Monthly Archives

June 2025

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୫ ଜଣକ ଅକାଳ ବିୟୋଗ

ନୂଆଦିଲ୍ଲୀ : ପୋଲ ଉପରୁ ପିକଅପ ଖସି ୫ ଜଣକ ମୃତ୍ୟୁ । ରବିବାର ହିମାଚଳ ପ୍ରଦେଶର ମଣ୍ଡିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପଞ୍ଜାବର ଲୁଧିଆନାରୁ ମଣ୍ଡିରେ ଆଇଆଇଟି କମାନ୍ଦ ଯାଉଥିଲା । ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି ଡ୍ରାଇଭର ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ ଫଳରେ
Read More...

ରାଜସ୍ୱ ନିରୀକ୍ଷକ ସୁରେନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ତହସିଲ ଅନ୍ତର୍ଗତ ଭେଙ୍ଗରାଜପୁର ରାଜସ୍ୱ ସର୍କଲର ରାଜସ୍ୱ ଅଧିକାରୀ ସୁରେନ୍ଦ୍ର ସାହୁଙ୍କ ଅବସର ସଭା ପାଇକମାଲ ତହସିଲ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ଅତିରିକ୍ତ ତହସିଲଦାର ପ୍ରତାପ ଚନ୍ଦ୍ର ପୂଝାରୀ, ବଡ଼
Read More...

ଜାତୀୟ ରାଜପଥରେ ଏଏସଆଇଙ୍କ ସନ୍ଦେହ ଜନକ ଅର୍ଦ୍ଧଦଗ୍ଧ ମୃତଦେହ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ବନମାଳୀପୁର ଜାତୀୟ ରାଜପଥରେ ରବିବାର ସକାଳୁ ବାଇକ ସହ ଜନୈକ ବ୍ୟକ୍ତିଙ୍କ ଅର୍ଦ୍ଧ ଦଗ୍ଧ ମୃତଦେହ ସ୍ଥାନୀୟ ଲୋକେ ଦେଖିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତ ପରେ ମୃତ
Read More...

ଅପରାହ୍ନର ରାଜ୍ୟସ୍ତରୀୟ ସାରସ୍ୱତ ଉତ୍ସବରେ ବରଗଡ଼ର ପ୍ରତିଭା ସମ୍ବର୍ଦ୍ଧିତ

ବରଗଡ଼, ( ନିରୋଜ କୁମାର ପାଣୀ) : ବାଲେଶ୍ୱରଠାରେ ଅପରାହ୍ନ ସମ୍ବାଦପତ୍ରର ୨ ଦିନ ଧରି ଚାଲିଥିବା ରାଜ୍ୟ ସ୍ତରୀୟ ସାରସ୍ୱତ ମହୋତ୍ସବ ଇଂ ରବୀନ୍ଦ୍ର କୁମାର ଜେନାଙ୍କ ଦ୍ୱାରା ଉତଘାଟୀତ ହୋଇ ସମ୍ବାଦପତ୍ରର ସମ୍ପାଦକ ବଂଶୀଧର ଜେନା ଓ ପ୍ରକାଶିକା ଲକ୍ଷ୍ମୀ ପ୍ରିୟା ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ
Read More...

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେଲେ ଦୀଲିପ ପ୍ରଧାନୀ

ନବରଙ୍ଗପୁର : କଂଗ୍ରେସର ବିଧାୟକ ପ୍ରାର୍ଥୀ ଦୀଲିପ ପ୍ରଧାନୀ ହାତ ଛାଡି ଶଙ୍ଖ ଧରିଛନ୍ତି । ଶଙ୍ଖ ଭବନ ଠାରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ, ରାଜ୍ୟସଭା ସାଂସଦ ମୁନ୍ନାଖା, ରମେଶ ମାଝୀ, ସଦାଶିବ ପ୍ରଧାନୀଙ୍କ ଉପସ୍ଥିତିରେ ଦୀଲିପ ପ୍ରଧାନୀ ବିଜେଡିରେ ବିଧିବଦ୍ଧ ଭାବେ
Read More...

ଦାଦା ବଟିକୁ କେନ୍ଦ୍ରକରି ଗୁଳିକାଣ୍ଡ ଘଟଣା : ମୁଖ୍ୟ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ଚନ୍ଦକା ଅଞ୍ଚଳ ସଂଘର୍ଷବିହାର ଛକରେ ଗୁଳିକାଣ୍ଡ ଘଟଣାର ପର୍ଦ୍ଦାଫାଶ । ମୁଖ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଲା ଚନ୍ଦକା ଥାନା ପୋଲିସ । ସହଦେବ ବାରିକ ଓରଫ ନାଗାକୁ ଗିରଫ କରିଛି ପୋଲିସ । ନାଗା ନିକଟରୁ ପିସ୍ତଲ, ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି ।
Read More...

ଚିକଲବାହାଲ ବିଦ୍ୟାଳୟର ଜୁନିୟର ରେଡକ୍ରସ ତରଫରୁ ସେବା ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଶୀତଳଷଷ୍ଠୀ ଉପଲକ୍ଷେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଚିକଲବାହାଲର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ପ୍ରସନ୍ନ ଗଡତ୍ୟାଙ୍କ ତତ୍ୱାବଧାନରେ ଚିକଲବାହାଲ ଗ୍ରାମରେ ଦୁଇ ଦିନ ଯାଏ ଜୁନିୟର ରେଡକ୍ରସ ତରଫରୁ ସାମାଜିକ ସେବା
Read More...

ପୋଲିସ କବଜାରେ ଠକ ଗ୍ୟାଙ୍ଗ୍

ଭୁବନେଶ୍ୱର : ପୋଲିସ କବଜାରେ ଠକ ଗ୍ୟାଙ୍ଗ । ଠକ ଗ୍ୟାଙ୍ଗ୍‌ର ୫ ଜଣକୁ ଗିରଫ କଲା ପୋଲିସ । ଗିରଫ ଲୁଟେରାଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ୪ ପୁରୁଷ ଅଛନ୍ତି । ଏମାନଙ୍କ ନିକଟରୁ ୧ ଲକ୍ଷ ଟଙ୍କା, ମୋବାଇଲ ଫୋନ୍, ନକଲି ନୋଟ ସହ କିଛି କାଗଜ ପତ୍ର ଜବତ କରାଯାଇଛି । ସୂଚନା ଅନୁଯାୟୀ,
Read More...

ଇସ୍ପାତ ନଗରୀରେ ପୁଣି ଜବତ ହେଲା ବିସ୍ଫୋରକ : ଗୋଦାମ ମାଲିକଙ୍କୁ ପୁଲିସର ପଚରାଉଚରା

ରାଉରକେଲା : ପୁଣି ଜବତ ହେଲା ବିସ୍ଫୋରକ । ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଗାଡିରୁ ବିସ୍ଫୋରକ ଜବତ କଲା ପୁଲିସ । ଗୋଦାମ ମାଲିକଙ୍କୁ ପଚରାଉଚରା ।୦ ରାଉରକେଲାରେ ଆଜି ପୁଣି ଥରେ ପୁଲିସ ବିସ୍ଫୋରକ ଜବତ କରିଛି । ଦେଓଗାଁ ସ୍ଥିତ ଫୁଏଲ ପେଟ୍ରୋଲ ପମ୍ପରେ ପାର୍କିଂ ହୋଇଥିବା ଦୁଇଟି ଗାଡିରୁ
Read More...

୧୦ କେଜି ଗଞ୍ଜେଇ ସହ ବାଇକ ମୋବାଇଲ ଜବତ : ଜଣେ ଗିରଫ

ସଇଁତଲା, (ଖୁସିରାନୀ ସାହୁ) : ଗଞ୍ଜେଇ ଚୋରା ଚାଲାଣ ମହଙ୍ଗା ପଡ଼ିଲା । ପୁଲିସି ହାତରେ ଧରାପଡ଼ି ଗିରଫ୍‌ ହେଲା ଗଂଜେଇ ବେପାରୀ । ଦିନ ଦି' ପହରରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ପୁଲିସ ଚଢାଉ କରି ଗଞ୍ଜେଇ ବେପାରୀକୁ ଗିରଫ କରିଛି । ବାଇକରେ ବୁଲା ବେପାରୀ ଭଳି ବ୍ୟାଗ୍‌ ରଖି ଗଞ୍ଜେଇ
Read More...