୍ଭ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁଢ଼ୀପଦର ଗ୍ରାମରେ ଜିଲ୍ଲା କୃଷି ବିଭାଗ ତରଫରୁ ବିକଶିତ ସଂକଳ୍ପ ଅଭିଯାନ କୃଷିରଥର ଶୁଭାରମ୍ଭ ହୋଇଛି । ଚାଷୀଙ୍କୁ ନୂତନ ଫସଲ ଉତ୍ପାଦନ ପାଇଁ ପ୍ରଯୁକ୍ତି ବିଦ୍ୟା ପ୍ରଦାନ, କୃଷିକ୍ଷେତ୍ରରେ ସଚେତନତା ସୃଷ୍ଟି, ରାଜ୍ୟ ଓ କେନ୍ଦ୍ର
Read More...

ନୟାଗଡ଼ ମେଡିକାଲରେ ମହିଳାଙ୍କ ମୃତ୍ୟୁ ନେଇ ଉତ୍ତେଜନା : ପୋଲିସ ଫୋର୍ସ ମୁତୟନ

ନୟାଗଡ଼ : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା । ଚିକିତ୍ସା ଅବହେଳାରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଯାହା ପରେ ଏହି ଘଟଣାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖାଯାଇଛି । ଖବର ଅନୁଯାୟୀ, ନୟାଗଡ଼ ବାଲୁଗାଁ ଗ୍ରାମର ସଞ୍ଜୟ କୁମାର ନାୟକଙ୍କ
Read More...

ପବିତ୍ର ରେଜାଙ୍ଗଲା ସହିଦ ମାଟି କଳସକୁ ବଲାଙ୍ଗିର ଜିଲ୍ଲାରେ ସ୍ୱାଗତ ସମ୍ବର୍ଦ୍ଧନା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ଲଦାଖର ରେଜାଙ୍ଗଲାଠାରେ ହୋଇଥିବା ଭାରତ ଏବଂ ଚୀନ ଯୁଦ୍ଧରେ ୧୨୦ ଜଣ ଯାଦବ ବୀର ସୈନିକ ଚୀନର ପ୍ରାୟ ୩୦୦୦ ସୈନିକକୁ ମାରିଥିଲେ । ୧୨୦ରୁ ୧୧୪ ଜଣ ଅହୀର ଯାଦବ ଯବାନ ଦେଶ ପାଇଁ ଶହୀଦ ହୋଇଥିଲେ । ସେହି ପବିତ୍ର
Read More...

ବିଶ୍ୱ ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା : ମହାଆଡ଼ମ୍ବରରେ ଦେବଦମ୍ପତିଙ୍କ ବିବାହ ସମ୍ପନ୍ନ

ସମ୍ବଲପୁର : ମର୍ତ୍ତ୍ୟରେ ସ୍ୱର୍ଗର ନୀତିକାନ୍ତି । ଦେବତା, ଦାନବ, ଗନ୍ଧର୍ବ, କିନ୍ନରଙ୍କ ସମାଗମରେ ସାରା ସମ୍ବଲପୁର ଦେବଭୂମି ପାଲଟିଛି । ସଂହାରକର୍ତ୍ତା ଦେବ ଦେବ ମହାଦେବ ଏବଂ ମାତା ପାର୍ବତୀଙ୍କ ଲୌକିକ ବିବାହର ସେହି ଇପ୍ସିତ ମୁହୂର୍ତ୍ତ ପାଇଁ ସଚରାଚର ସୃଷ୍ଟି ଏକାକାର ହୋଇଛି ।
Read More...

ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର : ୩ ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବିଷାକ୍ତ ଛତୁଖାଇ ଗୋଟିଏ ପରିବାରର ୩ ଗୁରୁତର । ଗୁରୁତରମାନେ ହେଲେ ରାମି ପେରିସିକା, ସିର୍ଦ୍ଧାଥ ପେରିସିକା, ଶିଶୁ ଦିଲ୍ଲୀପ ପେରିସିକା(୩) । ଏଭଳି ଘଟଣା ଦେଖିବାକୁ ମିଳିଛି କଲ୍ୟାଣସିଂହପୁର ବ୍ଲକ ସେରିଗୁମା ପଞ୍ଚାୟତର ତୁମ୍ବିତରାଇ ଗାଁରେ ।
Read More...

ନିଶାଦ୍ରବ୍ୟ ତଥା ଅପମିଶ୍ରିତ ବିଶାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଶାକ୍ତ ମାଦକଦ୍ରବ୍ୟ ବିରୋଧରେ ରାଜ୍ୟବ୍ୟାପୀ ସଚେତନତା ଅଭିଯାନ ଆଜି ଅଭାଷୀ ମାଧ୍ୟମରେ ଜିଲ୍ଲାରେ ଆରମ୍ଭ ହୋଇଛି । ଜିଲ୍ଲା ମୁଖ୍ୟାଳୟର ଅସ୍ଵାନ କକ୍ଷରେ ଅଭାଷୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସାଲୱାର, ଆରକ୍ଷୀ
Read More...

ଟେମେରୀରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଟେମେରୀ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଡୋଳାମଣି ପ୍ରଧାନଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲଳିତ ମୋହନ ଭୋଇଙ୍କ
Read More...