Monthly Archives

June 2025

କେନ୍ଦ୍ରଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର କୋଲକାତାରେ କେନ୍ଦ୍ରୀୟ ଫୋରେନ ସିକ୍ବିଜ୍ଞାନ ପରୀକ୍ଷାଗାର…

• ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, ଭାରତ ସରକାର ଏକ ସ୍ପଷ୍ଟ ଦୃଷ୍ଟିକୋଣ ସହିତ ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ ପ୍ରମାଣ-ଭିତ୍ତିକ ଅପରାଧିକ ନ୍ୟାୟ ବ୍ୟବସ୍ଥା ଗଠନ କରୁଛନ୍ତି• ମୋଦୀ ସରକାର ଏପରି ନ୍ୟାୟ ବ୍ୟବସ୍ଥା ଗଠନ କରିବାକୁ ପ୍ରତିବଦ୍ଧ, ଯେଉଁ ଥିରେ ଗରିବ ବ୍ୟକ୍ତି ମଧ୍ୟ
Read More...

ନକ୍ସା କ୍ଷମତା ନିର୍ମାଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଜୁନ୍ ୨ ରୁ ପାଞ୍ଚଟି ଜାତୀୟ ଉତ୍କର୍ଷ କେନ୍ଦ୍ରରେ ଆରମ୍ଭ…

ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ଭୂମି ସମ୍ପଦ ବିଭାଗ (ଡିଓଏଲଆର), ନକ୍ସା (ନ୍ୟାସନାଲ ଜିଓସ୍ପାଟିଆଲ୍ ନଲେଜ୍-ବେସ୍ଡ ଲ୍ୟାଣ୍ଡ ସର୍ଭେ ଅଫ୍ ଅର୍ବାନ୍ ହାବିଟେସନ୍ସ) କାର୍ଯ୍ୟକ୍ରମ ଅଧୀନରେ କ୍ଷମତା ନିର୍ମାଣର ଦ୍ୱିତୀୟ ପର୍ଯ୍ୟାୟ ୨ ଜୁନ୍ ୨୦୨୫ ଠାରୁ
Read More...

ବିଜାଘାଟିରେ ବସ୍‌ ଦୁର୍ଘଟଣା : ୧୬ ଯାତ୍ରୀ ଆହତ

ମାଲକାନଗିରି : ମାଲକାନଗିରି ବିଜାଘାଟିରେ ଦୁର୍ଘଟଣା । ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌ । ଏହି ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି । ସୂଚନା
Read More...

କେସିଙ୍ଗା ଲାୟନ୍ସ କ୍ଲବ ତରଫରୁ ଅଗ୍ରସେନ୍ ଭବନଠାରେ ଅସ୍ଥିରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଲାୟନ୍ସ କ୍ଲବ ବର୍ଷ ତମାମ କିଛି ନା କିଛି ସାମାଜିକ ସେବା କରି ଆସିଥାନ୍ତି । ରବିବାର ଦିନ ସ୍ଥାନୀୟ ଅଗ୍ରସେନ ଭବନ ଠାରେ କେସିଙ୍ଗା ଲାୟନ୍ସ କ୍ଲବ ଓ ଛତିଶଗଡର ଏକମାତ୍ର ଅସ୍ଥିରୋଗ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲର ମିଳିତ ଆନୂକୁଲ୍ୟରେ ଏକ ସ୍ୱାସ୍ଥ୍ୟ
Read More...

ବନ୍ଧୁକ ଦେଖାଇ ବୁଲେଟ ଲୁଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ବନ୍ଧୁକ ଦେଖାଇ ଦୁଇ ଯୁବକଙ୍କଠାରୁ ବୁଲେଟ୍ ଲୁଟିନେଲେ ହେଲମେଟ ପିନ୍ଧା ଦୁର୍ବୃତ୍ତ । ବଲାଙ୍ଗିର ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ରାସ୍ତା ଅସୁରପୁଲି ନିକଟରେ ରବିବାର ଏଭଳି ଏକ ଲୁଟ୍ ହୋଇଛି । ବୁଲେଟରେ ଯାଉଥିବା ଦୁଇଜଣଙ୍କୁ ବନ୍ଧୁକ ଦେଖାଇ ରାସ୍ତାରେ
Read More...

ବସ୍-ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ବଙ୍ଗୋମୁଣ୍ଡା : ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ଦାନ୍ଦ୍ର ଗାଁ ବୁଲାଣି ପାଖରେ ବସ ସହିତ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛି । ମୃତକ ଜଣକ ହେଲେ ଦୁର୍ଯୋଧନ ପଟେଲ୍ । ବଙ୍ଗୋମୁଣ୍ଡା- କଣ୍ଟାବାଞ୍ଜି ରାସ୍ତାର ଦାନ୍ଦ୍ର
Read More...

ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ : ଜଣେ ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଗ-ପୁରୀ ଏକ୍ସପ୍ରେସକୁ ପଥର ମାଡ ହୋଇଛି । ଏଥିରେ ଜଣେ ଯାତ୍ରୀ ଆହତ ହେଇଛନ୍ତି । ଘଟଣା ପରେ ଆରପିଏଫ ତଦନ୍ତ ଚଳାଇଛି । ରବିବାର ଟ୍ରେନ୍‌ଟି ଡୁଙ୍ଗୁରିପାଲି ଷ୍ଟେସନ ଛାଡିବା ପରେ କେହି ଦୁର୍ବୃତ୍ତ ଟ୍ରେନ୍‌କୁ ପଥର ମାଡ କରିଥିଲା । ଏଥିରେ ଟ୍ରେନ୍‌ର ଏସ ୩
Read More...

ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ଏନ୍. ଦିଲ୍ଲୀପ କୁମାର ଚୌଧୁରୀ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାସ୍ତା ଓ କୋଠାବାଡ଼ି ତଥା ପୂର୍ତ୍ତ ବିଭାଗ, ବ୍ରହ୍ମପୁର ଡିଭିଜନ-୧, ସହକାରୀ ନିର୍ବାହୀ ଯନ୍ତ୍ରୀ, ଏନ୍. ଦିଲ୍ଲୀପ କୁମାର ଚୌଧୁରୀ, ଆୟ ବହିର୍ଭୁତ ସମ୍ପତ୍ତି ହଡ଼ପ ମାମଲାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଭିଜିଲାନ୍ସ ଚଢ଼ାଉ
Read More...

ହଳଦୀ ବଜାର ଛକରୁ ଦୋକାନ ସର୍ଟର ଭାଙ୍ଗି ୩୦ହଜାର ଟଙ୍କାର ସାମଗ୍ରୀ ଚୋରୀ

ତୃତୀୟ ଥର ପାଇଁ ଚୋରୀ, ଥାନାରେ ମାମଲା ରୁଜ୍ଜୁ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ପଞ୍ଚାୟତ ସଦର ମହକୁମାର ବ୍ୟସ୍ତବହୁଳ ବଜାର ଛକରୁ ଏକ କିରାନା(ପାନ) ଦୋକାନର ସର୍ଟର ଭାଙ୍ଗି ୩୦ହଜାର ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ଥାନାରେ ଲିଖିତ
Read More...

ଧର୍ମପରାୟଣ ମହିଳା ସ୍ୱର୍ଗତ କେଶରୀ ରାୟ ସ୍ମୃତିରେ ବୃକ୍ଷରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଜାମସେଠ ଗ୍ରାମର ଧର୍ମପରାୟଣ ମହିୟସୀ ମହିଳା ସ୍ୱର୍ଗତ କେଶରୀ ରାୟ ସ୍ମୃତିରେ ଆଜି ବୃକ୍ଷରୋପଣ କରାଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସକ୍ରିୟ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ପ୍ରମୋଦ ରାୟ ମା ଥିଲେ ସ୍ୱର୍ଗତ
Read More...